ଲୋକସଭା ଫଳାଫଳ: ଓଡ଼ିଶାରୁ କିଏ ଜିତିଲେ କାହାଠୁ ଜାଣନ୍ତୁ

ଭୁବନେଶ୍ଵର, (ଓଟି): ସକାଳ ୧୦ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନରୁ ବିାଜେଡି ଆଗୁଆ ରହିଛି। zାରତୀୟ ଜନତା ପାର୍ଟି ସମୁଦାୟ ୫ଟି ଆସନରେ ବିଜେତା ଘୋଷଣା ହୋଇଚି। … Read More

ଓଡ଼ିଶା ବିଧାନସଭା ଫଳାଫଳ: କିଏ ଜିତିଲେ କେଉଁଠୁ

ଭୁବନେଶ୍ଵର,(ଓଟି): ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପାଇଁ ଗଣତି ଜାରି ରହିଛି। ସକାଳ ୯ଟା ଅନୁସାରେ ନିର୍ବାଚନ କମିଶନଙ୍କ ସଦୂତ୍ରକୁ ଆଧାର କରି ୧୧୮ଟି ଆସନର ଫଳାଫଳ ଘେଶଷଣା ହୋଇଛି। ଆଉ ୨୮ଟି ନିର୍ବାଚନ ଫଳାଫଳ ପାଇଁ ଗଣତା ଜାରି … Read More

କି ଉତ୍ତର ଦେବେ ଧର୍ମେନ୍ଦ୍ର?

୨୦୧୯ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ଫଳାଫଳକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କାରଣ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ ଓଡ଼ିଶାରେ ଏହା ସମ୍ପୁର୍ଣ୍ଣ … Read More

ଭାରତ ରାଜନୀତିରେ ଦଳ ବଡ଼ ନା ବ୍ୟକ୍ତି

ଭାରତୀୟ ରାଜନୀତିରେ ଦଳର ପ୍ରାଧାନ୍ୟ ଯଥେଷ୍ଟ ଅନୁଭୂତ ହୋଇ ଆସିଛି। ବିଭିନ୍ନ ସମୟରେ ଇତିହାସ ଏହାର ସାକ୍ଷୀ ରହିଛି। ଏପରିକି ସାହି, ଗାଁ, ଗଳି, ତଥା ପରିବାର ନିଜକୁ ରାଜନୀତିକ ପରିବେଶରେ ଏକ ନିର୍ଦିଷ୍ଟ ଦଳସହ ଯୋଡ଼ିବା ବି ଆମେ ଦେଖିଛୁ। … Read More

ପରିବାରବାଦ ରାଜନୀତିକୁ ମତଦାତାଙ୍କ ପ୍ରତ୍ୟାଖାନ

ଚଳିତ ନିର୍ବାଚନରେ ରାଜ୍ୟର ମତଦାତାମାନେ ପରିବାରବାଦକୁ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପରିବାରର ଉଭୟ ସଦସ୍ୟ ପରାଜିତ ହୋଇଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସର ପରିବାର ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ମତଦାତାମାନେ ବିଜୟୀ କରି ଅନ୍ୟଜଣକୁ ପରାଜୟର ଦ୍ୱାର ଦେଖାଇଛନ୍ତି। … Read More

ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି। ଟ୍ବିଟର ଯୋଗେ ଏକ ଶୁଭେଚ୍ଛା ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ‘ ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର … Read More

ଓଡ଼ିଶାରେ କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ, ଜାଣନ୍ତୁ

ଭୁବନେଶ୍ଵର, (ଓଟି): ଅପରାହ୍ଣ ସାଢ଼େ ତିନିଟା ସୁଦ୍ଧା କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ ଆସନ୍ତୁ ଜାଣିବା। ଏହି ତାଲିକାରେ ଆଗ ଆସିବେ ଆସ୍କାର ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ବିଶୋଇ। ଦୀର୍ଘ ସମୟ ହେଲା ସେ ୮୩ … Read More

ଏଥର କେଉଁମାନଙ୍କୁ ହରାଇବ ବିଧାନସଭା

ଦୀର୍ଘକାଳ ହେଲା ବିଧାନସଭାର ସଦସ୍ୟ ହୋଇ ରହିଥିବା ଅନେକ ନେତା ଏଥର ଆଉ ଫେରିବେ ନାହିଁ। ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମାନେ କିଏ? ଅବଶ୍ୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ନାହିଁ କିନ୍ତୁ ଟ୍ରେଣ୍ଡ ଯାହା କହୁଛି ଏମାନଙ୍କୁ … Read More

ପୁରୀ, କୋରାପୁଟ, ଆସ୍କା, ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବିଜେଡି ଆଗୁଆ, ଭୁବନେଶ୍ଵରରେ ଟକ୍କର

ଭୁବନେଶ୍ଵର, (ଓଟି): ରାଜ୍ୟର ଗୁରୁତ୍ଵପୂଣ୍ଣ ଆସନ ଗୁଡ଼ିକରେ ବିଜେଡି ନିଜର ପତିଆରା ବଜାୟ ରଖିଛି। ବହୁ ଚର୍ଚିତ ପୁରୀ, କେନ୍ଦ୍ରାପଡ଼ା, ଆସ୍କା, କୋରାପୁଟ, ବାଲେଶ୍ଵରରେ ବିଜେପିର ପ୍ରାର୍ଥୀ ଯଥେଷ୍ଟ ପଛରେ ରହିଛନ୍ତି। ଆଇଏଏସ୍‌ ଛାଡ଼ି ସାଂସଦ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ … Read More

ଓଡ଼ିଶାରେ ବିଜେପିକୁ ନିରାଶା ସଙ୍କେତ, ପୁଣି ନବୀନ ଢେଉ ସମ୍ଭାବନା

ଭୁବନେଶ୍ଵର, (ଓଟି): ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥିବା ଓଡ଼ିଶାରେ ବିଜେପିକୁ ନିରାଶା ଦେଖିବାକୁ ମିଳିଛି। ପ୍ରଥମ ୨ ଘଣ୍ଟା ଭିତରେ ଯେଉଁ ଟ୍ରେଣ୍ଡ ଆସୁଛି ସେଥିରେ ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭଲ ଫଳ ମିଳୁ … Read More