ଅନନ୍ତ, ପ୍ରଣବ ଓ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଟିକେଟ୍

ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ … Read More

ମା’ଙ୍କ ଦଳକୁ ବ୍ୟାନ ପାଇଁ ଦାବି କଲେ ଝିଅ

୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏବେ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। କିଛି ଦଳ ଭାଙ୍ଗୁଛି, କିଛି ନୂଆ ଦଳ, ମୋର୍ଚ୍ଚା ଗଢ଼ି ଉଠୁଛି। ଉତ୍ତରପ୍ରଦେଶର ରାଜନୀତିରେ ମୁଲାୟମ ସିଂ ଯାଦବଙ୍କ ପରିବାର ଏବେ ଦୁଇ ଭାଗରେ ବିଭକ୍ତ ହୋଇଥିଲା … Read More

ବିଜେଡି ଟିକଟ ଆଗରେ ବିଜେପିର ଟିକଟ ପାଣିଚିଆ

ରାଜନୀତି ବ୍ୟବସାୟ ପାଇଁ ବିଜେଡି ଶିବିର ଅଧିକ ଉପଯୋଗୀ ଭୁବନେଶ୍ଵର, (ଓଟି): ବିଜେଡି ଲୋଭରେ ନେତାଙ୍କୁ ବିଜେପି ଟିକଟ ବି ଗନ୍ଧାଉଛି। କିଛି ଦିନ ତଳେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେଡି ସୁପ୍ରିମୋଙ୍କ ଶରଣକୁ ଆସି ସବୁଜ … Read More

କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ଏଥିରେ ୧୫ଟି ପ୍ରତିଶ୍ରୁତି ଦିଆଯାଇଛି ଦେଶଦ୍ରୋହ କାନୁନ ସମାପ୍ତ କରିବୁ ବିଜେପି ସରକାରର ପ୍ରତି ଚୁକ୍ତିର ଯାଞ୍ଚ କରିବୁ ଆସନ୍ତା ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ଆଜି କଂଗ୍ରେସ ତାର ଗୋଟି ଚାଳନା କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ … Read More

ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ

ଘଷିପୁରା ଆସନରୁ ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରି ସମର୍ଥକଙ୍କ ସହ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। … Read More

ବିଜେଡ଼ିରେ ମିଶିଲେ କାକଟପୁରର ବିଜେପି ପ୍ରାର୍ଥୀ

ନିକଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ବିଜେପିରୁ ଟିକେଟ ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ନେତା ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି। ୟାଙ୍କ ନାଁ ତୁଷାରକାନ୍ତି ବେହେରା। ତୁଷାରକାନ୍ତିଙ୍କୁ ବିଜେପି … Read More

କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ … Read More

ଲୋକସଭା ନିର୍ବାଚନକୁ ନେଇ ଦକ୍ଷିଣ ଭାରତର ୭ମୁଖ୍ୟମନ୍ତ୍ରୀ ଚିନ୍ତାରେ

ଦକ୍ଷିଣ ଭାରତର ରାଜ୍ୟ ଗୁଡିକର ରାଜନୀତି ସେମାନେ ପ୍ରସ୍ତୁତ କରିଥିବା ରାସ୍ତାରେ ଚାଲିଥାଏ। ଦିଲ୍ଲୀର ରାଜନୀତି ଦକ୍ଷିଣ ଭାରତର ରାଜ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ। କିନ୍ତୁ ଦକ୍ଷିଣ ଭାରତର ରାଜନୀତି ଦିଲ୍ଳୀ ରାଜନୀତିକୁ ପ୍ରଭାବିତ କରିଥାଏ। ବିଗତ ଦଶନ୍ଧି … Read More

ଆଦର୍ଶ ଆଚରଣ ବିଧିର ଉଲଙ୍ଘନ: ମନ୍ଦିର କାନ୍ଥରେ ଦଳୀୟ ଚିହ୍ନ

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ୯ଗୋଟି ପଞ୍ଚାୟତ ସାମିଲ ହୋଇଛି। ପଞ୍ଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଞ୍ଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି। ପଞ୍ଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବଜାରେ ରହିଛି। ମନ୍ଦିର ମୁଖଶାଳା ଗୃହ … Read More

ବିରୋଧିଙ୍କ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ରାଜନୀତିର ଚତୁର ଖେଳାଳି

ରାଜନୀତି ସହ ସିଧାସଳଖ ନିଜର ପରିଚୟ ନଥିବା ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଆସିଥିଲେ ଓଡ଼ିଶା। ରାଜନୈତିକ ଦୁନିଆ ସହ ତାଙ୍କର ଅଭିଜ୍ଞତା ଓ ଅନୁଭୂତି କମଥିବାରୁ ସେ କେତେ ଦିନ ରାଜନୀତିରେ ରହିବେ, ତାହାକୁ ନେଇ … Read More