ସିପିଏମ ବିରୋଧରେ ଗୋଟିଏ ବି ଶବ୍ଦ କହିବେନି ରାହୁଲ

କେରଳର ୱାୟାନାଡ଼ରୁ ପ୍ରାର୍ଥୀ  ପତ୍ର ଦାଖଲ କରିବା ପରେ ସିପିଏମକୁ ସନ୍ତୁଷ୍ଟ କରିବା ପାଇଁ ରାହୁଲ ପ୍ରୟାସ କରିଛନ୍ତି। ସେ କହିଛନ୍ତି, ଏହି ଆସନରୁ ଲଢ଼ିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ମୁଁ ମୋର ନିର୍ବାଚନ ପ୍ରଚାର ବେଳେ ମୋ … Read More

ସନାଙ୍କ କଥାରେ ବିଜେଡି ପରିଚାଳିତ

ରାଜ୍ୟରେ ବିଜେଡି ନେତୃତ୍ୱ କିପରି ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ଙ୍କ କଥାରେ ଉଠବସ‍୍‌ ହୋଇଛନ୍ତି ତାହା ଆଜି ନିଜେ ସନାତନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜେ ନିର୍ବାଚନ ଲଢ଼ୁନଥିଲେ ବି ତାଙ୍କ କଥାରେ ବିଜେଡି … Read More

ଦ୍ୱନ୍ଦ୍ୱରେ କଂଗ୍ରେସ : ଆଜି ୪ଟି ଆସନରେ ପୁଣି ପ୍ରାର୍ଥୀ ପରିବର୍ତ୍ତନ

କଂଗ୍ରେସ ଏଥର ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ନ କରିବ ସେ ନେଇ ଶେଷ ମୁହୂର୍ତ୍ତ ଯାଏଁ ଦ୍ୱନ୍ଦ୍ୱ ଭିତରେ ରହିଛି। ଆଜି ଘୋଷିତ ପ୍ରାର୍ଥୀ କାଲିକି ପରିବର୍ତ୍ତିତ ହେଉଛନ୍ତି। ଆଉ କେହିି କେହି ଟିକେଟ ପାଇଲା ପରେ … Read More

ଟିକଟ ପାଇ ପୃଥ୍ୱୀ ଓହରିଗଲେ କାହିଁକି?

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବୀ ବଲ୍ଲଭ ପଟ୍ଟନାୟକ ବୋଲଗଡ ବେଗୁନିଆରୁ କଂଗ୍ରେସର ପ୍ରାର୍ଥୀ ହୋଇ ହଠାତ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଟିକେଟ ପାଇବେ କି ନାହିଁ ଏନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଥିଲା। … Read More

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି … Read More

ଚମ୍ପୁଆରୁ ମୀନାକ୍ଷୀ ବିଜେଡି ପ୍ରାର୍ଥୀ

ବହୁ ପ୍ରତୀକ୍ଷିତ ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ମୀନାକ୍ଷୀ ମହାନ୍ତଙ୍କୁ ଦଳ ଏଠାରୁ ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ … Read More

ପିଇବା ପାଣି, ରାସ୍ତା, ନିଯୁକ୍ତି ଯୋଗାଇବାରେ ବିଜେଡି ବିଫଳ: ଏଡିଆର୍‌ ରିପୋର୍ଟ

ଭୁବନେଶ୍ୱର, (ଓଟି ): ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ଦୀର୍ଘ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ୱାଧୀନ ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ଆଶା ପୂରଣକରିବାରେ ଏହି ସରକାର ଯଥେଷ୍ଟ ପଛରେ ପଡ଼ିଥିବା ନେଇ ଆସୋସିଏସନ୍‍ ଫର୍‍ … Read More

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

ଏବେ ରାଜ୍ୟ ରାଜନୀତିକ ପାଣିପାଗରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶାସକ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ନିଜ ଦଳର ନେତାମାନଙ୍କ ଉପରେ ଭରଷା କରିନ ପାରି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଦଳରେ ମିଶାଇ ଟିକଟ ଓ ଅନ୍ୟାନ୍ୟ ପ୍ରଲୋଭନ … Read More

ସମ୍ୱଲପୁରରେ ତ୍ରିମୁଖୀ ଲଢ଼େଇ

ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ସହିତ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କର ଘମାଘୋଟ ଲଢ଼େଇ ହେବ। ସମ୍ବଲପୁର ଆସନ ହାତେଇବା ପାଇଁ ଜୟନାରାୟଣଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର। ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ … Read More

କେନ୍ଦ୍ରାପଡ଼ା: ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଗଣେଶ୍ଵର ଓ ଅତନୁ ଦାଖଲ କଲେ ନାମାଙ୍କନପତ୍ର

କେନ୍ଦ୍ରାପଡ଼ା, ( ପ୍ରଦୀପ କୁମାର ଜେନା) :ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା ପାଇଁ କେନ୍ଦ୍ରାପଡ଼ା ଜିଲାରେ ଆଜି ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ଆଜି ୪ ଜଣ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରାପଡ଼ା … Read More