ଟିକେଟ୍ ଫେରାଇଲେ ସୀତାକାନ୍ତ

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ … Read More

ସଫଳତା ପାଇଁ ବିଜେଡିର ରାଜ୍ୟସଭା ଗୋଟି

ବାରିପଦା ବିଧାନସଭା ଆସନ ପାଇଁ ପରିଶେଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଜଣେ ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ୱ୍ରମଙ୍କୁ ପ୍ରାର୍ଥୀ କଲେ। ଏହାଫଳରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଆଶା ଧୂଳିସାତ ହୋଇଗଲା। ତେବେ ସରୋଜିନୀଙ୍କୁ ମିଶାଇ ଚଳିତ … Read More

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ପଣ୍ଡା

ଭୁବନେଶ୍ଵର, (ଓଟି): ପୁରୀ ବିଧାନସଭା ଆସନରୁ ପୂର୍ବତନ ବିଜେପି ପ୍ରାର୍ଥୀ ତଥା ଟିକେଟ୍‌ ନପାଇବାରୁ ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସଠାରେ ପୁରୀ ସାଂସଦ ତଥା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର … Read More

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ

ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। … Read More

ପ୍ରଭାସ କରମହାପାତ୍ର ମୋରଡ଼ାରୁ କଂଗ୍ରେସ ପ୍ରାର୍ଥୀ

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ଆସନରୁ ପ୍ରଭାସ କରମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ହେବେ। ଆଜି ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। କଂଗ୍ରେସ ଆଜି ପୂର୍ବାହ୍ନରେ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। କିନ୍ତୁ … Read More

ତୁଷାରକାନ୍ତିଙ୍କୁ ବିଜେଡିର କାକଟପୁର ଟିକେଟ୍

୫ଦିନ ପୂର୍ବରୁ ବିଜେଡିରେ ମିଶିଥିବା ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଆଜି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ମିଳିଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ … Read More

ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯

ଇଣ୍ଡିଆଟିଭି-ସିଏନଏକ୍ସ ପକ୍ଷରୁ ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ଶାସକ ବିଜୁ ଜନତା ଦଳ ୧୦୦ ବିଧାନସଭା ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିବ। କ୍ଷମତା ହାସଲ ପାଇଁ ବିଜେପିର ପ୍ରୟାସ ବହୁ ଆଡମ୍ୱରରେ ଲଘୁକ୍ରିୟା ଭଳି ହେବ। ପ୍ରଧାନମନ୍ତ୍ରୀ … Read More

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

୩ୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ତାହାର ଲୋକସଭା ପ୍ରତିନିଧି ପାଇଁ ଭୋଟ୍‌ ଦେବ। ଏ ଭିତରେ ଅନେକ ଆଲୋଚନାର, ପର୍ଯ୍ୟାଲୋଚନା ସରିଛି। ପ୍ରାର୍ଥୀ ଘୋଷଣା ସରିଛି। ଏପ୍ରିଲ୍‌ ୨୩ ତାରିଖକୁ ଅପେକ୍ଷା ଯେତେବେଳେ ପୁରୀ, କଟକ, ସମ୍ବଲପୁର, ଭୁବନେଶ୍ଵର, କେନ୍ଦୁଝର ପ୍ରତି … Read More

ପିନାକୀ-ସମ୍ୱିତ କଥା କଟାକଟି

ରାଜ୍ୟର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି। କାରଣ ବିଜେପିର ଜାତୀୟ ମୁଖପାତ୍ର ଡ଼ା. ସମ୍ୱିତ ପାତ୍ର ପୁରୀରୁ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ଏହି ଆସନରୁ ୩ଥର ସାଂସଦ ହୋଇଥିବା ତଥା … Read More

ସାଂସଦ ରାମଚନ୍ଦ୍ର ହାଁସଦା ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ସାରସକଣା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ। ସାଂସଦ ରାମଚନ୍ଦ୍ର ହାଁସଦା ଏହି ଘୋଷଣା କରିଛନ୍ତି। ସୋମବାର ଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ରାମ ଚନ୍ଦ୍ର ହାଁସଦା ୨୦୦୯ ମସିହାରେ … Read More