ଭୋଟ ପାଇଁ ଆଣ୍ଠେଇ ନମସ୍କାର କଲେ ପୂର୍ବତନ ଡ଼ିଜି

ଭୋଟ ଆସିଲେ ନେତାମାନେ କେତେ କ’ଣ ଅଭିନୟ କରନ୍ତି ଓ କହନ୍ତି ତାହା ସର୍ବଜନ ବିଦିତ। କିନ୍ତୁ ପୁଲିସ‍୍‌ ଅଫିସର ଲୋକଙ୍କୁ ଧମକାଇବାର ଦେଖିବାକୁ ମିଳିଥାଏ। ଚଳିତ ନିର୍ବାଚନରେ ପୁଲିସ‍୍‌ ଅଧିକାରୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। କଟକ ଲୋକସଭା ନିର୍ବାଚନ … Read More

ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

୧ମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ଅନ୍ତର ଥିବାବେଳେ ରାଜ୍ୟ କଂଗ୍ରେସର କେଁ ଏ ଯାଏଁ ସରୁନି । ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି । ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍‌ ଦେଇଛି । … Read More

କେମିତି ଚିହ୍ନିବେ ଆଉ ଦୂରେଇବେ ଦୁଷ୍ଟ ନେତାଙ୍କୁ

ଆପଣଙ୍କ ଭୋଟ୍‌ ମୂଲ୍ୟବାନ୍‌। ଗୋଟିଏ ଭୋଟ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ବଦଳିପାରେ। ଟିଭି, ଖବରକାଗଜ ଓ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଏମିତି ବିଜ୍ଞାପନ ପ୍ରଚାର ଚାଲୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆପଣ ଭୋଟ୍‌ ନିଶ୍ଚିତ ଭୋଟ୍‌ ଦେବେ ଆଉ ଏ ମତ ଭାବିଚିନ୍ତି ଦେବେ। … Read More

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

ଆଜିବି ମଧ୍ୟରାତ୍ରୀର ଅପରେସନ୍‌ କଥା କହିଲେ ମୋଦିଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଅପେକ୍ଷା ଓଡ଼ିଶାର ଲୋକଙ୍କୁ ୨୦୧୨, ମେ ମାସର ଘଟଣା ମନେ ପକାଇ ଦିଏ। ଏହି ମାସ ୨୯ ତାରିଖରେ ଓଡ଼ିଶା ରାଜନୀତିକ ଆକାଶରେ ଏକ ନୂଆ ସମୀକରଣ ସୃଷ୍ଟି ହେଲା। … Read More

ରାଜ୍ୟ କଂଗ୍ରେସରେ ପରିବାରବାଦ ଅଧିକ

୨ୟ ନମ୍ୱରରେ ବିଜେଡି ଓ ୩ୟରେ ବିଜେପି ଭାରତରେ ପରିବାରବାଦ ରାଜନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ପରିବାର ସଦସ୍ୟ ବା ରାଜନୈତିକ ଉତ୍ତରାଧିକାରୀଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । … Read More

ନିମାପଡା କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ଫେରାଇଲେ ଟିକେଟ

ନିମାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇଥିବା ସତ୍ୟବ୍ରତ ପାତ୍ର ମଧ୍ୟ ଆଜି ନିର୍ବାଚନ ଲଢିବି ନାହିଁ ବୋଲି କହି ଟିକେଟ ଫେରାଇଦେଇଛନ୍ତି । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇଥିବା କହିଛନ୍ତି । ଏଥିସହ ସେ … Read More

ଦେଶ ବିରୋଧରେ ଯୁଦ୍ଧ କରୁଛି ଫେସବୁକ : ଅଭିଜିତ୍ ଆୟାର ମିତ୍ର

ଫେସବୁକ ବିରୋଧରେ ପୁଲିସ‍୍‌ ଓ ନିର୍ବାଚନ କମିଶନଙ୍କଠାରେ ଅଭିଜିତଙ୍କ ଅଭିଯୋଗ ଦେଶର ଜଣାଶୁଣା ସୁରକ୍ଷା ଓ ନୀତି ବିଶେଷଜ୍ଞ ଅଭିଜିତ୍ ଆୟାର ମିତ୍ର ଦିଲ୍ଲୀ ପୁଲିସ‍୍‌ ନିକଟରେ ସୋସାଲ ମିଡିଆ ନେଟୱର୍କ ଫେସବୁକ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଜିତଙ୍କ ଅଭିଯୋଗ ହେଉଛି, … Read More

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

ଲୋକସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦିନ ତାର ଘୋଷଣା ପାତ୍ର ପ୍ରକାଶ କରିଛି। ବିଜେପି ତାର ଏହି ଘୋଷଣା ପତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ରାଷ୍ଟ୍ରୀୟ ସୁରକ୍ଷା ବ୍ୟତୀତ ଗରିବ, କୃଷକ ଓ ଯୁବକମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି। ଏହା … Read More

ଶଶିଭୂଷଣ ବେହେରା କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ

ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ … Read More

ଶାହ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା: ଚନ୍ଦ୍ରଶେଖର

ଅମିତ ଶାହ ଭାରତ ବର୍ଷର ନୁହେଁ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା । ତାଙ୍କୁ ଗୁଜରାଟରୁ ତଡ଼ିପାର କରାଯାଇଥିଲା । ଆଉ ଆଜି ସେ ବିଜେପିର ବଡ଼ପଣ୍ଡା ପାଲଟିଛନ୍ତି । ଓଡ଼ିଶା ଲୋକଙ୍କ ଉପରେ ତାଙ୍କର କୌଣସି ପ୍ରଭାବ ପଡ଼ିବ … Read More