୧୯୯୦ର ରେକର୍ଡ଼ ଭାଙ୍ଗିଲା କଂଗ୍ରେସ

୧୯୯୦ର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୁ ହାୱା ସହିତ କଂଗ୍ରେସର ଶାସନ ବିରୋଧି ଲହର ଯୋଗୁଁ ବିଧାନସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ୧୦କୁ ଖସି ଆସିଥିଲା। ଜନତା ଦଳକୁ ୧୨୩ ଆସନ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ଼ ହୋଇ … Read More

ଲୋକସଭାକୁ ସର୍ବାଧିକ ୭୮ମହିଳା ସାଂସଦ ନିର୍ବାଚିତ

୧୭ତମ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ ୭୮ଜଣ ମହିଳା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ସର୍ବାଧିକ ହେବ ବୋଲି ଜଣାପଡ଼ିଛି। ନୂଆ ଲୋକସଭାରେ ମହିଳା ସାଂସଦଙ୍କ ପ୍ରତିଶତ ମୋଟ ସଂଖ୍ୟାର ୧୭ ପ୍ରତିଶତ ହେବ। … Read More

୭ରୁ ୫ବିଜେଡି ମହିଳା ଲୋକସଭା ପ୍ରାର୍ଥୀ ବିଜୟୀ

ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ବିଜେଡିକୁ ମିଳିଛି। ମହିଳା ସଂରକ୍ଷଣ ବିଲ୍‌ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ। … Read More

୨୦୧୯ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୩କୁ ବୃଦ୍ଧି

୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକଙ୍କ ସଂଖ୍ୟା ୧୨ ଥିବାବେଳେ ଚଳିତଥର ଏହା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଚଳିତଥର ବିଧାନସଭାରେ ବିଜେଡିର ମହିଳା ବିଧାୟକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ରାଜ୍ୟରେ କ୍ରମାଗତ ପଞ୍ଚମଥର କ୍ଷମତାସୀନ ହେବାକୁ ଯାଉଥିବା ବିଜେଡି … Read More

ବିଜେପିର ୨ରୁ ୩୦୩ ଯାତ୍ରା

୧୯୮୪ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ୪୧୪ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨ଟି ଆସନ ପାଇଥିଲା। ଏଥର ବିଜେପି ୩୦୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ଏକାକୀ ୫୨ଟି ଆସନ ପାଇଛି। ୨୦୧୪ରେ ବିଜେପି ୨୮୨ଟି ଆସନ ଜିତିଥିବା … Read More

କ୍ରମାଗତ ଦ୍ୱିତୀୟ ଥର ଲୋକସଭାରେ ବିରୋଧୀ ଦଳର ମାନ୍ୟତାରୁ କଂଗ୍ରେସ ବଞ୍ଚିତ

ସଦ୍ୟ ସମାପ୍ତ ୨୦୧୯ ସାଧାରଣ ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋ ଇଛି। ଗଠିତ ହେବାକୁ ଯାଉଥିବା ନୂତନ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଭ କରିବାକୁ ସୁଦ୍ଧା ନିଜର ଯୋଗ୍ୟତା ହରାଇଛି। ଲୋକସଭାରେ … Read More

ମୋଦିଙ୍କ ଆଦର୍ଶ ଓ ନିର୍ଦ୍ଦେଶରେ କାମ କରାଯିବ : ଅପରାଜିତା

ଏଥର ଭୁବନେଶ୍ୱର ଲୋକସଭା ଆସନରେ ବିଜୟ ଲାଭ ପରେ ଅପରାଜିତା ଷଡଙ୍ଗୀ କହିଛନ୍ତି, ମୁଁ ଜିତ୍ପାଇଁ ଆଦରଣୀୟ ମୋଦିଙ୍କ ଲହରକୁ, ମୋ ସାଂସଦୀୟ କ୍ଷେତ୍ରର ଲୋକମାନଙ୍କୁ ଧନ୍ୟବାଦ ଦେବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଛୁ। ଆଗାମୀ ଦିନରେ … Read More

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ଏନେଇ ଆଜି ଘୋଷଣା କରିଛନ୍ତି। ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି, ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି। ଇସ୍ତଫା … Read More

ଆସନ୍ତା ୩୦ ତାରିଖରେ ଶପଥ ନେବେ ମୋଦୀ

ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶପଥ ଗ୍ରହଣ କରିବା … Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶପଥ ନେବେ

ବିଜେଡିକୁ ନିର୍ବାଚନରେ ଜବରଦସ୍ତ ସଫଳତା ମିଳିଛି। ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ … Read More