ଗଜପତି-ନବରଙ୍ଗପୁରରେ ୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

ରାଜ୍ୟ ସରକାର ଓ କେନ୍ଦ୍ର ସରକାରକୁ ବିରୋଧ କରି ଗଜପତି ଓ ନବରଙ୍ଗପୁର ଜିଲ୍ଲାର ୩ଟି ଗାଁର ଲୋକେ ଭୋଟ ବର୍ଜନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମାଓବାଦୀ ଭୟରେ ୧୫ଟି ବୁଥକୁ ଲୋକେ ଭୋଟ ଦେବା ପାଇଁ ଆସି ନାହାନ୍ତି। ଗଜପତି … Read More

ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ

୧୫ଟି ବୁଥ୍‌ରେ ପୋଲିଂ ଶୂନ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । … Read More

ବିଜେପିକୁ ୨୦୦୪ କଥା ମନେପକାଇ ଦେଲେ ସୋନିଆ

ବର୍ତ୍ତମାନ କ୍ଷମତାରେ ଅନ୍ଧ ହୋଇଯାଇଥିବା ବିଜେପି ନେତାମାନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବିଜେପି ନେତାମାନଙ୍କୁ ୨୦୦୪ ମସିହାର ନିର୍ବାଚନ ଫଳାଫଳ ମନେପକାଇ ଦେଇଛନ୍ତି। ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା … Read More

ନିରଞ୍ଜନ ନୁହନ୍ତି, ତାଙ୍କ ପୁଅ ପ୍ରକୃତ ପିସିିସି ସଭାପତି : ସୋନାଲି

କଂଗ୍ରେସରୁ ଇସ୍ତଫା ଦେଲେ ସୋନାଲି ଆଜିଠାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମଧ୍ୟ ପୁଣି ଜଣେ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । … Read More

ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ପ୍ରସଂଗ : ରାମଦେବ

ଯୋଗ ଗୁରୁ ବାବା ରାମଦେବ ଏପ୍ରିଲ୍‌ ୧୧ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ଭୋଟ୍‌ ଦେଇସାରିବା ପରେ ରାମଦେବ କହିଛନ୍ତି, ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର୍ୟ, କଳାଧନ, ଦୁର୍ନୀତି, … Read More

ନକ୍ସଲ ଭୟ: ଭୋଟ୍‌ ଦେଲେନି ଭୋଟର

ମାଲକାନଗିରି, (ଓଟି): ଚିତ୍ରକୋଣ୍ଡାର ୧୫ ବୁଥରୁ ପୁଲିଂ ଅଧିକାରୀମାନେ ଖାଲି ହାତରେ ଫେରିଛନ୍ତି। ଦିନସାରା କଡ଼ା ସୁରକ୍ଷାରେ ବସିଥିଲେ ମଧ୍ୟ ତାଙ୍କ ପାଖକୁ ଭୋଟ୍‌ ଦେବାକୁ କେହି ବି ଆସି ନଥିବା ଜଣାପଡ଼ିଛି। ହିଂସାକୁ ଆଖିରେ ରଖି ଏହି ଅଞ୍ଚଳରେ ଅପରାହ୍ଣ … Read More

ଭୋଟ୍‌ ବେଳେ ପକ୍ଷପାତ: ବିଜେପି ଆଣିଲା ବୁଥ୍ ରିଗିଂ ଅଭିଯୋଗ

ବିଧି ଅନୁସାରେ ଭୋଟ୍‌ ପରିଚାଳନା ହୋଇ ନଥିବା ନେଇ ଅଭିଯୋଗ କରିଛି ବିଜେପି। ଏହି କ୍ରମରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନର ପକ୍ଷପାତୀ ଆଚରଣକୁ ଆଙ୍ଗୁଳି ଦେଖାଇଛନ୍ତି ଦଳର ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ରାଜ୍ୟର … Read More

ଓଟିଭି ବିରୁଦ୍ଧରେ ବିଜେଡିର ଫେରାଦ, ‘ଭୋଟରଙ୍କୁ ପ୍ରଭାବିତ କରୁଛି’

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ସର୍ବାଧିକ ଟିଆର୍‌ପି ହାସଲ କରୁଛି ବୋଲି ଦାବି କରୁଥିବା ଓଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ କରୁଛି ଶାସକ ଦଳ ବିଜେଡି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହୋଇଛି। … Read More

କୋଟିଆବାସୀ ଆନ୍ଧ୍ର ପ୍ରେଦେଶ ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ଓଡିଶା ପ୍ରାର୍ଥୀଙ୍କୁ ?

ଆସନ୍ତା କାଲି ଓଡ଼ିଶାରେ ୪ ଲୋକସଭା ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ହେଉଛି । ଏମିତିରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧୀନରେ ଥିବା କୋଟିଆରେ ମଧ୍ୟ ଆସନ୍ତା କାଲି ଭୋଟ୍‌ହେବ । ହେଲେ ଏଠି … Read More

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଲଢ଼େଇରେ ୨୧୭ ପ୍ରାର୍ଥୀ

୬୦ଲକ୍ଷ ୩୦ହଜାର ୭୦୭ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଓଡ଼ିଶାରେ ଆସନ୍ତା କାଲି ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ୪ଟି ଲୋକସଭା ଆସନରେ ୨୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୧୯୧ ପ୍ରାର୍ଥୀ … Read More