ସିଦ୍ଧୁଙ୍କ ବୟାନକୁ ନେଇ ବିରୋଧ ପ୍ରଦର୍ଶନ
ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍ଜୋତ୍ ସିଂହ ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ କଟାକ୍ଷ କରିଥିବା ବେଳେ ଏବେ ପୁଣି ଥରେ … Read More
ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍ଜୋତ୍ ସିଂହ ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ କଟାକ୍ଷ କରିଥିବା ବେଳେ ଏବେ ପୁଣି ଥରେ … Read More
ଆପ୍-କଂଗ୍ରେସ ମେଣ୍ଟ ହେବ ନାହିଁ। କଂଗ୍ରେସ ସହ ମେଣ୍ଟକୁ ଆପ୍ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ ସହ ମେଣ୍ଟ ହେବାର ସବୁ ବାଟ ବନ୍ଦ ହୋଇଯାଇଛି। ମେଣ୍ଟ ହେଲେ ଏହା ବିଜେପିକୁ ଫାଇଦା ହେବ। ତେଣୁ କଂଗ୍ରେସ ସହ କୌଣସି ବି ରାଜ୍ୟରେ … Read More
ନିର୍ବାଚନ କମିଶନ ଆଜି ସନ୍ଧ୍ୟା ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ନଗଦ ଓ ସାମଗ୍ରୀ ଆକାରରେ ମୋଟ ୨,୬୨୬ କୋଟି ଟଙ୍କା ଜବତ କରିଛନ୍ତି। ଏଥିରେ ନଗଦ ୬୦୭ କୋଟି ଟଙ୍କା ଥିବା ବେଳେ ୧୯୮ କୋଟି ଟଙ୍କା ମୂଲ୍ୟର ମଦ … Read More
ପ୍ରଥମ ଲୋକସଭାରେ ୩୭ ସ୍ୱାଧିନ ସାଂସଦ ଗତ ଲୋକସଭାରେ ମାତ୍ର ୩ଜଣ ସ୍ୱାଧିନ ସାଂସଦ ଚଳିତ ନିର୍ବାଚନରେ କେତେ ଜଣ ସ୍ୱାଧିନ ପ୍ରାର୍ଥୀ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହେବେ? ଏହା ହିଁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। … Read More
ରାଫେଲ ଯୁଦ୍ଧ ବିମାନ କିଣାରେ ରିଲାୟନ୍ସ କମ୍ପାନୀର ସମ୍ପୃକ୍ତିକୁ ନେଇ କଂଗ୍ରେସ ସରକାରକୁ ଅଡୁଆରେ ପକାଇବା ପାଇଁ ଅପଚେଷ୍ଠା ଚଳାଇଛି। କିନ୍ତୁ ସେହି କମ୍ପାନୀରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପୁଞ୍ଜି ବିନିଯୋଗ ହୋଇଛି। ଏ କଥା ତାଙ୍କର … Read More
ସମାନତା ଅନେକ, କେବଳ ସଫଳତାକୁ ଅପେକ୍ଷା। ଓଡ଼ିଶା ଓ ଆସାମ ମଧ୍ୟରେ ଭୌଗୋଳିକ ଦୂରତ୍ୱ ରହିଛି। ତେବେ ଭାବଗତ, ସାଂସ୍କୃତିକ ଓ ଧାର୍ମିକ ଭାବଧାରାରେ ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଖୁବ ଘନିଷ୍ଠ। ଭାଷାଗତ ସମାନତା ମଧ୍ୟ ଅନେକ ପରିମାଣରେ … Read More
ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲପରେ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ କିନ୍ତୁ ପଛରେ ପଡିଥିବା ଦେଖିବାକୁ ମିଳୁଛି। ଏହାର କାରଣ ଅର୍ଥାଭାବ ହୋଇଥିବାବେଳେ ଏଥିପାଇଁ ପ୍ରଦେଶ କଂଗ୍ରେସ କର୍ତ୍ତୃପକ୍ଷଙ୍କ ଆଡକୁ ନେତା ଓ କର୍ମୀମାନେ ଅଙ୍ଗୁଳି … Read More
ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମତଦାତାମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଆଜି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କର ଏବଂ ବିଭିନ୍ନ ରାଜନୈତିକ ଦଳର … Read More
ସମସ୍ତଙ୍କ ରାଗ ଏବେ ନିରଞ୍ଜନଙ୍କ ଉପରେ ଶେଷ ପର୍ଯ୍ୟନ୍ତ ଲାଗିଥିଲା ପ୍ରାର୍ଥୀ ମନୋନୟନ ୭ଜଣ ଟିକଟ ଫେରାଇଛନ୍ତି ଜୟଦେବରେ କଂଗ୍ରେସର ସୁକାନ୍ତ ତିଆଡ଼ି ଭୋଇଙ୍କ ପ୍ରାର୍ଥିପତ୍ର ନାକଚ ଚଳିତ ନିର୍ବାଚନ କଂଗ୍ରେସ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏକ … Read More
ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁର ଲୋକାର୍ପଣ ସମୟରେ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା … Read More