ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆ ନେଟୱାର୍କର ଲଢ଼େଇ

୨୦୧୯ ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆର ବ୍ୟବହାର ପୂର୍ବ ନିର୍ବାଚନ ତୁଳନାରେ ବେଶ ଅଧିକ ରହିଛି। ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ପ୍ରଚାରକୁଦେଉଛନ୍ତି ଅଧିକ ଗୁରୁତ୍ୱ। ଭିଡିଓ ଷ୍ଟ୍ରିମିଂ, ଫଟୋ ସିରିଜ, ମେସେଜ, ମଜାକଥା, ସ୍ଲୋଗାନ ଇତ୍ୟାଦି ଅଧିକରୁ ଅଧିକ ଲୋକଙ୍କ … Read More

ଅଶୋକଙ୍କ ପାଇଁ ଅଡ଼ୁଆ ଆକାଶ

ଆକାଶ ଦାସନାୟକଙ୍କୁ ଟିକଟ ନଦେଇ ଯେଉଁ ଗୋଟି ଖେଳିଛି ବିଜୁ ଜନତା ଦଳ, ଏବେ ତାହା ଦଳକୁ ମହଙ୍ଗା ପଡ଼ିପାରେ। ଯଦିଓ ଆକାଶଙ୍କୁ ବୁଝାଇବାରେ ଦଳ କିଛି ମାତ୍ରାରେ ସଫଳ ହୋଇଛି, ତଥାପି ଏହା ବିଜେଡି ପ୍ରାର୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇବ … Read More

ରାଜନୀତିରେ ଅବସର ବୟସ ସୀମା ସ୍ଥିର କରାଯାଇପାରିବ ନାହିଁ: ସୁମିତ୍ରା

ଟିକେଟ ନମିଳିବାକୁ ନେଇ ମନ ଭିତରେ ଥିବା ଅସନ୍ତୋଷକୁ ବାହାରେ ପ୍ରଘଟ କରୁଛନ୍ତି ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ। ବୟସ ଅଧିକ କାରଣରୁ ତାଙ୍କ ଟିକେଟ କଟାଯାଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏହାର କଡ଼ା ଜବାବ ଦେଇଛନ୍ତି ସୁମିତ୍ରା। ସେ କହିଛନ୍ତି ଯେ, … Read More

ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ … Read More

୧୦ ଦିନ ଭିତରେ ତିନିଟି ଦଳ ବଦଳେଇଲେ ଦେବୀ

ବାଲେଶ୍ୱର ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଦଳ ବଦଳରେ ରାଜ୍ୟର ସମସ୍ତ ରେକର୍ଡ଼କୁ ଭଙ୍ଗ କରିଦେଇଛନ୍ତି। ତାଙ୍କୁ କ୍ଷମତା ନିଶା ଏପରି ଘାରିଛି ମାତ୍ର ୧୦ ଦିନ ଭିତରେ ୩ଟି ଦଳରେ ଯୋଗ ଦେଇସାରିଲେଣି। ଦେବୀ ୨୦୦୯ରେ … Read More

ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ : ଶାହ

ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ ବୋଲି ଘୋଷଣା କରିଛନ୍ତି ଶାହ। ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ଏବଂ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ … Read More

ମାଓ ଭୟ: ଚାଲି ଚାଲି ଆସିଲେ ୯ ପୁଲିଂ ପାର୍ଟି, ରାଜ୍ୟରେ ୭୩.୭୬% ଭୋଟ

ଭୁବନେଶ୍ଵର, (ଓଟି): ରାଜ୍ୟର ଦୁଇଟି ନିର୍ବାଚନ ବୁଥରେ ପୁଣିଥରେ ଭୋଟ୍‌ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୁକ୍ତଙ୍କ ଅନୁମୋଦନ ମାଗିଛନ୍ତି। ଏହାବାଦ୍‌ ଅନ୍ୟ ବୁଥଗୁଡ଼ିକର ସ୍ଥିତି ବାବଦରେ ତର୍ଜମା ଚାଲିଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ … Read More

ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ମିଳୁଥିବା ଅନୁଦାନର ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଲେକ୍ଟୋରାଲ୍‌ ବଣ୍ଡ୍‌ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବାକୁ ହୋଇଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରତି ବିଜ୍ଞପ୍ତି ଜାରି କରି ଶୀର୍ଷ ଅଦାଲତ କହିଛନ୍ତି କି, ମେ ୩୦ ସୁଦ୍ଧା ସେମାନେ ଦାତାମାନଙ୍କର ଓ … Read More

ଲୋକସଭା ନିର୍ବାଚନରେ ‘ୟଙ୍ଗ କ୍ୟାଣ୍ଡିଡେଟ’

ଚଳିତ ନିର୍ବାଚନରେ ୪୦ବର୍ଷରୁ କମ‍୍‌ ବୟସର ୧୩% ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି ୩୦ରୁ କମ‍୍‌ ବୟସର ପ୍ରାର୍ଥୀଙ୍କ ସଂଖ୍ୟା ୨.୨% ୨୨% ପ୍ରତିଶତ ସାଂସଦ ପ୍ରାର୍ଥୀଙ୍କ ବୟସ ୪୫ବର୍ଷରୁ କମ‍୍‌ ଦେଶର ଶାସନ ଡ଼ୋର ସମ୍ଭାଳିବାକୁ ନେତାମାନଙ୍କର କିଛି ଅଭତଜ୍ଞତା ରହିବା … Read More

ଡେଲାଙ୍ଗରେ ସତ୍ୟଙ୍କ ଦମ୍‌ଦାର ଶୋଭାଯାତ୍ରା

ସାମ୍ବାଦିକରୁ ରାଜନେତା ପାଲଟିଥିବା କଂଗ୍ରେସ ମିଡିଆସେଲ୍‌ ଅଧ୍ୟକ୍ଷ ତଥା ପୁରୀର ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ଗୁରୁବାର ନିଜର ଦମ୍‌ ଦେଖାଇଛନ୍ତି। ଦଳୀୟ ନେତା ତଥା କର୍ମୀଙ୍କ ସହାୟତାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ସମସ୍ତଙ୍କ ଆଗରେ ଉଦାହରଣ ସୃଷ୍ଟି … Read More