କାମ ଦେଉନି ବିକାଶ ଓ କାଳିଆ : ଚିନ୍ତାରେ ନବୀନ

ସାଂସଦ ଓ ବିଧାୟକ ପ୍ରାର୍ଥୀ ଲୋକଙ୍କ ପ୍ରଶ୍ନବାଣରେ ବିଚଳିତ ଚଳିତ ନିର୍ବାଚନରେ କାଳିଆ ଯୋଜନାରୁ ବହୁ ଫାଇଦା ମିଳିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଶା କରିଥିଲେ ତାହା ଫସର ଫାଟିବାକୁ ଯାଉଛି। ନବୀନଙ୍କର କୌଣସି … Read More

ପ୍ରାର୍ଥୀ ବନାମ ପାର୍ଟି-୧: ଭୁବନେଶ୍ଵରରେ କ୍ଷତି ସହିବ ବିଜେଡି

୧ମ ପର୍ଯ୍ୟାୟ ନିର୍ବାଚନ ପରେ ନିର୍ବାଚନର ଢେଉ ସୁନାମୀ ପରି ଉପକୂଳ ମାଡ଼ି ଆସୁଛି। ସବୁ ଦଳ ଅବଶ୍ୟ ପ୍ରସ୍ତୁତ କିନ୍ତୁ ଭାବପ୍ରବଣ ଜନତାଙ୍କ ମାନସିକତାକୁ କିଏ କେତେ ହାତେଇ ପାରିବେ ସେଥିନେଇ କେହି ଆସ୍ଥା ପାଇପାରୁନାହାନ୍ତି। ଏଭିତରେ କଂଗ୍ରେସ ଦଳ … Read More

ଧର୍ମେନ୍ଦ୍ରଙ୍କ ଋଣ ସୁଝିଲେ ନବୀନ

ବିଜେପିର ଫିକ୍ସିଂ ମାଷ୍ଟର ଭାବେ ଅଭିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଣ ନବୀନ ପଟ୍ଟନାୟକ ସୁଝିବାରେ ଆଦୌ ବିଳମ୍ୱ କରିନାହାଁନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ଏବେ କହିବାରେ ଲାଗିଛନ୍ତି। ଏହି ନେତାମାନଙ୍କର କହିବା କଥା ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ପଶ୍ଚିମ … Read More

ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ନବୀନ

ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି। ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି … Read More

ପାଟକୁରା: ଭାବ ଓ ସମବେଦନାରେ ବନ୍ଧା ବିଜୟ ଓ ବେଦୁଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): ପାଟକୁରା ବିଧାନସଭା ମଣ୍ଡଳୀରେ ଦୁଇ ପ୍ରମୁଖ ଅଣ କଂଗ୍ରେସ ନେତାଙ୍କ ମୁହାଁମୁହିଁ ହେଉଥିଲେ ମଧ୍ୟ ଅସଲ ମଇଦାନରେ ଜଣେ ଅଛନ୍ତି, ଆଉ ଜଣଙ୍କ ଦେଖା ମିଳୁନାହିଁ । ଏହାର କାରଣ ହୋଉଛି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ … Read More

ରାଜ୍ୟରେ ‘ସ୍ଥିର’, କେନ୍ଦ୍ରରେ ‘ଅସ୍ଥିର’ ସରକାର କାହିଁକି ଚାହୁଁଛନ୍ତି ନବୀନ?

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଆରମ୍ଭ କଲାବେଳେ କେନ୍ଦ୍ରରେ ଖେଚୁଡ଼ି ସରକାର ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଖେଚୁଡ଼ି ସରକାରରେ ତାଙ୍କ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ ବୋଲି ସେ … Read More

ଭୋଟ୍‍ ୨୦୧୯: ଭାଇକୁ ଦୂରେଇଲା ରାଜନୀତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଭାଇ ନିର୍ବାଚନ ଲଢ଼ୁଛନ୍ତି । ଜଣେ ବିଜେପିରୁ ଆଉ ଜଣେ କଂଗ୍ରେସରୁ । ଅବଶ୍ୟ ଏମାନେ ଗୋଟିଏ ମା’ ପେଟରୁ ଜନ୍ମ ନୁହନ୍ତି କିନ୍ତୁ ରକ୍ତ ସମ୍ପର୍କୀୟ । ଦାଦାପୁଅ-ବଡ଼ବାପା ପୁଅ ଭାଇ … Read More

କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ରଣାଙ୍ଗନରେ ୫୫ ପ୍ରତିଦ୍ୱନ୍ଦୀ: ବିଧାନସଭା ପାଇଁ ୪୮, ଲୋକସଭା ପାଇଁ ୭ ପ୍ରାର୍ଥୀ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ରଣାଙ୍ଗନରେ ମୋଟ ୫୫ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ୪୮ … Read More

ବିଜେପି ସର୍ଭେ : ବଡ଼ କଷ୍ଟରେ ମୋଦି ସରକାର

ଚଳିତ ନିର୍ବାଚନରେ ମୋଦି ଓ ଶାହଙ୍କ ବିଜେପିର ସ୍ଲୋଗାନ ‘ଅବକି ବାର – ଚାର ଶୋ ପାର’। ଉତ୍ତରପ୍ରଦେଶରୁ ନିର୍ବାଚନରେ ବିଜେପି ୭୩ଟି ଆସନରେ ବିଜୟୀ ହେବ ବୋଲି ଶାହ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏହି ସଂଖ୍ୟାରୁ କମ ହୁଏ … Read More

ମହାମେଣ୍ଟ ସହଯୋଗୀଙ୍କୁ ଭୋଟ ନ ଦେବାକୁ ମମତାଙ୍କ ଅପିଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ହୋଇଥିବା ବିରୋଧିଙ୍କ ମହାମେଣ୍ଟରେ ଏବେ ବିଭିନ୍ନ ଦଳର ନେତାମାନଙ୍କର ଦୂରତା ବଢ଼ିବାରେ ଲାଗିଛି। ଏହି ମହାମେଣ୍ଟରେ ସାମିଲ ହୋଇଥିବା ଦଳର ନେତାମାନେ ନିଜର ଭବିଷ୍ୟକୁ ନେଇ ପ୍ରଥମରୁ ଚିନ୍ତାରେ ଅଛନ୍ତି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ … Read More