ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ

ଗତମାସରେ  ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ … Read More

ଏହି କାରଣଗୁଡ଼ିକ ବିଜେପିର ଆସନ ସଂଖ୍ୟା ସ୍ଥିର କରିବ

୨୦୧୪ରେ ସାଧାରଣ ନିର୍ବାଚନ ପ୍ରଚାରବେଳେ କ୍ଷମତାରେ ନଥିଲା ଏନଡିଏ। ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଅଲ ଆଉଟ ଆଟାକ ମୋଡ଼ରେ ଯାଇ ପ୍ରଚାର କରିବାକୁ ମିଳିଯାଇଥିଲା ସୁବିଧା। ୟୁପିଏ ସରକାର ଉପରେ ମୋଦୀଙ୍କର ତୀବ୍ର ଭାଷଣ ବାଜି ବଡ଼ … Read More

ବିଜେପିର ନମ୍ୱର-୨ ନେତାଙ୍କ ପାଇଁ ନମ୍ୱର-୧ ଆସନ ହେଉଛି ଗାନ୍ଧୀନଗର!

ବିଜେପିର ବରିଷ୍ଠ ନେତାଙ୍କ ପାଇଁ ଗାନ୍ଧୀନଗର ଲୋକସଭା ଆସନ ୧୯୮୯ ମସିହାରୁ ଏକ ସୁରକ୍ଷିତ ଆସନ ହୋଇ ରହିଆସିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ୧୯୯୬ ମସିହାରେ ଏହି ଆସନରୁ ଜିତିଥିଲେ। ୧୯୯୮ରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜିତିଥିଲେ ଏହି … Read More

‘ମେଣ୍ଟ ଭାଙ୍ଗି ଦେବେ ମାୟାବତୀ, ବାନରଙ୍କ ଭଳି ବୁଲିବେ ଅଖିଳେଶ

ଉତ୍ତରପ୍ରଦେଶ ବିଜେପିର ବରିଷ୍ଠ ନେତା ନରେଶ ଅଗ୍ରୱାଲ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ସେ ଏସପି-ବିଏସପି ମେଣ୍ଟ ନେଇ ମନ୍ତବ୍ୟ ଦେଇଛନ୍ତି। ନରେଶ ଅଗ୍ରୱାଲ ଯେ, ଏହି ମେଣ୍ଟ ଭୋଟ ଘୋଷଣା ହେବାର ପରଦିନ ହିଁ … Read More

ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସୁଛି ; କଂଗ୍ରେସର ଦିଲ୍ଲୀରୁ କେହି ଆସୁନାହାଁନ୍ତି

୧ମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ସରିଲା। ୧୮ ତାରିଖରେ ହବାକୁ ଯାଉଛ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୧୬ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ। କହିବାକୁ ଗଲେ ହାତରେ ଆଉ ଦି’ଦିନ। ୧୬ ତାରିଖରେ ଆସୁଛନ୍ତି ମୋଦୀ। ଭୁବନେଶ୍ୱର ଓ ସମ୍ୱଲପୁରରେ … Read More

ଜଗତସିଂହପୁରରେ ତ୍ରିମୁଖୀ ଲଢ଼େଇ

ଜଗତସିଂହପୁର ଜିଲ୍ଳାରେ ଏକଛତ୍ର ରାଜ କରୁଥିବା ବିଜେଡି ଏବେ ବିରୋଧର ସମ୍ମୁଖୀନ ହେଉଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ। ନାମାଙ୍କନପତ୍ର ଦାଖଲ ପରେ ଶାସକ ଦଳ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡିର କର୍ମୀମାନେ … Read More

ବୌଦ୍ଧ ବିଧାନସଭା : ବିଜେଡି-ବିଜେପି କଡ଼ା ଟକ୍କର

ଏବେ ଚୈତ୍ର ମାସ ଟାଣ ଖରା। ଦିନ ବେଳା ଘରୁ ବାହାରିବା ବଡ ମୁସ୍କିଲ। ଦିନ ୧୧ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇପଡୁଛି। କିନ୍ତୁ ବର୍ତ୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଛି ଏହି … Read More

ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More

କେନ୍ଦ୍ରପଡ଼ା ବିଜେଡି ନେତାଙ୍କ ନିର୍ବାଚନୀ ବଜେଟ‍୍‌ ଦେଖି ଅର୍ଥମନ୍ତ୍ରୀ ଜଳକା

ରାଜ୍ୟ ବଜେଟ‍୍‌କୁ ସୁରୁଖୁରୁରେ ପାରିତ କରାଇ ନେଉଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏବେ କେନ୍ଦ୍ରାପଡା ବିଧାନସଭା ପାଇଁ ନିଜ ନିର୍ବାଚନ ଖର୍ଚ୍ଚ ତାଲିକାକୁ ଦେଖି ଜଳକା। ତାଙ୍କ ଚାରିପଟେ ଘେରି ରହିଥିବା ବିଜେଡିର ତଥାକଥିତ ଟିଙ୍କମାନେ ଦେଇଥିବା ନିର୍ବାଚନୀ ଖର୍ଚ୍ଚ ତାଲିକା … Read More

ନିର୍ବାଚନରେ ବାଧା ଆଶଙ୍କା: ୫୫ ହଜାର ଲୋକ ଅଟକ

ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟର ୫୪ ହଜାର ୯୨୧ ଜଣଙ୍କୁ ଅଟକ ରଖାଯାଇଛି। ସେହିପରି ସମଗ୍ର ରାଜ୍ୟରେ ୧୩ହଜାର ୩୪୩ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏହାବଦ୍‌ ୫ ହଜାର ୧୭୭ଟି ବନ୍ଧୁକ ଜବତ … Read More