ଭୋପାଳରେ ଦିଗବିଜୟଙ୍କୁ ଟକ୍କର ଦେବେ ସାଧ୍ୱୀ ପ୍ରଜ୍ଞା ଠାକୁର

ଆଜି ସକାଳେ ବିଜେପିରେ ସାମିଲ ହୋଇଥିବା ୨୦୦୮ ମସିହା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଦଳ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକେଟ୍‌ମିଳିଛି। ସେ ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହି ଆସନରେ … Read More

ତୃଣମୂଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଲାଂଦେଶୀ ହିରୋର ଭିସା ଜବତ

ବାଂଲାଦେଶୀ କଳାକାର ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣମୁଳ କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପଡ଼ିଛନ୍ତି। ବାହାର ଦେଶର ବ୍ୟକ୍ତି ଭାରତରେ ଆସି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେପି ନିର୍ବାଚନ … Read More

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର କ’ଣ କରିଛି? ଜିଲ୍ଲାର ଜାତୀୟ ରାଜପଥ ବାବଦରେ ଆପଣ ପଚାରନ୍ତୁ। ରେଳବାଇରେ ଜିଲ୍ଲା କେତେ ରାଜସ୍ୱ ଦେଉଛି … Read More

ସମ୍ବଲପୁରରେ ମୋଦି: ଚାଷୀ ଓ ଚାଷ ନେଇ ନବୀନଙ୍କ ଉପରେ ବର୍ଷିଲେ ମୋଦି

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ମହାନଦୀ ଓ ହୀରାକୁଦ ନଦୀବନ୍ଧ ସତ୍ତେ୍ବ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। କ୍ଷେତକୁ ପାଣି ପହଞ୍ଚିପାରୁ ନାହିଁ। ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣ କରୁଛି ବୋଲି ଅଭିଯୋଗ କରିଛନ୍ତି … Read More

ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ବିଜେପି-କଂଗ୍ରେସ ଆଗରେ

କଲେଜ ମାଟି ମାଡି ନାହାଁନ୍ତି ୬୮ ପ୍ରାର୍ଥୀ ବିଜେପିର ସଙ୍ଗୀତା ସିଂହଦେଓ ଧନୀ ସାଂସଦ ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ଧନୀ ପ୍ରାର୍ଥୀ ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ, ବିଜେଡିର ୧୧ଜଣ ଏବଂ ବିଏସପିର ୪ଜଣ ପ୍ରାର୍ଥୀଙ୍କ ବିରୋଧରେ … Read More

ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼!

ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକ ଅଟକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କାରକେଡ ଉପରକୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟାଠାରେ ଅଣ୍ଡାମାଡ଼ ହୋଇଥିବା ଆଲୋଚନା ହେଉଛି। ନବୀନଙ୍କ ଉପରକୁ ଅଣ୍ଡାମାଣ୍ଡ ପରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ମାର୍ଚ୍ଚ … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌ ସ୍ଥିତି ଦେଖି ନୀବନ ଛାନିଆଁ ବିଜେପି ସହିତ ମୂଲଚାଲ ମୁଡ଼ରେ ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା? ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ … Read More

ଅଫିସର ଲଢ଼େଇ : ଅରୁପଙ୍କଠାରୁ ଅପରାଜିତା ଆଗରେ

କଇଁଛକୁ ହେୟଜ୍ଞାନ କରି ଠେକୁଆ ଦୌଡରେ ହାରିଯିବା କଥା ସମସ୍ତେ ଜାଣନ୍ତି। ପିଲାବେଳେ ବହିରେ ସମସ୍ତେ ନିଶ୍ଚୟ ପଢ଼ିଥିବେ, ନହେଲେ ଗପଟି କାହାଠୁ ଶୁଣିଥିବେ। ବର୍ତ୍ତମାନ ଏମିତି ଜଣେ ଚତୁର ଠେକୁଆକୁ ଦେଖିବାକୁ ମିଳିଛି ଓଡ଼ିଶା ରାଜନୀତିରେ। ତାହା ପୁଣି ରାଜଧାନୀର … Read More

ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!

ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ? ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ … Read More