ସମ୍‌ ତିଆରି କଲା ଓଡ଼ିଶାର ସବୁଠୁ ବଡ଼ କୋଭିଡ୍‌ ହସ୍‌ପିଟାଲ୍‌, ଓଡ଼ିଶାରେ 4 କୋଭିଡ୍ ହସ୍‌ପିଟାଲ୍‌ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ସରକାରୀ-ଘରୋଇ ଭାଗୀଦାରୀ ଦ୍ଵାରା ରାଜ୍ୟରେ ଆଉ ଏକ ସ୍ଵତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପ୍ରସ୍ତୁି ହୋଇଛି। ଏଠାରେ ସମୁଦାୟ ବେଡ୍‌ ସଂଖ୍ୟା ରହିଛି ୫୨୦। ଏହା ପୂର୍ବରୁ ଭୁବନେଶ୍ଵରର କିମ୍ସ ହସ୍‌ପିଟାଲ୍‌ରେ ଏକ ସ୍ଵତନ୍ତ୍ର ୫୦୦ ଶଯ୍ୟା ଏବଂ କଟକର … Read More

୨୯ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦ୍‌ଘାଟନ

ଭୁବନେଶ୍ୱର, (ଓଟି): ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଆଉ ଏକ ଅତ୍ୟାଧୁନିକ ହସ୍‍ପିଟାଲ୍‍ ସ୍ୱାସ୍ଥସେବା ଦୁନିଆରେ ପାଦ ଥାପିବାକୁ ପ୍ରସ୍ତୁତ ହୋଇଛି । ୨୯ ତାରିଖରେ ଏହି ହସ୍‍ପିଟାଲକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରାଯିବ । ସମ୍‍ ଅଲ୍ଟିମେଟ୍‍ ମେଡିକେୟାର ବା … Read More

ଖରାଦିନରେ ଆଖିର ରେଟିନା ପ୍ରଭାବିତ ହୁଏ, ଜାଣନ୍ତୁ ଏହାର ସମାଧାନ

ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଏହି ଅସହ୍ୟ ତାତି ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି । ନେତ୍ର ବିଶେଷଜ୍ଞଙ୍କ ଅନୁଯାୟୀ ଗରମ ଦିନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଆଖିର ରେଟିନା । … Read More

ଉଚ୍ଚ ରକ୍ତଚାପ ରୋଗୀ ଜଳଖିଆରେ କ’ଣ ଖାଇବା ଉଚିତ

ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ଯେ ବ୍ରେକଫାଷ୍ଟ୍ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେଣୁ ସକାଳର ଜଳଖିଆ ବା ବ୍ରେକଫାଷ୍ଟକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ରୋଗୀମାନେ କ’ଣ ଖାଇବେ … Read More

ଲୋ ବିପି ଅଛିକି? ଲୁଣ, ଅଦା, ତୁଳସୀ ହୋଇପାରେ ଅବ୍ୟର୍ଥ ମହୌଷଧୀ

ନିମ୍ନ ରକ୍ତଚାପ ବା ଲୋ ବିପିକୁ ଡାକ୍ତରୀ ଭାଷାରେ ହାଇପୋଟେନ୍‌ସନ୍‌ କୁହାଯାଏ । ଲେ ବିପି ହେଲେ ବାନ୍ତି ଆସିବା, ବେହୋସ୍ ହୋଇଯିବା, ଅସ୍ୱସ୍ତିକର ଅନୁଭବ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ଆଖିକୁ ଠିକ୍ ନ ଦିଶିବା, ହାଲକା କାମରେ … Read More

ଦାନ୍ତ ହଳଦିଆ ପଡ଼ିଯାଉଛି କି? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତ ହଳଦିଆ ପଡ଼ିଯିବାର ଦେଖିବାକୁ ମିଳିଥାଏ। ଏହାର ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନେକ ବ୍ୟକ୍ତି କେମିକାଲଯୁକ୍ତ ପେଷ୍ଟ୍ କିମ୍ବା ଜେଲ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଦାନ୍ତର ଏନାମେଲ୍‌କୁ … Read More

ଡାଇବେଟିସ୍ ପାଇଁ ହୋଇଥାଏ ଆଣ୍ଠୁ ଦରଜ

ରକ୍ତରେ ଶର୍କରାର ପରିମାଣ ଅଧିକ ହେଲେ ଡାଇବେଟିଜ୍ ହୋଇଥାଏ । ଏହା ମୁଖ୍ୟତଃ ୨ ପ୍ରକାରର । ଟାଇପ୍ ୧ ଓ ଟାଇପ୍ ୨। ଟାଇପ୍ ୨ ଡାଇବେଟିଜ୍ ଅଧିକ ମାରାତ୍ମକ । ଏହା ଫଳରେ କିଡ୍ନୀ, ହୃଦଘାତ ସମ୍ବନ୍ଧୀୟ ରୋଗ … Read More

ସ୍ୱାଇନ୍ ଫ୍ଲୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର

ସ୍ୱାଇନ୍ ଫ୍ଲୁ ସାଧାରଣ ଫ୍ଲୁ ଭଳି ହୋଇଥାଏ । ଏହାର ଲକ୍ଷଣ ମଧ୍ୟ ସମାନ ଥାଏ । ମୁଣ୍ଡବିନ୍ଧା, ଶରୀର ଦରଜ, ଥଣ୍ଡାକାଶ, ଥକ୍କା ଲାଗିବା ପ୍ରଭୃତି ଲକ୍ଷଣ ସ୍ୱାଇନ୍ ଫ୍ଲୁରେ ଦେଖାଯାଏ । କିନ୍ତୁ ଅନେକ ସମୟରେ ଏହା ମାରାତ୍ମକ … Read More

ଜାଣି ରଖନ୍ତୁ କଳାଜିରାର ଲାଭକାରୀ ଗୁଣ

ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ହେଉ କିମ୍ବା ସୌନ୍ଦର୍ଯ୍ୟ ବୃଦ୍ଧି, ଏସବୁ କ୍ଷେତ୍ରରେ କଳାଜିରାର ଏକ ମୁଖ୍ୟ ଭୂମିକା ରହିଛି । କେବଳ ଏତିକି ନୁହେଁ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ କଳାଜିରା ବେଶ୍ ଉପଯୋଗୀ । … Read More

ବସ୍‌ ଓ କାର୍‌ରେ ଯାତ୍ରା କଲେ ବାନ୍ତି ହେଉଛି, ଆପଣାନ୍ତୁ କିଛି ସରଳ ଉପାୟ

ନୂଆ ନୂଆ ଜାଗା ଦେଖିବା କିମ୍ବା କୌଣସି ବଣ ପାହାଡ଼ ଘେରା ଦୂର ସ୍ଥାନକୁ ଯାଇ ପିକ୍ନିକ୍ କରିବା କାହାକୁ ବା ଭଲ ନଲାଗେ । କିନ୍ତୁ ଯାତ୍ରା ସମୟରେ ବାନ୍ତି ହେବାଦ୍ୱାରା ଏହି ଖୁସି ପୁରା ଫିକା ପଡ଼ିଯାଏ । … Read More