ବଜେଟ୍ ୨୦୨୦: ଶିଳ୍ପ ପାଇଁ ୨୭୩୦୦ କୋଟି ଟଙ୍କା
- ମୋବାଇଲ୍ ଫୋନ୍, ଇଲେକ୍ଟେ୍ରନିକ୍ ଯନ୍ତ୍ରାଂଶ, ମେଡିକାଲ୍ ଯନ୍ତ୍ରାଂଶ ନିର୍ମାଣ ପାଇଁ ସ୍ଵତନ୍ତ୍ର ଧ୍ୟାନ
- ଟେକ୍ନିକାଲ୍ ଟେକ୍ସଟାଇଲ୍ ମିଶନ ୨୦୨୧ସହ ୨୦୨୪,
- ନିର୍ଭୀକ ଯୋଜନାରେ ବ୍ୟବସାୟୀଙ୍କ ପାଇଁ କମ୍ ଇନ୍ସୁରାନ୍ସ ଦର
- କେନ୍ଦ୍ର ଓ ରାଜ୍ୟରେ ନିବେଶ କ୍ଲୟରାନ୍ସ ସେଲ୍
- ରପ୍ତାନକାରୀଙ୍କ ପାଇଁ ସ୍ଵତନ୍ତ୍ର ଟିକସ୍ ରିଫଣ୍ଡ ବ୍ୟବସ୍ଥା
- ୩.୨୭୩୦୦ କୋଟି ଟଙ୍କା ଶିଳ୍ପ ପ୍ରମୋସନ୍ ପାଇଁ