ଶିକ୍ଷା କ୍ଷେତ୍ରରେ ଆସିବ ଏଫ୍‌ଡିଆଇ, ଅନ୍‌ଲାଇନ୍‌ରେ ମିଳିବ ଡିଗ୍ରୀ

  • ଏଫ୍‌ଡିଆଇ ଆସିବ ଶିକ୍ଷାରେ, ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ।
  • ଅର୍ବାନ୍‌ ଲୋକାଲ୍‌ ବଡିରେ ଇଞ୍ଜିନିୟରିଂ ଛାତ୍ରଙ୍କ ଲାଗି ଇଣ୍ଟର୍ନଶିପ୍‌ କାର୍ଯ୍ୟକ୍ରମ
  •  ଏଫ୍‌ଡିଆଇ ଆସିବ ଶିକ୍ଷାରେ, ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ।
  • ଅର୍ବାନ୍‌ ଲୋକାଲ୍‌ ବଡିରେ ଇଞ୍ଜିନିୟରିଂ ଛାତ୍ରଙ୍କ ଲାଗି ଇଣ୍ଟର୍ନଶିପ୍‌ କାର୍ଯ୍ୟକ୍ରମ
  •  ଅନ୍‌ଲାଇନ୍‌ରେ ମିଳିବ  ଡିଗ୍ରୀ ପାଠ୍ୟକ୍ରମ
  • ଜାତୀୟ ପୁଲିସ ବିଶ୍ଵବିଦ୍ୟାଳୟ ଏବହ ଫୋରେନ୍ସିକ୍‌ ବିଶ୍ଵବିଦ୍ୟାଳୟ ଖୋଲିବ
  • ଡାକ୍ତରଙ୍କ ଅଭାବକୁ ସମ୍ମୁଖୀନ ହେବା ପାଇଁ ଜିଲ୍ଲା ହସ୍‌ପିଟାଲ୍‌ରେ ଖୋଲିବ ମେଡିକାଲ୍‌ କଲେଜ। ପିପିପି ମୋଡ୍‌ରେ ହେବ ହସ୍‌ପିଟାଲ୍‌।
  • ୯୯୩୦୦ କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେରେ , ୩୦୦୦ କୋଟି ଦକ୍ଷତା ବିକାଶ ପାଇଁ

Leave a Reply

Your email address will not be published. Required fields are marked *