ବଜେଟ୍୨୦୧୯: ମାସିକିଆ ଜିଏସ୍ଟି ରିଟଣ୍ଣ ଉଠିଲା
ବଜେଟ୍ ୨୦୧୯ରେ ବ୍ୟବସାୟୀଙ୍କୁ ସୁବିଧା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହିକ୍ରମରେ ଜିଏସ୍ଟିକୁ ସରଳୀକୃତ କରାଯାଇଛି। ଫଳରେ ବ୍ୟବସାୟୀଙ୍କୁ ଆଉ ମାସିକିଆ ଜିଲଲସ୍ଟି ରିଟଣ୍ଣ ଫାଇଲ୍ କରିବାକୁ ହେବ ନାହିଁ। ତିନିମାସକୁ ଥରେ ପଈଇଠ କରାଯିବ ଜିଏସ୍ଟି ରିଟଣ୍ଣ।
ଠିକ୍ ସେହିପରି ଜିଏସ୍ଟି ବ୍ୟବସ୍ଥାରେ ତୃତୀୟ ପକ୍ଷଙ୍କଠୁ ମୁକ୍ତରେ ରହିବା ଲାଗି ସ୍ଵତନ୍ତ୍ର ମାଗଣା ଏବଂ ସହଜ ଜିଏସ୍ଟି ସଫ୍ଟଓ୍ବେର୍ ସରକାର ଦେବାକୁ ଯାଉଛନ୍ତି। ସ୍ଵୟଂଚାଳିତ ଜିଏସ୍ଟି ରିଟଣ୍ଣ ବ୍ୟବସ୍ଥା ଲାଗୁ ହେବ।
ସେହିପରି ସରକାର ଜାନୁୟାରୀ ୨୦୨୦ ଠାରୁ ଅଲଗା ଇ-ଓ୍ବେବିଲ୍କୁ ଉଠାଇବାକୁ ଯାଉଛନ୍ତି। ଏହି ବିଷୟରେ ସୀତାରମରଣ ସୂଚନା ଦେଇଛନ୍ତି।