କପାଳରେ ଅଛି କି କଳା ଜାଇ? ଜାଣନ୍ତୁ ଏହାର ପ୍ରଭାବ
ଜ୍ୟୋତିଶାସ୍ତ୍ର ଅନୁଯାୟୀ ଶରୀରର କଳାଜାଇ ସହିତ ଆମର ଭାଗ୍ୟ ଓ ବ୍ୟକ୍ତିତ୍ୱର ଗଭୀର ସମ୍ପର୍କ ରହିଛି । କଳାଜାଇର ସ୍ଥାନ ଅନୁଯାୟୀ ବ୍ୟକ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯଦି କଳାଜାଇ ନାକରେ ଥାଏ, ତେବେ ବ୍ୟକ୍ତି ଜଣକ ଖୁବ୍ କଳିକଜିଆ ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ଯଦି ଆପଣଙ୍କ କପାଳର ଦୁଇ ଭ୍ରୁଲତା ମଧ୍ୟରେ କଳାଜାଇ ରହିଛି, ତାହେଲେ ଆପଣ ଖୁବ୍ ସୌଭାଗ୍ୟଶାଳୀ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦୁଇ ଭ୍ରୁଲତା ମଧ୍ୟରେ କଳାଜାଇ ଥିଲେ, ତାହା ଅତ୍ୟନ୍ତ ଶୁଭ ।
ସେଭଳି ବ୍ୟକ୍ତି ଜୀବନରେ କେବେ ମଧ୍ୟ ବିଫଳ ହୁଅନ୍ତି ନାହିଁ । ସେ ଯେଉଁଥିରେ ହାତ ଦିଅନ୍ତି, ସେହି କାମ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥାଏ । ତାଙ୍କ ପାଖରେ କେବେ ମଧ୍ୟ ଧନର ଅଭାବ ଦେଖାଯାଏ ନାହିଁ । ଅନ୍ୟମାନେ ତାଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି । ପୁରୁଷ ହୁଅନ୍ତୁ ବା ନାରୀ, ଭ୍ରୁଲତା ମଧ୍ୟରେ କଳାଜାଇ ଥିଲେ ସେମାନେ ଐଶ୍ଚର୍ଯ୍ୟ, ମାନସମ୍ମାନ ଓ ସଫଳତାରେ ପରିପୂର୍ଣ୍ଣ ଥା’ନ୍ତି ।