ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ୨୨ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ
ଭୁବନେଶ୍ଵର, (ଓଟି): ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଉ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଛି। ପୂର୍ବରୁ ୧୦୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଅର୍ଥାତ୍ ଆଉ ୨୫ଟି ଆସନ ପାଇଁ କିଏ ହେବେ ପ୍ରାର୍ଥୀ ସେ ନେଇ ବିଚାର ବିମର୍ଶ ଚାଲିଛି।
ଆସନ୍ତୁ ନଜର ପକାଇବା ଘୋଷଣା କରାଯାଇଥିବା ୨୨ଜଣ ପ୍ରାର୍ଥୀଙ୍କ ନାଁ ଉପରେ।
| ଭଟଲୀ | ସାଧାରଣ | ଇରାଶୀଷ ଆଚାର୍ଯ୍ୟ |
| ଦେବଗଡ଼ | ସାଧାରଣ | ସୁବାସ ପାଣିଗ୍ରାହୀ |
| ବୀରମହାରାଜପୁର | ଦଳିତ | ରଘୁନାଥ ଜଗଲ |
| ସୋନପୁର | ସାଧାରଣ | ଅଶୋକ ପୂଜାରୀ |
| ବଲାଙ୍ଗୀର | ସାଧାରଣ | ଅନନ୍ତ ଦାସ |
| ନୂଆପଡ଼ା | ସାଧାରଣ | ହୋମସିଂହ ମାଝି |
| ଝରିଗ୍ରାମ | ଆଦିବାସୀ | ପର୍ଶୁରାମ ମାଝି |
| ଡାବୁଗାଁ | ଆଦିବାସୀ | ପଦ୍ମନ ନାୟକ |
| ଭବାନୀପାଟଣା | ଦଳିତ | ପ୍ରଦୀପ ନାୟକ |
| ଦଶପଲ୍ଲା | ଦଳିତ | ପୂଣ୍ଣଚନ୍ଦ୍ର ନାୟକ |
| କବିସୂର୍ଯ୍ୟନଗର | ସାଧାରଣ | ରଞ୍ଜନ ପଲାଇ |
| ଛତ୍ରପୁର | ଦଳିତ | ପ୍ରଶାନ୍ତ କର |
| ଆସ୍କା | ସାଧାରଣ | ଦେବରାଜ ମହାନ୍ତି |
| ସୋରଡ଼ା | ସାଧାରଣ | ନୀଳମଣି ବିଶୋଇ |
| ବ୍ରହ୍ମପୁର | ସାଧାରଣ | କାହ୍ନୁ ପତି |
| ଦିଗପହଣ୍ଡି | ସାଧାରଣ | ପିଙ୍କି ପ୍ରଧାନ |
| ମୋହହନା | ଆଦିବାସୀ | ପ୍ରଶାନ୍ତ ମଲ୍ଲିକ |
| ଗୁଣୁପୁର | ଆଦିବାସୀ | ଶିଶିର ଗମାଙ୍ଗ |
| ରାୟଗଡ଼ା | ଆଦିବାସୀ | ବସନ୍ତ ଉଲାକା |
| ଜୟପୁର | ସାଧାରଣ | ଗୌତମ ସାମନ୍ତରାୟ |
| କୋରାପୁଟ | ଦଳିତ | ତ୍ରିପୁରା ଗରଡ଼ା |
| ଚିତ୍ରକୋଣ୍ଡା | ଆଦିବାସୀ | ପଦୁ ମାଝି |
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ
୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି











