ଦାମଙ୍କ ପୁଅ ହେବେ ପାରାଦୀପରୁ ପ୍ରାର୍ଥୀ, ଆଉ ୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ୧୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।ଏଥିରେ ବିବାଦୀୟ ନେତା ଡା. ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ନାଁ ସାମିଲ୍‌ ରହିଛି। ସେ ବାପାଙ୍କ ପୂର୍ବ ଆସନରୁ ପ୍ରାର୍ଥୀ ହେବେ। ଅର୍ଥାତ୍‌ ପାରାଦୀପରୁ ବିଜେଡି ପାଇଁ ଲଢ଼ିବେ।

ନଜର ପକାଇ ନିଅନ୍ତୁ ଅନ୍ୟ ୧୭ ପ୍ରାର୍ଥୀଙ୍କ ତାଲିକା ଉପରେ।

ବିଜେଡି ପ୍ରାର୍ଥୀ  
କିଏ କେଉଁଠୁ
ପୁରୀ ମହେଶ୍ଵର ମହାନ୍ତି
ଜଟଣୀ ବିଭୁତି ବଳବନ୍ତରାୟ
ବାରବାଟି କଟକ ଦେବାଶୀଷ ସାମନ୍ତରାୟ
କଟକ ସଦର ଚନ୍ଦ୍ରସାରଥୀ ବେହେରା
ରେଙ୍ଗାଲି ରୀନା ତନ୍ତୀ
ଯଶୀପୁର ଗୋଲକ ବିହାରୀ ନାୟକ
ବାଙ୍ଗିରିପୋଷୀ ସୁଦାମ ମାରାଣ୍ଡି
ସାରସକଣା ଅମର ସିଂହ ଟୁଡୁ
ଉଦଳା ଶ୍ରୀନାଥ ସୋରେନ
ବାଲେଶ୍ଵର ଜୀବନପ୍ରଦୀପ ଦାଶ
ଜଳେଶ୍ଵର ଅଶ୍ଵିନୀ କୁମାର ପାତ୍ର
ବଡ଼ସାହି ବୃନ୍ଦାବନ ଦାସ
ଭଦ୍ରକ ସଞ୍ଜୀବ ମଲ୍ଲିକ
ସୋରୋ ପର୍ଶୁରାମ ଧଡ଼ା
ବଡ଼ଚଣା ଅମର ପ୍ରସାଦ ସତପଥି
ରାଜନଗର ଧ୍ରୁବ ସାହୁ
ପାରାଦୀପ ସମ୍ବିତ ରାଉତରାୟ
ତିର୍ତ୍ତୋଳ ବିଷ୍ଣୁ ଦାସ

ବର୍ତମାନ ଯାଏ ଘୋଷଣା କରାଯାଇଥିବା ୧୧୯ ଜଣ ବିଧାୟକ ପ୍ରାର୍ଥୀ ତାଲିକା ପାଇଁ ଏଇଠି କ୍ଲିକ୍‌ କରନ୍ତୁ

http://odishatime.com/wp-content/uploads/2019/03/BJD-LIST-CANDIDATES.pdf

ତିନି ପ୍ରମୁଖ ଦଳର କିଏ କେଉଁଠୁ ପ୍ରାର୍ଥୀ ହେଲେ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ

http://odishatime.com/wp-content/uploads/2019/03/CANDIDATEs-LIST-as-on-29-03-2019-6pm.pdf

ସୁବାସଙ୍କ ସମର୍ଥକ ୯ ଜିଲ୍ଳା ପରିଷଦ ସଦସ୍ୟ ବିଜେପି ଛାଡ଼ିଲେ

ନିର୍ବାଚନ ଲଢ଼ିବାକୁ ହାର୍ଦ୍ଦିକଙ୍କୁ କୋର୍ଟଙ୍କ ବାରଣ

Leave a Reply

Your email address will not be published. Required fields are marked *