୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ଵର,(ଓଟି): ଏକ ବଡ଼ ନିଷ୍ପତ୍ତି କ୍ରମେ ବିଜେଡି ସଭାପତି ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ।
| କେଉଁଠୁ | କିଏ ( ବିଧାନସଭା ମଣ୍ଡଳୀ) |
| ବ୍ରହ୍ମଗିରି | ସଞ୍ଜୟ ଦାସବର୍ମା |
| ଏକାମ୍ର ଭୁବନେଶ୍ଵର | ଅଶୋକ ଚନ୍ଦ୍ର ପଣ୍ଡା |
| ବାଙ୍କି | ଦେବୀରଞ୍ଜନ ତ୍ରିପାଠୀ |
| ପାଟକୁରା | ବେଦପ୍ରକାଶ ଅଗ୍ରୱାଲା |
| ଆଳି | ପ୍ରତାପ କେଶରୀ ଦେବ |
| ଭଣ୍ଡାରୀପୋଖରୀ | ପ୍ରଫୁଲ୍ଲ ସାମଲ |
| ବିଞ୍ଝାରପୁର | ପ୍ରମିଳା ମଲ୍ଲିକ |
| ସିମୁଳିଆ | ଜ୍ୟୋତିପ୍ରକାଶ ପାଣିଗ୍ରାହୀ |
| ସୁକିନ୍ଦା | ପ୍ରୀତିରଞ୍ଜନ ଘଡ଼େଇ |
| ଧର୍ମଶାଳା | ପ୍ରଣବ ବଳବନ୍ତରାୟ |
| ଚାନ୍ଦବାଲି | ବ୍ୟୋମକେଶ ରାୟ |
| ମାହାଙ୍ଗା | ପ୍ରତାକ କୁମାର ଜେନା |
| ରେମୁଣା | ସୁଧାଂଶୁ ଶେଖର ପରିଡ଼ା |
| ବାସୁଦେବପୁର | ବିଷ୍ଣୁଦତ୍ତ ରାଉତରାୟ |
| ସାଲେପୁର | ପ୍ରଶାନ୍ତ ବେହେରା |
| ନୟାଗଡ଼ | ଅରୁଣ କୁମାର ସାହୁ |
| କୁଚିଣ୍ଡା | କିଶୋର ନାୟକ |
| ଘଷିପୁରା | ବଦ୍ରିନାରାୟଣ ପାତ୍ର |
| ମହାକାଳପଡ଼ା | ଅତନୁସବ୍ୟସାଚୀ ନାୟକ |
| କେନ୍ଦୁଝର | ମାଧବ ସର୍ଦାର |
| ସତ୍ୟବାଦୀ | ଉମାକାନ୍ତ ସାମନ୍ତରାୟ |
| ରଣପୁର | ସତ୍ୟନାରାୟଣ ପ୍ରଧାନ |
| ବଡ଼ମ୍ବା | ଦେବୀ ପ୍ରସାଦ ମିଶ୍ର |
| ଆଠଗଡ଼ | ରଣେନ୍ଦ୍ର ପ୍ରତାପ ସ୍ଵାଇଁ |
| ଚୌଦ୍ଵାର କଟକ | ସୗଭିକ ବିଶ୍ଵାଳ |
| ଢେଙ୍କାନାଳ | ସୁଧୀର କୁମାର ସାମଲ |
| ହିନ୍ଦୋଳ | ସୀମାରାଣୀ ନାୟକ |
| କାମାକ୍ଷାନଗର | ପ୍ରଫୁଲ୍ଲ କୁମାର ମଲ୍ଲିକ |
| ପର୍ଜଙ୍ଗ | ଡ. ନୃସିଂହ ଚରଣ ସାହୁ |
| ତାଳଚେର | ବ୍ରଜକିଶୋର ପ୍ରଧାନ |
| ଅନୁଗୁଳ | ରଜନୀକାନ୍ତ ସିଂହ |
| ଛେଣ୍ଡିପଦା | ସୁଶାନ୍ତ କୁମାର ବେହେରା |
| ତେଲକୋଇ | ପ୍ରେମାନନ୍ଦ ନାୟକ |
| ପାଟଣା | ଜଗନ୍ନାଥ ନାୟକ |
| କରଞ୍ଜିଆ | ବାସନ୍ତୀ ହେମ୍ବ୍ରମ୍ |
| ଭୋଗରାଇ | ଅନନ୍ତ ଦାସ |











