ଭୂମିଙ୍କ ବୋଲ୍ଡ ଅବତାର

‘ଜୋର୍ ଲଗାକେ ହେଇସା’ରେ ଜଣେ ମୋଟି, ଗାଉଁଲିଆ ଓ ଘରୋଇ ମହିଳା ଭାବେ ଦର୍ଶକଙ୍କ ସାମନାକୁ ଆସିଥିବା ଭୂମି ପେଡ୍‌ନେକରଙ୍କ ବୋଲ୍ଡ ଅନ୍ଦାଜ୍ ଏବେ ଯୁବପିଢ଼ିକୁ ଘାଏଲା କରିଛି । ଆଜିକାଲି ଭୂମି ବିଚ୍ ଭେକେସନର ମଜା ନେଉଛନ୍ତି । ଏହାର କିଛି ଫଟୋକୁ ସେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିଥିଲେ । ଏବେ ସେହି ଫଟୋଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଫଟୋଗୁଡ଼ିକରେ ଭୂମିଙ୍କର ବୋଲ୍ଡ ଅନ୍ଦାଜ୍ର ଝଲକ୍ ଦେଖିବାକୁ ମିଳିଛି । ଦେଶୀ ଓ ବିଦେଶୀ ପୋଷାକରେ ଭୂମି ଏକ ପରଫେକ୍ଟ ଫ୍ୟାଶନେବୁଲ୍ ଲୁକ୍ ସହିତ ନଜର ଆସିଛନ୍ତି। ‘ଜୋର୍ ଲଗାକେ ହେଇସା’, ‘ଶୁଭ ମଙ୍ଗଲ ସାବଧାନ’ ଓ ‘ଟଏଲେଟ୍ ଏକ ପ୍ରେମ୍ କଥା’ ମାଧ୍ୟମରେ ଭୂମି ନିଜ ଦକ୍ଷ ଅଭିନୟର ପରିଚୟ ଦେଇଛନ୍ତି । ଲାଇମ୍ ଲାଇଟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ସହିତ ସୋସିଆଲ୍ ମିଡିଆରେ ଭୂମିଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଦୀପିକା ନୁହେଁ, ରଣବୀର୍ ବଦଳାଇବେ କି ସର୍ନେମ୍? 

ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ନୂଆ ଗୀତରେ ୟୁଜର କହିଲେ ଗୀତ ଗାଇବା ଛାଡିଦିଅ…

ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ନୂଆ ଗୀତରେ ୟୁଜର କହିଲେ ଗୀତ ଗାଇବା ଛାଡିଦିଅ ପଢନ୍ତୁ…

Leave a Reply

Your email address will not be published.