ସୁସ୍ମିତାଙ୍କ ପ୍ରିୟ ବ୍ୟାୟାମ, ଜାଣନ୍ତୁ କ’ଣ?

ମିସ୍ ୟୁନିଭର୍ସ ସୁସ୍ମିତା ନିଜ ଫିଟ୍‌ନେସ୍‌କୁ ନେଇ ଖୁବ୍ ସଚେତନ । ଏଥିପାଇଁ ଜିମରେ ୱାର୍କଆଉଟ୍ ସହିତ ସନ୍ତୁଳିତ ଆହାରକୁ ସେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଜିମ୍ରେ ୱାର୍କଆଉଟ୍ କରୁଥିବାର ଅନେକ ଫଟୋକୁ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି … Read More

ଅନିଦ୍ରା ଦୂର କରିବା ପାଇଁ କିଛି ଟିପ୍ସ

ଆଜିକାଲି ଅନିଦ୍ରା ସମସ୍ୟା ସମସ୍ତଙ୍କଠାରେ ଏକ ସାଧାରଣ ରୋଗ ଭାବେ ଦେଖାଦେଇଛି । ବିଭିନ୍ନ ମାନସିକ ଚାପରୁ ସୃଷ୍ଟି ହୋଇଥାଏ ନିଦ ନହେବା ଭଳି ଗମ୍ଭୀର ସମସ୍ୟା । ଏହି ଅନିଦ୍ରା ଆଉ କିଛି ରୋଗକୁ ଡାକିଆଣେ । ତେବେ ଆସନ୍ତୁ … Read More

ନ୍ୟାଚୁରାଲ୍ କ୍ଲିଞ୍ଜର୍ ଖିର ଓ ମହୁ

ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି । କିନ୍ତୁ ଏଥିରେ ବାଧକ ସାଜିଥାଏ ବ୍ରଣ, ଡାର୍କ ସର୍କଲ୍, ଆଖିତଳର କଳା ଦାଗ ଓ ଅଏଲି ତ୍ୱଚା । ଏଥିରୁ ମୁକ୍ତି ପାଇବା ପାଇଁ ନ୍ୟାଚୁରାଲ୍ କ୍ଲିଞ୍ଜର୍ ଭାବେ ଖିର ଓ … Read More

ଆରପାରିରେ ‘ମାଲ୍‌ଗୁଡ଼ି ଡେଜ୍’ର ଅଭିନେତା ଲୋକନାଥ

ପ୍ରଖ୍ୟାତ ଟେଲି ଧାରାବାହିକ ‘ମାଲ୍‌ଗୁଡ଼ି ଡେଜ୍’ ଓ କନ୍ନଡ୍ ଫିଲ୍ମର ଲୋକପ୍ରିୟ ଅଭିନେତା ସି.ଏଚ୍. ଲୋକନାଥ ସବୁଦିନ ପାଇଁ ଅଭିନୟ ଜଗତରୁ ବିଦାୟ ନେଇଛନ୍ତି । ୯୧ ବର୍ଷୀୟ ଲୋକନାଥ କାର୍ଡିଆଟିକ୍ ଆରେଷ୍ଟ୍ରେ ମୃତ୍ୟୁବରଣ କରିଥିଲେ ବୋଲି ତାଙ୍କର ପୁଅ ଅଶ୍ୱିନ୍ … Read More

୧୩ ବର୍ଷରୁ ରିଲେସନ୍‌ରେ ଥିଲେ ଦୀପିକା

ବଡ଼ ପରଦାର ‘ସିମ୍ବା’ ରଣବୀର୍ ସିଂଙ୍କ ସହିତ ହାତକୁ ଦି ହାତ ହୋଇଥିବା ଦୀପିକା ନିକଟରେ ଗଣମାଧ୍ୟମର ଏକ ସାକ୍ଷାତକାରରେ ବ୍ୟକ୍ତିଗତ ଜୀବନର କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଥିଲେ । ଦୀପିକାଙ୍କ କହିବା ଅନୁଯାୟୀ ସେ ୧୩ ବର୍ଷ ବୟସରୁ … Read More

ଆଲିଆଙ୍କ ନାଇଟ୍ ସୁଟ୍ ୨ ଲକ୍ଷ

କିଛିଦିନ ତଳେ ଚୁଲ୍ବୁଲି ନାୟିକା ଆଲିଆ ୧ ଲକ୍ଷ ଟଙ୍କାର ଏକ କ୍ଲଚ୍ ଧରିଥିବାର ଚର୍ଚ୍ଚା ସିନେ ମହଲର ବିଶେଷ ଆକର୍ଷଣ ଥିଲା । ଏବେ ଆଲିଆଙ୍କ ନାଇଟ୍ ସୁଟ୍‌ର ଦାମ୍ ସିନେପ୍ରେମୀଙ୍କ ନିଦ ହଜାଇ ଦେଇଛି । ଆପଣ ଜାଣି … Read More

ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓଟି) : ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଥିବା ତିନି ଜଣ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତକରାଯାଇଛି । ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ … Read More

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ

ଭୁବନେଶ୍ଵର, (ଓଟି): ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ପ୍ରସ୍ତୁ କରିବାକୁ ପଡ଼ିବ । ଗତ ଶତାବ୍ଦୀରେ ଯେତିକି ପରିବର୍ତନ ହୋଇଥିଲା, ଚଳିତ ଶତାବ୍ଦୀରେ ବୈଜ୍ଞାନିକ ପ୍ରଗତି ସହସ୍ର ଗୁଣ ହେବ । ଏହି ପରିବର୍ତନକୁ ଅଙ୍ଗୀଭୂତ କରିବାକୁ ରାଜ୍ୟପାଳ … Read More