ଜୟଦେବ ଭବନରେ ଦିଲ୍ଲୀପ ପାଳିବେ ଜନ୍ମଦିନ

ଭୁବନେଶ୍ୱର,(ଓଟି):ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଜେପିର ହାତ … Read More

ନୂଆ ବର୍ଷରୁ ବିଜେପି-ବିଜେଡ଼ି ଛକାପଞ୍ଝା

ଭୁବନେଶ୍ୱର,(ଓଟି):ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଛକାପଞ୍ଝା ରାଜନୀତି । ଜାନୁଆରୀ ପ୍ରଥମ ସପ୍ତାହରୁ ଏହା ଆରମ୍ଭ ହେଉଛି । ଆସନ୍ତା ୫ ତାରିଖରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ … Read More

ଏବେ ରେଳଫାଟକ ବନ୍ଦ ହେବ ଆପେଆପେ

ଭୁବନେଶ୍ଵର, (ଓଟି): ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ … Read More

ବିଜେପି ଚିନ୍ତା ବଢ଼ାଉଛି ଦଳିତ ଭୋଟ

ଭୁବନେଶ୍ୱର,(ଓଟି): ବିଗତ ଏକ ବର୍ଷ ହେଲା ଦେଶର ଦଳିତ ମତଦାତାମାନେ ବିଜେପିଠାରୁ ମୁହଁ ଫେରାଇବାରେ ଲାଗିଲେଣି। ନିକଟ ଭବିଷ୍ୟତରେ ଏହି ଦଳିତ ମତଦାତାମାନେ ନିଜର ଚିନ୍ତାଧାରା ପରିବର୍ତ୍ତନ କରିବାର ସମ୍ଭାବନା ନଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ … Read More

କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ … Read More

ନୂଆବର୍ଷରେ ପ୍ରଶଂସକଙ୍କ ପାଇଁ ତାରକାଙ୍କ ଶୁଭେଚ୍ଛା

ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ବଲିଉଡ ତାରକାମାନେ ମଧ୍ୟ ପଛରେ ନାହାନ୍ତି । ତାରକାମାନେ ସେମାନଙ୍କର ପ୍ରଶଂସକଙ୍କ ପାଇଁ ଅଭିନନ୍ଦନକୁ ବିଭିନ୍ନ ଢଙ୍ଗରେ ବ୍ୟକ୍ତ କରିଛନ୍ତି । ବିଗ ବି: ବଲିଉଡ ଶାହେନ୍ଶାହା ଅମିତାଭ ବଚ୍ଚନ … Read More

ଦୀପିକାଙ୍କ ଜୀବନର ବେଷ୍ଟ୍ ମୋମେଣ୍ଟ୍ସ

ନିକଟରେ ଅୟୋଜିତ ଏକ ସାକ୍ଷାତକାରରେ ଦୀପିକା ନିଜ ଜୀବନର କିଛି ଅଭୁଲା ଓ ସୁଖଦ ମୁହୂର୍ତ୍ତକୁ ଗଣମାଧ୍ୟମ ସହିତ ସେୟାର୍ କରିଛନ୍ତି । ଦୀପିକାଙ୍କ କହିବା ଅନୁଯାୟୀ ବିବାହର ଦିନଗୁଡ଼ିକ ତାଙ୍କ ପାଇଁ ସବୁଠାରୁ ଅଧିକ ଖୁସି ଆଣିଦେଇଥିଲା । କନ୍ୟାଦାନର … Read More

କାଦର୍ ଖାନ୍

ପୁରୁଣାବର୍ଷ ସହିତ ଅଭିନୟ ଜଗତର ଖ୍ୟାତନାମା ଅଭିନେତା କାଦର୍ ଖାନ୍ ଆମ ସମସ୍ତଙ୍କଠାରୁ ଚିର ବିଦାୟ ନେଇଛନ୍ତି । ୩୧ ତାରିଖ ରାତିରେ କାଦର୍ଙ୍କ ମୃତ୍ୟୁ ହୋଇଯାଇଛି । ୮୧ ବର୍ଷୀୟ କାଦରଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି । କାଦର୍ଙ୍କ … Read More

ନ୍ୟୁଇୟରରେ ୫ଟି କାମ କରିବେ ଅମୀର୍

ଆସିଗଲା ନୂଆବର୍ଷ । ଏହି ନୂଆ ବର୍ଷକୁ ସ୍ୱାଗତ କରିବା ସହିତ ନୂଆ କରି କିଛି କରିବାର ସଂକଳ୍ପ ଏକ ନୂଆ ଧାରା ସୃଷ୍ଟି କରିଛି । ଏହି ଧାରାରୁ ବଲିଉଡ୍ ତାରକା ମଧ୍ୟ ନିଜକୁ ମୁକ୍ତ କରିପାରିନାହାନ୍ତି । ସଲ୍ଲୁ … Read More

ପ୍ରତିଥର ଜାନୁୟାରୀ ୧ ବଲିଉଡ୍ ପାଇଁ ବିଶେଷ, କାହିଁକି ଜାଣନ୍ତୁ

ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବଲିଉଡ୍ ତାରକାଙ୍କ ସେଲିବ୍ରେସନ୍ ଟିକେ ନିଆରା । ନ୍ୟୁଇୟର୍ ପାର୍ଟିର ମସ୍ତି ସହିତ ପ୍ରତିବର୍ଷ ବଲିଉଡ୍ ପାଇଁ ଜାନୁୟାରୀ ୧ ତାରିଖ ହୋଇଥାଏ ବିଶେଷ ଆକର୍ଷଣୀୟ । କାହିଁକି ଜାଣନ୍ତି? ତେବେ କହିରଖୁଛୁ ଜାନୁୟାରୀ … Read More