କପାଳରେ ଅଛି କି କଳା ଜାଇ? ଜାଣନ୍ତୁ ଏହାର ପ୍ରଭାବ

ଜ୍ୟୋତିଶାସ୍ତ୍ର ଅନୁଯାୟୀ ଶରୀରର କଳାଜାଇ ସହିତ ଆମର ଭାଗ୍ୟ ଓ ବ୍ୟକ୍ତିତ୍ୱର ଗଭୀର ସମ୍ପର୍କ ରହିଛି । କଳାଜାଇର ସ୍ଥାନ ଅନୁଯାୟୀ ବ୍ୟକ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯଦି କଳାଜାଇ ନାକରେ ଥାଏ, ତେବେ ବ୍ୟକ୍ତି ଜଣକ ଖୁବ୍ କଳିକଜିଆ ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଏ ।

ବ୍ଲଡ୍ ସୁଗର୍ ନିୟନ୍ତ୍ରଣ ପାଇଁ ୫ଟି ଉପାୟ

ବୟସ ବଢିବା ସହିତ ରକ୍ତରେ ସର୍କରାର ମାତ୍ରା ବଢିଯାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ବ୍ୟକ୍ତି ଡାଇବେଟିଜ୍ର ଶିକାର ହୋଇଥାନ୍ତି । ଏହା ଅନେକ କ୍ଷେତ୍ରରେ ବଂଶାନୁକ୍ରମ ଅନୁଯାୟୀ ହୋଇଥାଏ । କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଡାଇବେଟିଜ୍ … Read More

ଆର୍ଥିକ ସମସ୍ୟା ଦୂର ପାଇଁ କେବଳ ଗୋଟିଏ ବାସ୍ତୁ ଟିପ୍ସ

ସମସ୍ତେ ଧନୀ ହେବା ପାଇଁ ଇଚ୍ଛା କରନ୍ତି । ଆଉ ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ପରିଶ୍ରମ କଲେ ମଧ୍ୟ ଆର୍ଥିକ ସମସ୍ୟା ଦୂର ହୋଇପାରେନାହିଁ । କେତେକ କ୍ଷେତ୍ରରେ … Read More

ଟୁଥ୍‌ପେଷ୍ଟ ଦ୍ୱାରା କରନ୍ତୁ ବ୍ରଣର ଉପଚାର

ବ୍ରଣ ଓ ବ୍ରଣର ଦାଗ ମୁହଁର ସୌନ୍ଦର୍ଯ୍ୟ ନଷ୍ଠ କରିଥାଏ । ଝିଅ ହୁଅନ୍ତୁ ବା ପୁଅ, ଏହାକୁ ଦୂର କରିବା ପାଇଁ ସମସ୍ତେ ଅନେକ କିଛି ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଟୁଥ୍‌ପେଷ୍ଟ ଦ୍ୱାରା ବ୍ରଣର ଉପଚାର ସମ୍ଭବ ।

ଆଗାମୀ ବାୟୋପିକ୍: ‘ପିଏମ୍ ନରେନ୍ଦ୍ର ମୋଦି’

ଚଳିତବର୍ଷ ବଡ଼ ପରଦାରେ ଅଧିକରୁ ଅଧିକ ବାୟୋପିକ୍ ଦେଖିବାକୁ ମିଳିବ ବୋଲି ପୂର୍ବ ସୂଚନା ମିଳିସାରିଛି । ଏହି ତାଲିକାରେ ଏବେ ଆଉ ଏକ ନାମ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ଦର୍ଶକ ପରଦା ଉପରେ ଦେଖିବାକୁ ପାଇବେ । ଏହି ବାୟୋପିକ ନାମ ରଖାଯାଇଛି ‘ପିଏମ୍ ନରେନ୍ଦ୍ର ମୋଦି’ । ଏହାର ମୁଖ୍ୟ ଭୂମିକା ପାଇଁ ଅଭିନେତା ବିବେକ୍ ଓବରୟଙ୍କୁ ସାଇନ୍ କରାଯାଇଛି ।

୨୦୧୯, ବଲିଉଡ୍ ପରଦାରେ ମହିୟସୀ ମହିଳାଙ୍କ ରାଜ୍

ଆସିଗଲା ୨୦୧୯ । ବଡ଼ ପରଦାର ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମନରେ ଅନେକ ଆଗ୍ରହ ଓ ଉଦ୍ଦିପନା । ପ୍ରଶଂସକ ସେମାନଙ୍କର ପ୍ରିୟ କଳାକାରଙ୍କୁ ପରଦାରେ ଦେଖିବା ପାଇଁ ଉତ୍ସାହିତ । ଚଳିତବର୍ଷ ପରଦା ଉପରେ ମହିୟସୀ ମହିଳାମାନେ ରାଜ୍ କରିବେ … Read More

ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ

ଭୁବନେଶ୍ଵର, (ଓଟି): ଅନେକ ଦିନ ହେଲା ବିବାଦ ଓ ଦୁଃଖଦପୂଣ୍ଣ ଖବର ଶୁଣାଉଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଏକ ଶୁଭ ଖବର ହସ୍ତଗତ ହୋଇଛି। ବିଶ୍ଵସ୍ତସୂତ୍ରର ସୂଚନା ଅନୁସାରେ ଏହି ପ୍ରକଳ୍ପର ଘଞ୍ଚ ଜଙ୍ଗଲରେ ରହୁଥିବା ମାଈ ବାଘଟି ଦୁଇଟି ଶାବକ … Read More

୮ ଓ ୯ ଓଡ଼ିଶା ବନ୍ଦ: ଶ୍ରମିକ ସଂଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ଵର, (ଓଟି): ବିଭିନ୍ନ ଶ୍ରମିକ ସଂଗଠନ ଦ୍ଵାରା ପ୍ରସ୍ତାବିତ ସର୍ବଭାରତୀୟ ସାଧାରଣ ହରତାଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏହାଦ୍ଵାରା ଆସନ୍ତା ୮ ଓ ୯ ତାରିଖରେ ସାରା ଓଡ଼ିଶାର ଜୀବନଯାତ୍ରା ବ୍ୟାହତ ହେବା … Read More

ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନସୂଚକ ଡିଲିଟ୍‌

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଇନ୍‌ ଲିଟରେଚର ଉପାଧି ପ୍ରଦାନ କରାଯାଇଛି। ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅଧ୍ୟକ୍ଷ ପ୍ରଫେସର ସନ୍ଦୀପ ସଞ୍ଚେତ, କୁଳପତି … Read More

ହାଇକୋର୍ଟ ବେଞ୍ଚ ତାତି: ୭ରୁ ୯ଯାଏ ଅର୍ଥନୀତିକ ଅବରୋଧ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ ଜାନୁୟାରୀ୭, ୮ ଏବଂ ୯ ତାରିଖରେ ବିଭିନ୍ନ ସ୍ଥାନରେ ଅର୍ଥନୀତିକ … Read More