ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଗଡ଼କରୀ!

ନାଗପୁରର ପୋଷ୍ଟରବୟ କୁହାଯାଉଥିବା ନୀତିନ ଗଡ଼କରୀଙ୍କ ଭାଗ୍ୟଚକ୍ର ଏବେ ଜୋର। ହୁଏତ ସେ ମୋଦିଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବି ନିଯୁକ୍ତ ହୋଇପାରନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ‘୧୬୦ କ୍ଲବ’ ନାମରେ ଏକ ଆଲୋଚନା ଚାଲୁଥିଲା। ଏହି … Read More

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଭୁବନେଶ୍ୱର,(ଓଟି): ଦୁଇ ଦୁଇଟି ମନ୍ତ୍ରୀ ପଦ ଖାଲିଥିବା ବେଳେ ଆଗକୁ ନିର୍ବାଚନ । ଏଥିସହିତ ରାଜ୍ୟ ସରକାରଙ୍କ ଏକାଧିକ ଫ୍ଲାଗସିପ ଯୋଜନାର କାର୍ଯ୍ୟକାରିତା ଚିନ୍ତା । କାଳିଆ ଠାରୁ ଆରମ୍ଭ କରି ବସୁଧା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ଓଡିଶା ଖାଦ୍ୟ ସୁରକ୍ଷା … Read More

୫୫ ବର୍ଷରେ ୬୫ଟି ବିପର୍ଯ୍ୟୟ

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି , ସ୍ୱାମୀନାଥନ୍ କମିଶନ ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବି କରି ବିଜେଡି ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି … Read More

ଦିଲ୍ଲୀରେ କେନ୍ଦ୍ରକୁ ବିଜେଡିର ଭର୍ତ୍ସନା

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ହୋଇଥିଲେ ବି ବାରମ୍ବାର ରାଜ୍ୟର ଦାବି ସତ୍ତ୍ବେ ଏହାକୁ ଅଣଦେଖା କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ସ୍ବାମିନାଥନ କମିଟି ସୁପିରିଶ ଆଧରରେ ସ୍ଥିର କରାଯିବା ସହ ନିର୍ବାଚନ … Read More

୯୫% ଲୋକ ଆରକ୍ଷଣରେ ସାମିଲ ହେବେ

ଉଚ୍ଚ ଜାତିର ଗରିବଙ୍କ ଲାଗି ଆଗତ ସଂରକ୍ଷଣ ବିଲ ଲୋକସଭାରେ ପାରିତ ଭୁବନେଶ୍ୱର,(ଓଟି): ଉଚ୍ଚ  ଜାତିର ଗରିବଙ୍କ ଲାଗି ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ମଙ୍ଗଳବାର ଲୋକସଭାରେ ପାସ ହୋଇଯାଇଛି। ସରକାର ସମ୍ବିଧାନରେ ୧୨୪ତମ ସଂଶୋଧନ … Read More

ପୁନଃ ନିଯୁକ୍ତି ପାଇଁ ଗଳାବାଟ ଖୋଜୁଛନ୍ତି ଅବସରପ୍ରାପ୍ତ ଅଧିକାରୀ

ଭୁବନେଶ୍ୱର,(ଓଟି) : ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆଉ ଠିକାରେ ନିଯୁକ୍ତି ଦେବେନାହିଁ ଓ ଏଭଳି ନିଯୁକ୍ତି ପାଇଥିବା ବୁଢା କର୍ମଚାରୀଙ୍କୁ ବିଦା କରିବାକୁ ସଚିବ ସ୍ତରୀୟ ବୈଠକରେ ନିଷ୍ପତ୍ତି ହେବାପରେ ଏବେ ବି କେତେକ ଅବସରପ୍ରାପ୍ତ କର୍ମଚାରୀ ପୁନଃ ନିଯୁକ୍ତିପାଇଁ … Read More

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନିଆ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର,(ଓଟି): କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, … Read More

ମୋଦିଙ୍କ କୋଟାକୁ ଗଡ଼କରୀଙ୍କ କଟାକ୍ଷ

‘ବିନା ଆରକ୍ଷଣରେ ଇନ୍ଦିରା ଗାନ୍ଧି ନିଜ କ୍ଷମତା ପ୍ରମାଣିତ କରିଥିଲେ’ ଭୁବନେଶ୍ୱର,(ଓଟି): ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହେବା ପାଇଁ ମୋଦି ସରକାର ଗରିବ ସବର୍ଣ୍ଣମାନଙ୍କ ପାଇଁ ଯେଉଁ ଆରକ୍ଷଣ ପ୍ରସ୍ତାବ କରିଛନ୍ତି ତାହାକୁ ୨୪ ଘଣ୍ଟା ନପୁରୁଣୁ ସରକାରଙ୍କ ବରିଷ୍ଠ … Read More

ଯୋଜନାର ଲମ୍ୱା ଧାଡ଼ି ପରେ ବି ମୋଦି ସରକାର ଉପରେ ମତଦାତା କାହିଁକି ଅସନ୍ତୁଷ୍ଟ?

ଭୁବନେଶ୍ୱର,(ଓଟି): ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ପରାଜୟ ପରେ ମୋଦି ସରକାର ଖୁବ‍୍‌ ଶୀଘ୍ର କୃଷିଋଣ ଛାଡ଼ ସହିତ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରର ଉନ୍ନତି ପାଇଁ କେତେକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଏହିସବୁ ରାଜ୍ୟରେ ଗ୍ରାମାଞ୍ଚଳ … Read More

କେଉଁ ଗ୍ରହ ପାଇଁ କେଉଁ ରତ୍ନ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜାତକରେ ଗ୍ରହମାନଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଶୁଭ ଓ ଅଶୁଭ ଫଳ ମିଳିଥାଏ। ଗ୍ରହମାନଙ୍କର ସ୍ଥିତି ନୀଚ ସ୍ଥାନରେ ରହିଥିଲେ ଅନେକ ସମସ୍ୟା ଓ ବାଧାବିଘ୍ନ ଓ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଗ୍ରହର ସ୍ଥିତି … Read More