ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ‘ବିଭ୍ରାନ୍ତିକର’ କହିଲା କ୍ରିୟାନୁଷ୍ଠାନ କମିଟି

ସମ୍ବୁଲପୁର, (ପ୍ରଫୁଲ୍ଲ କୁମାର ଦାଶ): ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ସଦ୍ୟ ଚିଠିକୁ ବିଭ୍ରାନ୍ତିକର ବୋଲି ବଣ୍ଣନା କରିଛନ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହି କ୍ରିୟାନୁଷ୍ଠାନ କମିଟି ଡାକରାରେ କଳାହାଣ୍ଡି ଓ … Read More

ବିଜେପିକୁ ମିଳୁନାହାନ୍ତି ସହଯୋଗୀ : ୪ବର୍ଷରେ ଛାଡ଼ିଛନ୍ତି ୧୬ ସହଯୋଗୀ

ଆଗାମୀ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ନେତୃତ୍ୱାଧିନ ଏନଡ଼ିଏ ସେତିକି ଦୁର୍ବଳ ହୋଇଚାଲିଛି। କାରଣ ୨୦୧୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ୧୬ଟି ସହଯୋଗୀ ଦଳ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିସାରିଛନ୍ତି। ଆହୁରୀ ୫ଟି ସହଯୋଗୀ ଦଳ … Read More

ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳିବ

କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳି ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ କ୍ୟାନ୍ସର ହେବ । ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ … Read More

ଚାକିରିରେ ବି ଫିକ୍ସିଂ କରୁଛନ୍ତି ସରକାର: କଂଗ୍ରେସ

ସରକାରୀ ଚାକିରିକୁ ନେଇ ଓଡିଶା ସରକାରଙ୍କର ପ୍ରୀୟା, ପ୍ରୀତି, ତୋଷଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସରାକାରୀ ଚାକିରିକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀମାନଙ୍କ ଭାଗ୍ୟ … Read More

କାଳିଆ ଯୋଜନା ବିଜେଡିର ପିସି ଯୋଜନାରେ ପରିଣତ ହୋଇଯାଇଛି : ବିଜେପି

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବିଜେଡିର ପିସି ଯୋଜନାରେ ପରିଣତ ହୋଇଯାଇଛି ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । କାଳିଆ ଯୋଜନା କୃଷକ ମାନଙ୍କ ପାଇଁ ସରକାର କହୁଥିବା ବେଳେ ଏହାକୁ ଦଳୀୟ ପାଣ୍ଠି ଭାବରେ ଖର୍ଚ୍ଚ କରିବା … Read More

ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି : ବିଜେପି

ମୁଖ୍ୟମନ୍ତ୍ରୀ ଆମ ଘରେ ଏଲଇଡି ଯୋଜନାର ଶୁଭାରମ୍ଭ କରିବା ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି । ଏ ସରକାର … Read More

କଂଗ୍ରେସର ଉଦାସୀନତାରୁ ବାଜି ଛଡ଼ାଇନେଲେ ମୋଦି

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ହାତରୁ ଏକ ବଡ଼ ସୁଯୋଗ ବିଜେପି ଛଡ଼ାଇ ନେଇଛି। ଆର୍ଥିକ ଅନଗ୍ରସର ବର୍ଗ ସକାଶେ ଆରକ୍ଷଣ ବ୍ୟବସ୍ଥାର ମୂଳ ସୂତ୍ରଧର ଥିଲା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର। କିନ୍ତୁ ସବୁ ପ୍ରକାରର ସଂଖ୍ୟା ଗରିଷ୍ଠତା … Read More

ଜିଓ ଟିଭିରେ ୧୬ ଓଡିଆ ଟିଭି ଚାନେଲ

ଭୁବନେଶ୍ୱର: ଜିଓଟିଭି ଏବେ ଉପଭୋକ୍ତାମାନଙ୍କ ହାତ ପାହାନ୍ତାରେ ନେଇଆସିଛି ଓଡିଆ ଟିଭି ଚାନେଲର ସର୍ବଶ୍ରେଷ୍ଠ ସମ୍ଭାର । ଜିଓ ଉପଭୋକ୍ତାମାନେ ଏବେ ବିନା ମୂଲ୍ୟରେ ଜିଓଟିଭି ଆପ୍ସରେ ଦେଖିପାରିବେ ୧୬ଟି ଓଡିଆ ଚାନେଲ, ଯାହାମଧ୍ୟରେ ରହିଛି ପ୍ରମୁଖ ନ୍ୟୁଜ, ମନୋରଂଜନ, ଚଳଚ୍ଚିତ୍ର, … Read More

ଶୀତଦିନେ ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇଁ ସରଳ ଟିପ୍ସ

ଶୀତଦିନରେ ଆଣ୍ଡୁଗଣ୍ଠି ଦରଜ ଅନ୍ୟ ଏକ ପ୍ରମୁଖ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ବ୍ୟକ୍ତି ପେନ୍କିଲର୍ ଖାଇଥାନ୍ତି କିମ୍ବା ବିିଭନ୍ନ ପ୍ରକାର ବାମ୍ ଓ ତୈଳ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ସାମୟିକ ଭାବେ ଦରଜ … Read More

ହ୍ରିତିକ୍‌ଙ୍କ ଜନ୍ମଦିନରେ ସୁଜେନ୍‌ଙ୍କ ପକ୍ଷରୁ ଇମୋସନାଲ୍ ମେସେଜ୍

୧୦ ଜାନୁୟାରୀରେ ବଲିଉଡ୍ର ମାଂଚୋମ୍ୟାନ୍ ହ୍ରିତିକ୍ ୪୫ ତମ ଜନ୍ମଦିନ ପାଳିଥିଲେ । ଏହି ଅବସରରେ ବଲିଉଡ୍ର ଅନେକ ତାରକା ଏବଂ ପ୍ରଶଂସକଙ୍କୁ ପକ୍ଷରୁ ଶୁଭକାମନା ଓ ଅଭିନନ୍ଦନର ସୁଅ ଛୁଟିଛି । ଏଭଳି ଖୁସିର ମାହୋଲରେ ହ୍ରିତିକଙ୍କ ପୂର୍ବ ପତ୍ନୀ … Read More