ଅଙ୍ଗନବାଡି କର୍ମୀଙ୍କ ଦରମା ବଢିଲା

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ଅଙ୍ଗନବାଡ଼ି କର୍ମୀ, ହେଲପ୍‌ର ଏବଂ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନୂଆବର୍ଷରେ ଉପହାର ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କାରୁ ୭ ହଜାର … Read More

ଦେଶ ଚାହୁଁଛି ‘ମଜଭୁତ’ ସରକାର ଏବଂ ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର: ମୋଦି

ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଦଳର ସଂଗଠକମାନଙ୍କ ମନୋବଳକୁ ଦୃଢ଼ୀଭୂତ କରିବା ପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିଜେପିର ୨ଦିନିଆ ରାଷ୍ଟ୍ରୀୟ ଅଧିବେଶନକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସବୁ ବିରୋଧୀ … Read More

କେନ୍ଦ୍ରୀୟ ନେତାଙ୍କ ଯୋଗୁଁ ରାଜ୍ୟରେ ଦୁର୍ବଳ ହେଉଛି ବିଜେପି

ଆଗାମୀ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟକୁ ବିଜେପିର ତୁଙ୍ଗ ନେତାମାନଙ୍କର ଗସ୍ତ କାର୍ଯ୍ୟକ୍ରମ ସେତିକି ବୃଦ୍ଧିପାଇବାରେ ଲାଗିଛି। ମାତ୍ର ୧୨ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାକୁ ୨ଥର ଆସି ସାରିଥିଲାବେଳେ ଆଗାମୀ ୧୫ତାରିଖରେ ପୁଣି ଆସୁଛନ୍ତି। ପ୍ରଧାନମନ୍ତ୍ରୀ … Read More

ବିଜେପି ମୁକ୍କାବିଲା ପାଇଁ କଂଗ୍ରେସ ସ୍ଥିତି ଦୁର୍ବଳ : ଆଣ୍ଟୋନୀ

ଶେଷରେ ହନୁ ମଲା ବେଳେ ସତ କହିବା ଭଳି କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ କଂଗ୍ରେସ ସଂଗଠନ ନେଇ ଅପ୍ରିୟ ସତ କଥା କହିଛନ୍ତି। କଂଗ୍ରେସର ସାଂଗଠନିକ ସ୍ଥିତି ଏବେ ଅତ୍ୟନ୍ତ ଦୁର୍ବଳ। ତେଣୁ ବିଜେପି ସହିତ ଏକାକୀ ଲଢ଼ି ଜୟଯୁକ୍ତ … Read More

ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବ

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବେ। ସେହିପରି ୨ଟି ଆସନ ଅନ୍ୟ ସହଯୋଗୀମାନଙ୍କ ପାଇଁ ବର୍ତ୍ତମାନ ଉନ୍ମୁକ୍ତ ରଖାଯାଇଛି। ସେହିପରି ଆମେଥି ଓ ରାଏବରେଲିରେ ଏସପି- … Read More

୨୦୧୯ରେ ବିଚାରଧାରାର ଲଢେଇ: ଶାହା

ବିଜେପିର ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜ ସରକାରଙ୍କ ଉପଲବ୍ଧି ସଭିଙ୍କ ସାମ୍ନାରେ ରଖିବା ସହିତ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଯେ  ୨୦୧୯ର ନିର୍ବାଚନ ଏକ … Read More

ମହିଳା ଇନ୍ସପେକ୍ଟରଙ୍କ ମାୟାରେ ନିଶୁଆ ପୁଲିସ‍୍‌ ବାୟା

ରାଜଧାନୀରେ ଏବେ ଜଣେ ବଡ ପୁଲିସ‍୍‌ ବାବୁଙ୍କର ପ୍ରେମକାହାଣୀ ଚର୍ଚ୍ଚାରେ। କ୍ରାଇମବ୍ରାଞ୍ଚର ନିଶୁଆ ପୁଲିସ‍୍‌ ବାବୁ ନିଜ ଦପ୍ତରରେ ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଏହି ପ୍ରେମ ଏବେ ପୂରା ଦମ‍୍‌ରେ ଚାଲିଛି। ବାବୁଙ୍କୁ ପ୍ରେମ ନିଶା ଏଭଳି ଘାରିଛି … Read More

ଦୁବାଇରୁ ଫେରିଲା ଦୁଃଶାସନଙ୍କ ମରଶରୀର: ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, (ଓଟି): ଦୁବାଇରେ ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ଓଡ଼ିଆ ପୁଅ ଦୁଃଶାସନଙ୍କ ପାତ୍ରଙ୍କ ମରଶରୀର ଶନିବାର ତାଙ୍କ ଗାଁକୁ ଫେରିଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଫଳରେ ତାଙ୍କ ମରଶରୀର ମର୍ଯ୍ୟାଦା ସହକାରେ ଫେରିବା ସହଜ … Read More

‘ମୁଡ୍‌ ଇଣ୍ଡିଗୋ’ ଓଡ଼ିଆ ଝିଅ ଲଳିତାଙ୍କ କୃତିତ୍ଵ

ଓଡ଼ିଆ ଝିଅ ଲଳିତା ପଟେଲ୍‌। ଘର ଭୁବନେଶ୍ଵର; ଏବେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଡ. ଜାକୀର ହୁସେନ୍‌ କଲେଜରେ ପାଠ ପଢ଼ୁଛନ୍ତି। ହେଲେ ସାରା ଭାରତର ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। ଏଥିପାଇଁ … Read More