ବିଜୁଳି ଓ ବଜ୍ରପାତରୁ ରକ୍ଷା ପାଇବେ କେମିତି: ୧୭ରୁ ସୋଆ ବିଶ୍ଵବିଦ୍ୟାଳୟରେ ବିଶ୍ଵସ୍ତରୀୟ ଆଲୋଚନା

ଭୁବନେଶ୍ଵର, (ଓଟି): ପ୍ରାକୃତିକ ଦୁର୍ବିପାକ ଓଡ଼ିଶା ପାଇଁ ନୂଆ ନୁହେଁ। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା ଆଉ କେତେବେଳେ ମରୁଡ଼ି ଓଡ଼ିଶାର ସାମାଜିକ ଓ ଅର୍ଥନୀତିକ ଜୀବନକୁ ପ୍ରଭାବିତ କରିଛି। କିନ୍ତୁ ଏହିସବୁ ଦୁର୍ବିପାକଠୁ ସବୁଠାରୁ ହାନିକାରକ ହେଉଛି ବଜ୍ରପାତ। … Read More

ଓଡ଼ିଶା ଆଣିବ ‘ଦୁର୍ବିପାକ’ ଆପ୍‌

ଭୁବନେଶ୍ଵର, (ଓଟି): ସାଧାରଣ ଲୋକଙ୍କୁ ବଜ୍ରପାତ ସମ୍ପର୍କରେ ସତର୍କ କରାଇବା ତଥା ସୂଚନା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ‘ଦାମିନି’ ଆପ୍‌ ଲଞ୍ଚ୍‌ ପରେ ଓଡ଼ିଶା ସରକାର ଏକ ସ୍ଵତନ୍ତ୍ର ମୋବାଇଲ୍‌ ଆପ୍‌ ଲଞ୍ଚ କରିବା ସୂଚନା ଦେଇଛନ୍ତି। ଏହି … Read More

କଂଗ୍ରେସରୁ ନବ ଦାସଙ୍କ ଇସ୍ତଫା: ବିଜେଡିରେ ଯୋଗ ଦେବେ

ଭୁବନେଶ୍ଵର, (ଓଟି): ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଜ ପଦବୀ ତଥା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଲୋକଙ୍କ ଇଚ୍ଛାକୁ ସାକାର କରିବାକୁ ଯାଇ ସେ ଇସ୍ତଫା ଦେଇଛନ୍ତି ବୋଲି ଦଳର ସଭାପତି ରାହୁଲ୍‌ ଗାନ୍ଧିଙ୍କୁ … Read More

ଜାହ୍ନବୀଙ୍କ ନାଁରେ ଟାଟୁ

ଫିଲ୍ମ ‘ଧଡ଼କ୍’ରୁ ଅଭିନୟ ଇନିଙ୍ଗ୍ସ ଆରମ୍ଭ କରିଥିବା ଜାହ୍ନବୀ ଖୁବ୍ କମ୍ ଦିନ ମଧ୍ୟରେ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ଦକ୍ଷ ଅଭିନୟ ସହିତ ଚୁଲ୍ବୁଲି ଅନ୍ଦାଜ୍ ଓ ଆକର୍ଷଣୀୟ ଚେହେରା ପାଇଁ ଦିନକୁ ଦିନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା … Read More

ସାରାଙ୍କ ବିୟୁଟି ସିକ୍ରେଟ୍

‘କେଦାରନାଥ’ରୁ ବଲିଉଡ୍ ଡେବ୍ୟୁ କରିଥିବା ସାରା ଅଲ୍ଲୀ ଖାନଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଚମକୁଥିବା ଚେହେରା ଏବେ ଯୁବ ପ୍ରଶଂସକଙ୍କୁ କିମିଆ କରି ରଖିଛି । ତେବେ ସାରାଙ୍କ ଭଳି ଯଦି ଆପଣଙ୍କ ମଧ୍ୟ ଚମକଦାର୍ ତ୍ୱଚା ପାଇବାକୁ ଚାହାନ୍ତି, ତାହେଲେ … Read More

‘ବେଟି କି ତମନ୍ନା’ କାର୍ଯ୍ୟକ୍ରମରେ ରେଖା ନେଲେ କାହାର ନାମ, ଜାଣନ୍ତୁ

ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଖାଙ୍କୁ ‘ବେଟି ଟି ତମନ୍ନା’ ସମ୍ପର୍କିତ କିଛି ପ୍ରଶ୍ନ ପଚାରା ଯାଇଥିଲା । ଏହାର ଉତ୍ତରରେ ରେଖା ଯେଉଁ କଥା କହିଥିଲେ, ତାହା ସିନେପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ଖବର ଅନୁଯାୟୀ ରେଖା କହିଥିଲେ … Read More

ହିଟ୍ କପିଲ୍, ଫ୍ଲପ୍ ସୁନିଲ୍

ଭାଗ୍ୟ ଓ ସମୟ କିଭଳି ଭାବେ ଲୁଚକାଳି ଖେଳେ, ତାହା ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି ହାସ୍ୟାଭିନେତା କପିଲ୍ ଓ ସୁନିଲ୍‌ଙ୍କ କ୍ଷେତ୍ରରେ । ଛୋଟ ପରଦାର ଦୁଇ ହାସ୍ୟାଭିନେତା କପିଲ୍ ଶର୍ମା ଓ ସୁନିଲ୍ ଗ୍ରୋଭର୍ଙ୍କ ପାଇଁ ଏକଦା ଦର୍ଶକ … Read More

ଚଳିତବର୍ଷର ପ୍ରଥମ ସୁପର୍‌ହିଟ୍‌ ଫିଲ୍ମ ‘ଉରି’

ଚଳିତବର୍ଷର ଆରମ୍ଭରୁ ମୁକ୍ତିଲାଭ କରିଛି ଦୁଇଟି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଓ ‘ଉରି’ । ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଏହି ଦୁଇଟି ଫିଲ୍ମ ମଧ୍ୟରେ ଚାଲିଛି ଗୋଡ଼ାଗୋଡ଼ି । କେତେବେଳେ କିଏ ଆଗକୁ ଯାଉଛି … Read More

ଶାମ୍ବ ଦଶମୀ ବିଶେଷ : ‘ମଣିଷ ଗୋଟିଏକୁ ପିଠା ଗୋଟିଏ’

ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଦେବଙ୍କର ଆଉ ଏକ ବିଶେଷ ପୂଜା ଭାବେ ଆସିଛି ଶାମ୍ବ ଦଶମୀ । ପୌଷମାସର ଶୁକ୍ଲପକ୍ଷ ଦଶମୀ ତିଥିରେ ‘ଶାମ୍ବ ଦଶମୀ’ ପାଳନ କରାଯାଏ । ମୁଖ୍ୟତଃ ଏହି ପୂଜା ଦ୍ୱାରା ସମସ୍ତ ପ୍ରକାର ଦୂରାରୋଗ୍ୟର ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରବିଦିତ । ଅନ୍ୟପକ୍ଷରେ ସନ୍ତାମାନଙ୍କ ମାନସିକ ପୂଜା ଭାବେ ମା’ମାନେ ଏହି ବ୍ରତ କରିଥାନ୍ତି । ଏହି ପୂଜାର ବିଶେଷ ଦିଗ ହେଉଛି, ପ୍ରତ୍ୟେକ ସନ୍ତାନ ପାଇଁ ଭିନ୍ନ ଭିନ୍ନ ପିଠା କିମ୍ବା କୌଣସି ଫଳ ମାନସିକ କରାଯାଇ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଶାମ୍ବ ଦଶମୀ ପର୍ବର ଗାଉଁଲିଆ କଥନ ହେଉଛି – ‘ମଣିଷ ଗୋଟିଏକୁ ପିଠା ଗୋଟିଏ’ ।

ପୁଣି ସାତକୋଶିଆରେ ବାଘ ଚିନ୍ତା: ଚନ୍ଦକାରୁ ଗଲା ଯଶୋଦା

ଭୁବନେଶ୍ଵର, (ଓଟି): କିଛିଦିନ ତଳେ ’ସୁନ୍ଦରୀ’ ଓ ‘ମହାବୀର’ ପାଇଁ ଚର୍ଚାରେ ରହିଥିବା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପୁଣିଥରେ ଚଳଚଞ୍ଚଳ ହେବାକୁ ଯାଉଛି। ବ୍ୟାଘ୍ର ସଂଖ୍ୟା ବଢ଼ିବା ସୂଚନା ମିଳିବାରୁ ସେମାନଙ୍କ ସୁରକ୍ଷା ତଥା ପ୍ରସ୍ତାବିତ ଆନ୍ତଃ ରାଜ୍ୟ ବ୍ୟାଘ୍ର … Read More