ମୁକ୍ତ ଓ ଅବାଧ ନିର୍ବାଚନ ପୁଲିସ ଲାଗି ବଡ ଚ୍ୟାଲେଞ୍ଜ

ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ସହ ପୁଲିସର କାର୍ଯ୍ୟକୁ ଲୋକାଭିମୁଖି କରାଯିବ। ମାଓଦମନ ନେଇ ସ୍ବତନ୍ତ୍ର ରଣନୀତି ସହ ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ ହେବ। ବିଶେଷ କରି ପୁଲିସ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସହ କାର୍ଯ୍ୟକ୍ଷେତ୍ରରେ ପ୍ରତିଯୋଗୀତା … Read More

୨୨ସୁଦ୍ଧା କାଳିଆ ତାଲିକା

କାଳିଆ ଯୋଜନାରେ ପଡିଥିବା ସମସ୍ତ ସବୁଜ ଓ ନାଲି ଫର୍ମକୁ ଚଳିତମାସ ୨୨ ତାରିଖ ସୁଦ୍ଧା ଡାଟା ଏଣ୍ଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା ସମୟରେ ଜିଲ୍ଲାପାଳମାନଙ୍କ ସହ … Read More

ମେଡିକାଲ କଲେଜରେ ମାଗଣା ଚିକିତ୍ସା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ର ହିତାଧିକାରୀମାନେ ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । … Read More

ନବଙ୍କୁ ସ୍ୱାଗତ କରିବେ କିଶୋର

ଆଗାମୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ ନେତା ନବ ଦାସ ବିଜେଡ଼ିରେ ଯୋଗଦେବେ। ବିଜେଡ଼ିରେ ନବଙ୍କ ଏହି ଯୋଗଦାନକୁ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତି ବିରୋଧ ନ କରି ସ୍ୱାଗତ କରିବେ ବୋଲି ରାଜି … Read More

ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ

କଂଗ୍ରେସ ବିଧାୟକ ଯୋଗେଶ ସିଂକୁ ଦଳ ଗୁରୁବାର ନିଲମ୍ବନ କରିଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟିର ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ସେଠୀ କହିଛନ୍ତି, ଏଆଇସିସିର ଅନୁମୋଦନ … Read More

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ହାଇକୋର୍ଟରେ

ଭୁବନେଶ୍ଵର,(ଓଟି): ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଅପିଲ କରିଛି । ପୂର୍ବରୁ ତଳକୋର୍ଟରେ ୨ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଘଟଣାକୁ ନେଇ ରାଜ୍ୟ … Read More

ନୂଆ ନା ପୁରୁଣା ବିଜେପି ନେତାଙ୍କର ଡ଼ିଏନଏ ଖରାପ

ନିକଟରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଥିଲେ ଯେ, ସେମାନଙ୍କ ଡିଏନଏ ମ୍ୟାଚ କଲାନି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଟାକ୍ଷ ତାଙ୍କ ଦଳ ପାଇଁ ବହୁ ମାତ୍ରାରେ … Read More

କର୍ଣ୍ଣାଟକରେ ବିଜେପିକୁ ଝଟକା:କଂଗ୍ରେସ ବିଧାୟକଙ୍କ ୟୁଟର୍ଣ୍ଣ

ଭୁବନେଶ୍ଵର,(ଓଟି): କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଦଳର ଏହି ଚେଷ୍ଟା ଫସର ଫାଟିବାକୁ ବସିଲାଣି । କାରଣ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଶେଷ ମୂହୁର୍ତରେ ସମର୍ଥନ ଦେବାକୁ ମନା କରି ଦେଇଛନ୍ତି … Read More

ପ୍ରକାଶ ଓ ଯୋଗେଶଙ୍କୁ କୈଫିୟତ ତଲବ

ଭୁବନେଶ୍ଵର,(ଓଟି): ଖୁବଶୀଘ୍ର ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ମଗାଯିବା କୈଫିୟତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ବର ସଭାରେ ଯୋଗ … Read More

ବିଜେପି ନେତାଙ୍କୁ ଅଂହକାର ରୋଗ

ଭୁବନେଶ୍ୱର,(ଓଟି): ତୁଛାରେ ବଡ଼ିମା କରୁଥିବା ଲୋକମାନଙ୍କ ପାଇଁ ଓଡ଼ିଆରେ ଗୋଟିଏ ଢ଼ଗ ଅଛି, ତାହା ହେଲା ‘ ତୁଛାକୁ ଏତେ-ମୁଦି ନଥାଇ ଗୋଡ଼ କଚାଡ଼ୁ କେତେ?’। ଏହି ଢ଼ଗଟି ଏବେ ରାଜ୍ୟ ବିଜେପି ନେତାମାନଙ୍କ ପାଇଁ ପ୍ରଜୁଯ୍ୟ। କାରଣ କ୍ଷମତା ହାସଲ … Read More