ଅକ୍ଷୟଙ୍କ ବିରୋଧରେ ଅଭିଯୋଗ ତାଲିକା ପ୍ରସ୍ତୁତ କଲେ ଟ୍ୱିଙ୍କିଲ୍

ନିକଟରେ ଅକ୍ଷୟ ଓ ଟ୍ୱିଙ୍କିଲ୍‌ଙ୍କ ବିବାହକୁ ୧୮ ବର୍ଷ ପୁରିଯାଇଛି । ବଲିଉଡ୍‌ରେ ଏହି ଯୋଡ଼ି ଏକ ପରଫେକ୍ଟ ଯୋଡ଼ି ଭାବେ ପରିଚିତ । ସୋଶାଲ୍ ମିଡିଆରେ ଏମାନେ ସାଙ୍ଗ ଭଳି ପରସ୍ପରର ଦୋଷ ଦୁର୍ଗୁଣ ବଖାଣିବାରେ ଆଦୌ ଡେରି କରନ୍ତି … Read More

୨୦୧୯ରେ ଲିଭିଙ୍ଗ୍ କୋରେଲ୍‌ର ଜଲ୍‌ୱା

ନୂଆବର୍ଷ ଆସିବା ସହିତ ଫ୍ୟାଶନ୍ ଦୁନିଆରେ ମଧ୍ୟ ନୂତନତା ଆସିଛି । ଫ୍ୟାଶନ୍ ଦୁନିଆରେ କଲର୍ ଟ୍ରେଣ୍ଡକୁ ନେଇ ପ୍ରତିବର୍ଷ କିଛି ନା କିଛି ଏକ୍ସପରିମେଣ୍ଟ୍ କରାଯାଇଥାଏ, ଯାହାକି ଯୁବପିଢ଼ିଙ୍କୁ ଖୁବ୍ ଆକର୍ଷିତ କରେ । ଏହି ଧାରରେ ଚଳିତବର୍ଷ ଲିଭିଙ୍ଗ୍ … Read More

ରାଜ୍ୟ କଂଗ୍ରେସର ‘ପ୍ଲାନ-ବି’

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ୨୦୧୯ ନିର୍ବାଚନ ଲଢେଇକୁ ଯିବା ପ୍ରସ୍ତୁତ ହୋଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକପ୍ରକାର ନିରସ୍ତ୍ର ହୋଇଯାଇଛନ୍ତି । ଏଭଳିସ୍ଥିତିରେ ସେ ଆରମ୍ଭ … Read More

ସାଇବର ସୁରକ୍ଷା ଉପରେ ଫୋକସ

କୌଣସି ମୁହୁର୍ତରେ ଆକ୍ରମଣ କରିପାରନ୍ତି ସାଇବର ଅପରାଧି। ଏଥିପାଇଁ ସାଇବର ସୁରକ୍ଷା ହୋଇଛି ଦେଶ ପାଇଁ ବଡ ଚ୍ୟାଲେଂଜ। ୬୧ ତମ ବରିଷ୍ଟ ପୋଲିସ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ଗୋଆ ଡିଜି ଡଃ ମୁକ୍ତେଶ ଚନ୍ଦ୍ରା। ତେଣୁ ଆର୍ଥିକ … Read More

ଓଡିଶାର ଚାରି ଜଣ ପିଲାଙ୍କୁ ମିଳିବ ଜାତୀୟ ସାହାସିକତା ପୁରସ୍କାର

ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ୬୨ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୮ ଘୋଷଣା ହୋଇଛି। ସାଧରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିବେ। ମୋଟ୍ ୨୧ ଜଣଙ୍କୁ ମିଳିବ ଏହି ପୁରସ୍କାର। ସେମାନଙ୍କ … Read More

ଆମେରିକାରେ ଜେଟଲୀ; ଏମ୍ସରେ ଶାହା : ଚିନ୍ତାରେ ମୋଦି

ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ମୋଦିଙ୍କ ବାମ ଓ ଡ଼ାହାଣ ହାତ କୁହାଯାଉଥିବା ଅମିତ୍ ଶାହା ଓ ଅରୁଣ ଜେଟଲୀ ଏବେ ଡ଼ାକ୍ତରଖାନାରେ। କିପରି ନିର୍ବାଚନ ପ୍ରଚାର ହେବ ଓ କିଏ ପ୍ରଚାର ମଙ୍ଗ ଧରିବ ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

କୃଷ୍ଣ ପାଇବେନି କଂଗ୍ରେସ ଟିକେଟ

କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସାଗରିଆଙ୍କୁ ମିଳିବନି କଂଗ୍ରେସ ଟିକେଟ। ୨୦୧୯ରେ ତାଙ୍କୁ କଂଗ୍ରେସ ଟିକେଟ ମନା ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ ସ୍ପଷ୍ଟ କରିଛନ୍ତି। କୁନ୍ଦୁଲି ପିଡିତାକୁ ନ୍ୟାୟ ନମିଳିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେଉଥିଲେ। … Read More

ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ

ରାଜଧାନୀ ଭୁବନେଶ୍ବରରୁ  ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଏସି ବସର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ବସକୁ ରାଜଧାନୀ ଏକ୍ସପ୍ରେସ ଭାବେ ନାମିତ କରାଯାଇଛି । ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଂଜନଗର, ଭୁବନେଶ୍ୱର-ରାଜଗାଙ୍ଗପୁର,ଭୁବନେଶ୍ୱର-ରାଜ ଖରିଆର,ଭୁବନେଶ୍ୱର-ଗୋରୁ ମହିଶାଣି,ଭୁବନେଶ୍ୱର-ବୁର୍ଲା ଦେଇ ଯାତାୟାତ କରିବ। … Read More

ସୀମାନ୍ତରେ ସେନା ମରୁଛନ୍ତି; ସରକାର ଠିକରେ କାମ କରୁନି: ଭାଗବତ

ଲୋକସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କର ବୟାନବାଜୀର ବହୁତ ଗୁରୁତ୍ୱ ରହିଥାଏ। କିନ୍ତୁ ଏହି ସମୟରେ ଗତକାଲି ଆରଏସଏସ ପ୍ରମୁଖ ମୋହନ ଭାଗବତ ଦେଇଥିବା ମନ୍ତବ୍ୟର ରାଜନୈତିକ ଗୁରୁତ୍ୱ କ’ଣ ରହିବ ତାହା ଏବେ ତର୍ଜମା କରାଯାଉଛି। ସେ କହିଛନ୍ତି ଏବେ ଦେଶ … Read More

କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା

ଗତକାଲି ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ଦଳର ସଭ୍ୟପଦ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତାଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଦେଇଛନ୍ତି । ଇସ୍ତାଫାପତ୍ରରେ … Read More