ଘରେ ପ୍ରସ୍ତୁତ କରନ୍ତୁ ହେୟାର୍ ଡାଇ, ଅଧିକ ଦିନ କେଶ କଳା ରହିବ

ତ୍ୱଚା ଓ କେଶର ସୁରକ୍ଷା ଚାହୁଁଥିଲେ ମାର୍କେଟ୍ରେ ମିଳୁଥିବା ହେୟାର୍ ଡାଇ ନ କିଣି ଘରେ ତାହାକୁ ପ୍ରସ୍ତୁତ କରନ୍ତୁ । ଏହା କେଶକୁ ଅଧିକ ଦିନ ପର୍ଯ୍ୟନ୍ତ କଳା ରଖିବାରେ ସହାୟକ । କେବଳ ଦୁଇଟି ଜିନିଷ ବ୍ୟବହାର କରି … Read More

ମଲାଇକା-ଅର୍ଜୁନଙ୍କ ସମ୍ପର୍କକୁ ଗ୍ରୀନ୍ ସିଗ୍ନାଲ୍

ଡିନର୍ ଡେଟରୁ ଆରମ୍ଭ କରି ଫିଲ୍ମ ଦେଖିବା, ବିଭିନ୍ନ ପାର୍ଟି ଆଟେଣ୍ଡ୍ କରିବା, ସପିଙ୍ଗ୍ କରିବା ଇତ୍ୟାଦି, ଏବେ ଚାରିଆଡ଼େ ଅର୍ଜୁନ୍ କପୁର୍ ଓ ମଲାଇକା ଅରୋରାଙ୍କ ସମ୍ପର୍କର ଚର୍ଚ୍ଚା । କେବଳ ଏତିକି ନୁହେଁ ଏବେ ଦୁହେଁ ଦୁହିଁଙ୍କ ଘରକୁ … Read More

ଦୀପିକା ପାଦୁକୋନ୍ ଦୋସା

ବଲିଉଡ୍ ତାରକାଙ୍କ ପାଇଁ ସେମାନଙ୍କର ପ୍ରଶଂସକଙ୍କ ପାଗଳାମୀର ଅନେକ ନଜିର୍ ରହିଛି । ଏଭଳି ପାଗଳାମୀର ଆଉ ଏକ ଖବର ମିଳିଛି ଦୀପ୍ବୀର୍ଙ୍କୁ ନେଇ । ଏବେ ସିନେ ମହଲରେ ଦିପ୍ବୀର୍ ଏକ ହଟ୍ କପୁଲ୍ ଭାବେ ଚର୍ଚ୍ଚାରେ ଅଛନ୍ତି । … Read More

ନୂଆବର୍ଷରେ ନୂଆରେକର୍ଡ଼ କଲା ‘ସିମ୍ବା’

ଗତବର୍ଷ ରିଲ୍ ଓ ରିଏଲ୍ ଲାଇଫ୍ରେ ରଣବୀର୍ ଅନେକ ଖୁସି ଓ ସଫଳତା ହାସଲ କରିଥିଲେ । ରଣବୀରଙ୍କ ଜୀବନରେ ଆସିଥିବା ଏହି ଖୁସିର ଲହରୀ ନୂଆବର୍ଷରେ ମଧ୍ୟ ଜାରି ରହିଛି । ‘ସିମ୍ବା’ ନୂଆବର୍ଷରେ ଆଉ ଏକ ନୂଆ ରେକର୍ଡ଼ … Read More

ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରୁ ବିଦା

କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ । ବାରମ୍ବାର ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସରୁ ଉଭୟଙ୍କୁ ବହିଷ୍କୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା … Read More

ପେପରଲେସ ଇନଭେଷ୍ଟିଗେସନ ପାଇଁ ‘ଆରକ୍ଷୀ’

ଏବେ ପୋଲିସି ପ୍ରଶାସନ ବି ହେବ ହାଇଟେକ । ତଦନ୍ତ ପ୍ରକ୍ରିୟାକୁ ସହଜ ଓ ପେପରଲେସ କରିବାକୁ ଆରମ୍ଭ ହେଲା ଆରକ୍ଷୀ ଆପ୍ । ଏହାଦ୍ବାରା କ୍ରାଇମ ରେକର୍ଡ କରିବା ପ୍ରକ୍ରିୟା ହେବ ସହଜ। କାରଣ ତଦନ୍ତକାରୀ ଅଧିକାରୀ ପେନ ଓ … Read More

ଭାରାରେ ରୋଗୀ ବୋହିଲେ ସାମ୍ବାଦିକ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା … Read More

ଆଞ୍ଚଳିକ ଦଳ, ଯାହା କରିବେ ରାଜ୍ୟ ସ୍ବାର୍ଥ ପାଇଁ : ନବୀନ

ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ। ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି। ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ। ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ … Read More

୨୨ ଦଳଙ୍କ ମହାରାଲିକୁ ମୋଦୀଙ୍କ ଆକ୍ଷେପ: ‘ଓ୍ଵାହା କ୍ୟା ସିନ ହୈ’

କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ ଏହି … Read More

ବିଜେପିର ଏକ୍ସପାଏରୀ ଡେଟ୍ ସମାପ୍ତ:ମମତା

ମୋଦି ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି ବୋଲି କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ … Read More