ବିରୋଧିଙ୍କ ବିଚାରହୀନ ମହାମେଣ୍ଟ : ଯୋଗେନ୍ଦ୍ର ଯାଦବ

ନିକଟରେ କୋଲକାତାରେ ବିଜେପି ବିରୋଧିଦଳଗୁଡିକର ଯେଉଁ ରାଲି ହୋଇଥିଲା ତାହାକୁ ବିରୋଧିଙ୍କ ବିଚାରହୀନ ମହାମେଣ୍ଟ ବୋଲି ସ୍ୱରାଜ୍ୟ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି, କୋଲକାତାରେ ବହୁତ ନେତାଙ୍କ ଭିଡ଼ ହୋଇଥିଲା; କିନ୍ତୁ ସେମାନଙ୍କର ବିଚାରଧାରା … Read More

ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସାମିଲ ହେବେ ନାହିଁ ଦାମ

ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ଗଢ଼ିଥିବା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ମାତ୍ର ଏହି ସାମ୍ମୁଖ୍ୟକୁ ନୈତିକ … Read More

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଆଗାମୀ ନିର୍ବାଚନରେ ରାଜ୍ୟର ମୋଟ୍‌ ୩ କୋଟି ୧୮ ଲକ୍ଷ ୭୮୭ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ  ମୁଖ୍ୟ ନିର୍ବାଚନ ଅଧିକାରୀ … Read More

ବିଜେପିକୁ ଯିବେ କିଶୋର !

ଝାରସୁଗୁଡା ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତି ଏବେ ଅଡୁଆରେ। ଦଳରେ ଯୋଗ ଦେବାକୁ ଥିବା କଂଗ୍ରେସ ନେତା ନବ ଦାସଙ୍କ ସହିତ ହାତ ମିଳାଇ ଚଳିବା ସହିତ ତାଙ୍କୁ ସହଯୋଗ କରିବାକୁ ଗୋଟିଏ ପଟେ ପାର୍ଟି ମୁଖିଆଙ୍କ କଡା ତାଗିଦ … Read More

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ସମସ୍ତ ଦଳ ନିଜର ସ୍ଥିତିକୁ ସୁଦୃଢ଼ କରିବା ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହି ପ୍ରୟାସରେ ରାଜ୍ୟ କଂଗ୍ରେସ ବିଫଳ ହୋଇଛି। ପ୍ରଥମେ ଦଳର ଚାରି ଚାରି ଜଣ ଛାମୁଆ … Read More

ଗଠନ ହେଲା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’

ଓଡ଼ିଶା ରାଜନୀତିରେ ଏବେ ନୂଆ ସମୀକରଣ ସୃଷ୍ଟି ହୋଇଛି। ବିଜେଡ଼ିକୁ ଟକ୍କର ଦେବାକୁ ଏକାଠି ହେଉଛନ୍ତି ଦଳ। ଆଜି ଉଭା ହୋଇଛି ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’। ସମତାକ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଠନ ହୋଇଛି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । … Read More

ଯାତ୍ରୀଙ୍କ ସୁରକ୍ଷା ପାଇଁ ଜାହାଜକୁ ବାରଣ

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହେଲାନାହିଁ। ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି। ସୂଚନା ଅନୁଯାୟୀ … Read More

ଚୁଲି ଫୁଙ୍କୁଛନ୍ତି ୮୫% ଉଜ୍ୱଳା ହିତାଧିକାରୀ

ଆଉ ମାତ୍ର ଦିନ କେତେଟା ପରେ ମୋଦି ସରକାର ନିର୍ବାଚନକୁ ଓହ୍ଲାଇବ। ନିର୍ବାଚନରେ ପ୍ରଚାର ପାଇଁ ମୋଦି ସରକାର ଯେଉଁ ସବୁ ଯୋଜନାର ସଫଳତା ବଖାଣିବ ସେଥିରେ ଉଜ୍ୱଳା ଯୋଜନା ସବୁଠାରୁ ଆଗରେ ରହିଛି। କିନ୍ତୁ ନିକଟରେ ପ୍ରକାଶ ପାଇଥିବା କିଛି … Read More

ପକୁଡି ବିକିବି; କିନ୍ତୁ ବିଜେପି ଯିବିନି

ରାତି ଅଧିଆ କଂଗ୍ରେସରୁ ବହିଷ୍କୃତ ହେବା ପରେ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସାଗରିଆ ରାଜ୍ୟ ପ୍ରଦେଶ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି । ଦଳକୁ ଶକ୍ତିଶାଳୀ … Read More

୨୫ରେ କରିବେ ଶ୍ରୀକାନ୍ତ ରାହୁଲଙ୍କ ମହାଖୁଲାସା କରିବେ ଶ୍ରୀକାନ୍ତ

ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ସେହିଦିନ ମହାଖୁଲାସା କରିବେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଯାହା ଶୁଣିବା ପରେ ରାହୁଲ ଗାନ୍ଧି କୁଆଡ଼େ ସାରା ଭାରତରେ କେଉଁଠି ବି ମୁହଁ ଦେଖାଇପାରିବେ … Read More