କାଳିଆ ଯୋଜନା ରିଅଲ ଟାଇମ ପଞ୍ଜିକରଣକୁ ଯାଞ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନା ପାଇଁ ଚାଷୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି। ସଚିବାଳୟରେ ରିଅଲ ଟାଇମ ମାନିଟରିଂ ସୁଷ୍ଟମର ଯାଞ୍ଚ କରୁଛନ୍ତି। ଏଥିସହ ବିଭାଗୀୟ ଅଧିକାରୀଙ୍କୁ … Read More

ଜାତୀୟ ଦଳ ବିଜେପି-କଂଗ୍ରେସକୁ ପ୍ରାର୍ଥୀ ମିଳୁନାହାନ୍ତି

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ କଂଗ୍ରେସ ଓ ବିଜେପିରେ ଏବେ ପ୍ରାର୍ଥୀ ସଙ୍କଟ ସମସ୍ୟାରେ ଜର୍ଜରିତ। ଆସନ୍ତା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ ଯେତେ କସରତ କଲେ ବି ଫଳ ବାହାରି ପାରୁନାହିଁ। ଯେଉଁମାନେ ପ୍ରାର୍ଥୀ … Read More

ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ

କଂଗ୍ରେସର ବିଧାୟକ ପଦରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଇସ୍ତଫା ଦେଇଛନ୍ତି। ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି। ଯୋଗେଶ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗତ ୧୭ ତାରିଖରେ କଂଗ୍ରେସରୁ ନିଲମ୍ବନ ହୋଇଥିଲେ। ଏହାପରେ … Read More

ଜାନୁଆରୀ ୨୫ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡି, ୨୮ ଯାଏଁ ବର୍ଷା ସମ୍ଭାବନା : ସିଇସି

ଭୁବନେଶ୍ୱର : ଉତରପଶ୍ଚିମ ଆଡୁ ପୂର୍ବ ଆଡକୁ ଓଡ଼ିଶା ପ୍ରତି ପଶ୍ଚିମ ବାୟୁ ପ୍ରବାହ ରହିଛି । ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି । ତେଣୁ ବାୟୁ ପ୍ରଦୂଷଣ ହେବା … Read More

ବିଜେଡିରେ ପ୍ରଣୟ ସାହୁ

ଗତକାଲି ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିବା ଓ ବିଜେପୁର ଉପନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିବା ପ୍ରଣୟ ସାହୁ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ନବୀନ ନିବାସ ଯାଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ପ୍ରଣୟ … Read More

ଏବେ ଶ୍ରୀକାନ୍ତ କୁଆଡେ଼ ଯିବେ ?

କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କିଛି ମହଲ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ସେ କ’ଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ କି? ଏ ପ୍ରଶ୍ନ ମଧ୍ୟ ଆଲୋଚିତ ହେଉଛି। ବିଜୟ ମହାପାତ୍ର ବିଜେପି … Read More

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରେହେମାନ୍

ଓସ୍କାର୍ ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏ.ଆର୍.ରେହେମାନ୍ ନିକଟରେ ଆୟୋଜିତ ଏକ ମିଡିଆ ସାକ୍ଷାତକାରରେ କିଛି ବ୍ୟକ୍ତିଗତ ତଥ୍ୟକୁ ସେୟାର୍ କରିଥିଲେ । ରେହେମାନ୍ଙ୍କ କହିବା ଅନୁଯାୟୀ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ … Read More

ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ

ବଡ଼ ପରଦାର ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ ‘ସଡ଼କ୍’ର ରିମେକ୍ ହେବ ବୋଲି ଖବର ଆସିଥିଲା । ଏବେ ଏହି ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଅଭିନୀତ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ ସାମିଲ୍ ହୋଇଛି । ସେ ଫିଲ୍ମଟି … Read More

ବିୟୁଟି ତାଲିକାରେ ସାମିଲ୍ କରନ୍ତୁ ତେନ୍ତୁଳି ଫେସ୍ପ୍ୟାକ୍

ଖଟାମିଠା ତେନ୍ତୁଳି ଖାଇବା ପାଇଁ ଯେତିକି ରୁଚିକର, ବିୟୁଟି ପ୍ରଡକ୍ଟ ଭାବେ ସେତିକି ଆଦୃତ । ଖାଇବାର ସ୍ୱାଦ ବଢ଼ାଇବା ସହିତ ଚେହେରାକୁ ସୁନ୍ଦର ଓ କୋମଳ କରିବାରେ ତେନ୍ତୁଳିର ଫେସ୍ପ୍ୟାକ୍ ବନାନ୍ତୁ । ଏହା ସମ୍ପୂର୍ଣ୍ଣ ନ୍ୟାଚୁରାଲ୍ ହୋଇଥିବାରୁ ସବୁ … Read More

କେଉଁ ମାସରେ ଜନ୍ମ ହୋଇଥିବା ଝିଅ ଲକ୍ଷ୍ମୀବନ୍ତ, ଜାଣନ୍ତୁ

ସାଧାରଣତଃ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ । ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଜାତକରେ ଥିବା ଅନେକ ଶୁଭ ଅଶୁଭ ଲକ୍ଷଣ ଜାଣିବା ପାଇଁ ପରିବାର ଆଗ୍ରହୀ ଥାନ୍ତି । ଜନ୍ମ ସମୟରେ ଅଶୁଭ ସମୟ ଥିଲେ … Read More