ବରୁଣଙ୍କ କଂଗ୍ରେସରେ ଯୋଗଦାନକୁ ରାହୁଲଙ୍କ ଅସ୍ୱୀକାର

ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ତଥା ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟ ବରୁଣ ଗାନ୍ଧୀ କଂଗ୍ରେସରେ ସାମିଲ ହେବା ପ୍ରଶ୍ନ ଉପରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତାମତ ଦେଇଛନ୍ତି। ଆଜି ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ … Read More

୧୦% ଆରକ୍ଷଣ ବିଲ୍‌ ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କ ପାଇଁ ପ୍ରସ୍ତାବିତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ଞ୍ଝ ଆରକ୍ଷଣ ଆଇନ ପାଇଁ ଆସିଥିବା ବିଧେୟକ ବିରୋଧରେ ସ୍ଥଗିତାଦେଶ ଆଣିବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିବା ସହିତ ଏହାର ବୈଧତା ପରୀକ୍ଷା … Read More

କାଳିଆ ଧାମରେ ‘କାଳିଆ’ ଯୋଜନାର ଶୁଭାରମ୍ଭ :ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିବ ସହାୟତା

ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୧୨ଲକ୍ଷ ୪୫ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ କାଳିଆ ସହାୟତା । ଆଜି ଠାରୁ ରାଜ୍ୟର ବିଭିନ୍ନ … Read More

ନିରଞ୍ଜନଙ୍କୁ ରାହୁଲଙ୍କ କ୍ଲିନଚିଟ‍୍‌

ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଦଳ ପୂର୍ବଭଳି ବିଶୃଙ୍ଖଳିତ ନ ହୋଇ ଶୃଙ୍ଖଳାର ସହିତ କାମ ଟିମ‍୍‌ ଭାବରେ କାମ କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟ କଂଗ୍ରେସ … Read More

ସଂଘ ଉପରେ ବର୍ଷିଲେ ରାହୁଲ : ଓଡ଼ିଶାରେ ପ୍ରଶାସନିକ ରାଜ

ସଂପ୍ରତି ଦେଶରେ ଆରଏସଏସ ସୁଚିନ୍ତିତ ଯୋଜନା କରି ସମସ୍ତ ସାମ୍ୱିଧାନିକ ପଦପଦବୀରେ ନିଜ ଲୋକମାନଙ୍କୁ ଅବସ୍ଥାପିତ କରିବାରେ ଲାଗିଛି। ଯାହାକି ଦେଶ ପାଇଁ ବିପଦ ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ବୁଦ୍ଧିଜିବୀମାନଙ୍କ ସହିତ ଆଲୋଚନା କାଳରେ … Read More

ସର୍ଭେ : ସରକାର ଗଠନରୁ ୩୫-୩୯ ଆସନ ପଛରେ ରହିବ ଏନଡିଏ

୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସିଲାଣି। ମାର୍ଚ୍ଚ ମାସରେ ବାଜିପାରେ ନିର୍ବାଚନ ବିଗୁଲ । ନିର୍ବାଚନ ପୂର୍ବରୁ ଦେଶର ମତାଦାତାଙ୍କ ମନରେ ପ୍ରଶ୍ନ ଉଠୁଛି, ୨୦୧୯ରେ କିଏ ଗଢିବ ସରକାର । ଏନଡିଏ ନା ୟୁପିଏ । ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ … Read More

ଗାଜର ଏକ, ଗୁଣ ଅନେକ

ଶୀତଦିନର ମୁଖ୍ୟ ପରିବା ଭାବେ ଏବେ ମାର୍କେଟର ଗାଜର ଭରପୁର ରହିଛି । ଅନ୍ୟ ଦିନ ଅପେକ୍ଷା ଶୀତଦିନେ ଗାଜର ଖାଇବା ବିଶେଷ ଲାଭପ୍ରଦ । ଗାଜରରେ ମିନେରାଲ୍, ଭିଟାମିନ୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ଥିବାଯୋଗୁଁ ଏହା ଶୀତଦିନିଆ ଚର୍ମରୋଗ … Read More

ଦୀପିକା ନୁହେଁ, ରଣବୀର୍ ବଦଳାଇବେ କି ସର୍ନେମ୍?

ସୋନମ୍, ପିସି ଓ ଐଶଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀ ବିବାହ ପରେ ନିଜର ସର୍ନେମ୍ ବଦଳାଇ ସାରିଛନ୍ତି । କିନ୍ତୁ ଏବେ ସିନେପ୍ରେମୀଙ୍କ ଦୃଷ୍ଟି ରହିଛି ଦୀପିକା ପାଦୁକୋନଙ୍କ ପାଖରେ । ଦୀପିକା ନିଜର ସର୍ନେମ୍ ବଦଳାଇବେ କି ନାହିଁ, … Read More

କପିଲ୍ ଶୋ’କୁ ଫେରିଲେ ରାଜେଶ୍

ଟେଲି ପରଦାର ଟିଆରପି ତାଲିକାରେ କପିଲ୍ ଶର୍ମାଙ୍କ କମେଡ଼ି ଶୋ’ ପୁଣିଥରେ ନିଜର ପୂର୍ବ ପରିଚୟ ଫେରି ପାଇବାରେ ସଫଳ ହୋଇଛି । ଏଭଳି ସଫଳତାରେ କପିଲ୍ ଖୁବ୍ ଖୁସି ଜଣାପଡ଼ୁଛନ୍ତି ଏବଂ ଏହା ସହିତ ଆଉ ଏକ ଖୁସି ଖବର … Read More

୫ଟି ଫିଲ୍ମ ସହ ଖିଲାଡ଼ି କୁମାରଙ୍କ ଧମାକା

୨୦୧୮ରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ଅନେକ ସଫଳତା ମିଳିଥିଲାବେଳେ ୨୦୧୯ରେ ସେ ୫ଟି ଫିଲ୍ମ ସହ ବକ୍ସ ଅଫିସ୍ରେ ଧମାକେଦାର୍ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ଫିଲ୍ମଗୁଡ଼ିକ ହେଉଛି ‘କେଶରୀ’, ‘ମିଶନ୍ ମଙ୍ଗଲ୍’, ‘ଗୁଡ୍ ନ୍ୟୁଜ୍’, ‘ହାଉସ୍ଫୁଲ୍ ୪’ ଓ ‘ସୂର୍ଯ୍ୟବଂଶୀ’ … Read More