ଓଡ଼ିଶାର ଡି ପ୍ରକାଶ ରାଓ, ଦୈତାରୀ ନାୟକ, କମଳା ପୂଜାରୀ ଏବଂ ପ୍ରବାସୀ ଲେଖିକା ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୧୨ ଜଣଙ୍କୁ ଏଥି ଲାଗି  ମନୋନୀତ କରାଯାଇଛି।  ୯୪ ଜଣଙ୍କୁ ପଦ୍ମଶ୍ରୀ , ୧୪ ଜଣଙ୍କୁ ପଦ୍ମଭୂଷଣ ଓ … Read More

ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ‘ଭାରତ ରତ୍ନ’

ଚଳିତ  ବର୍ଷ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଘୋଷଣା ହୋଇଛି । ତାଙ୍କ ସହ ସମାଜସେବୀ ନାନାଜୀ ଦେଶମୁଖ ଓ … Read More

ବିଏସ୍‌ପିରେ ମିଶିବେ କୃଷ୍ଣଚନ୍ଦ୍ର ସଗରିଆ

କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବହୁଜନ ସମାଜପାର୍ଟି(ବିଏସ୍‌ପି)ରେ ଯୋଗଦେବେ। ଖୁବ୍‌ଶୀଘ୍ର ବିଏସ୍‌ପିରେ ଯୋଗଦେବେ ବୋଲି ସେ ଆଜି କହିଛନ୍ତି। ସେ କହିଛନ୍ତି-“ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ତାଙ୍କ ଭାଷଣରୁ ପଛୁଆବର୍ଗଙ୍କ ପାଇଁ … Read More

ପେନ୍ କିଲର୍ ପାଇଁ ଘରୋଇ ଉପଚାର

ଶରୀରରେ ଯେକୌଣସି ସ୍ଥାନରେ କଷ୍ଟ ହେଲେ ଆମେ ବିଭିନ୍ନ ପେନ୍ କିଲର ମେଡିସିନ୍ ଖାଇଥାଉ । ଯାହା ଆମକୁ କିଛିଟା ଆସ୍ବସ୍ତି ଦେଇଥାଏ । ହେଲେ ଆପଣ କଣ ଜାଣିଛନ୍ତି ଏମିତି କିଛି ଘରୋଇ ସାମଗ୍ରୀ ରହିଛି ଯାହା ଦ୍ବାରା ଆପଣ … Read More

ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ନୂଆ ଗୀତରେ ୟୁଜର କହିଲେ ଗୀତ ଗାଇବା ଛାଡିଦିଅ ପଢନ୍ତୁ…

ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିଙ୍କଚାକ୍ ପୂଜାଙ୍କ ସେଲ୍ଫୀ ମେନେ ଲେ ଲୀ ଆଜ୍ ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ । ଏହାପରେ ସେ ପପୁଲାର୍ ରିୟଲିଟି ଶୋ’ ବିଗବସ୍ … Read More

ଚାଷୀଙ୍କୁ ନବୀନଙ୍କ ଚିଠି : କାଳିଆ ଯୋଜନା ଉପରେ ମୁଁ ରଖିଛି ନଜର

କାଳିଆ ଯୋଜନାର ଶୁଭାରମ୍ଭ ପରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କାଳିଆ ଯୋଜନାର ସୁଫଳ ନେବାକୁ ପରାମର୍ଶ ଦେଇଛନ୍ତି । ଆଜି କାଳିଆ ଯୋଜନା ଶୁଭାରମ୍ଭ ଅବସରରେ ୨ଲକ୍ଷରୁ ଅଧିକ ଚାଷୀଙ୍କ ସମାଗମକୁ ଦେଖି ଭାବବିହ୍ବଳ … Read More

କେନ୍ଦ୍ରର ଆକାଂକ୍ଷୀ ଜିଲ୍ଲା ଯୋଜନାକୁ ପାଣ୍ଠି ମିଳୁନି

ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ବାଛିଥିଲେ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ବରାଦ କରୁନଥିବାରୁ ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ ହୋଇପାରୁନାହିଁ। ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର … Read More

କ’ଣ କହିଲେ ରାହୁଲ୍‌, ସରକାରକୁ ଆସିଲେ ଓଡ଼ିଶାରେ କ’ଣ କରିବ କଂଗ୍ରେସ, ଜାଣି ରଖନ୍ତୁ

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କ ପ୍ରଥମ ପ୍ରାକ୍‌ ନିର୍ବାଚନୀ ସଭାରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ। ଉଭୟ ଦିଲ୍ଲୀ ଏବଂ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ ମତ ପୋଷଣ କରିଛନ୍ତି ଅଧ୍ୟକ୍ଷ ରାହୁଲ୍‌। କହିଛନ୍ତି ସବୁ କଂଗ୍ରେସ ନେତା ଏବେ ଏକାଠି ଅଛନ୍ତି, ଆଉ ସମସ୍ତେ ମିଳି ମିଶି ଓଡ଼ିଶାରେ ଏକ ଜନତା ଦ୍ଵାରା ପରିଚାଳିତ ହେଉଥିବା ସରକାରକୁ ଫେରାଇ ଆଣିବେ।

ହାତ ଧରିଲେ ପଞ୍ଚାନନ

ଦୀର୍ଘଦିନ ହେଲା ବିଜେଡି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ରାହୁଲଗାନ୍ଧୀଙ୍କ ଗସ୍ତ ସମୟରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହିତ କଂଗ୍ରେସରେ ମିଶିଛନ୍ତି ଜୁନାଗଡ଼ ରାଜା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ … Read More

ବଜେଟରେ ମୋଦି ସରକାର କୃଷିଋଣ ଛାଡ଼ ଘୋଷଣା କରିବେ

ଲୋକସଭା ନିର୍ବାଚନ ଆଉ ମାତ୍ର ମାସ କେଇଟା ବାକି ରହିଲା। ନିର୍ବାଚନକୁ ଆଖି ଆଗରେ ରଖି କୃଷକମାନଙ୍କୁ ଖୁସି କରିବା ପାଇଁ ଆଗାମୀ ବଜେଟରେ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍ ବର୍ତ୍ତମାନ ଦେଶରେ ଜୋର ଧରିଥିବା କୃଷିଋଣ ଛାଡ଼ କରିବାକୁ … Read More