ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା। ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜଣାପଡ଼ିଛି। ତେବେ କୋର୍ଟ କୌଣସି ନୂଆ ତାରିଖ ଘୋଷଣା କରି ନାହାନ୍ତି । ଆସନ୍ତା ଜାନୁଆରୀ ୨୯ ଅର୍ଥାତ ମଙ୍ଗଳବାର ଦିନ … Read More

କଂଗ୍ରେସ ବୁଦ୍ଧିଜୀବୀଙ୍କୁ ପୁରସ୍କାର ଦେଇ ମୋଦି କି ସଂକେତ ଦେଲେ

ବିଜେପି ସରକାର ‘ଉତ୍କୃଷ୍ଟ କୋଟି ବିଶିଷ୍ଟ ସେବା’ ପାଇଁ ସାମ୍ୱାଦିକ କୁଳଦୀପ ନାୟାରଙ୍କୁ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରିଛନ୍ତି। ଏହା କୌଣସି ଆକସ୍ମିକ କିମ୍ୱା ଗତାନୁଗତିକ ନୁହେଁ। ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗତ ଜୁନ ମାସରେ କୁଳଦୀପ ନାୟାରଙ୍କୁ ଭେଟିବାକୁ … Read More

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ ଶ୍ରୀକାନ୍ତ

ରାହୁଲ ଗାନ୍ଧୀଙ୍କ ଗୁମର ଖୋଲିବା ପାଇଁ ଧମକ ଦେଇଥିବା କଂଗ୍ରେସରୁ ବହିଷ୍କୃତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ। ସେ କୌଣସି ଦଳରେ ଯୋଗଦେବେନାହିଁ କି ୨୦୧୯ରେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଆଜି … Read More

କେଜ୍ରିୱାଲ୍‌ ୩୧ରେ ଭୁବନେଶ୍ୱର ଆସିବେ

ଜାନୁଆରୀ ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଭୁବନେଶ୍ୱର ଆସିବେ। ଏ ନେଇ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ ସେଦିନ ଅପରାହ୍ନରେ ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ … Read More

ଫେବୃଆରୀ ପହିଲାରୁ କେନ୍ଦ୍ରୀୟ ନିଯୁକ୍ତିରେ ୧୦% ସଂରକ୍ଷଣ ସୁବିଧା

ଆଗାମୀ ନିର୍ବାଚନରେ ବିଜୟ ହାସଲ ପାଇଁ ମୋଦି ସରକାର ତରବରରେ ସମାଜୀ ଉଚ୍ଚବର୍ଗ ଗରିବ ଲୋକମାନଙ୍କ ପାଇଁ ଯେଉଁ ୧୦% ସଂରକ୍ଷଣ ଆଇନ କରିଛନ୍ତି ଆସନ୍ତା ଫେବୃଆରୀ ପହିଲାରୁ ତାହା ଲାଗୁହେବ। କେନ୍ଦ୍ରୀୟ ସରକାରୀ ନିଯୁକ୍ତିରେ ସାଧାରଣ ବର୍ଗଙ୍କ ପିଲାମାନଙ୍କୁ ୧୦% … Read More

ରାଜଧାନୀରେ ଆଦିବାସୀ କଳା, ସଂସ୍କୃତିର ଝଲକ

ରାଜଧାନୀରେ ୧୫ଦିନ ପାଇଁ ଆରମ୍ଭ ହୋଇଛି ଆଦିବାସୀ ମେଳା । ୧୯୫୧ ମସିହାରୁ ଏହି ମେଳା ଅନୁଷ୍ଠିତ ହୋଇଆସୁଛି । ତତ୍କାଳୀନ ରାଜଧାନୀ କଟକରେ ପ୍ରଥମେ ଆଦିବାସୀ ମେଳା ଆରମ୍ଭ ହୋଇଥିଲା । ପରେ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ … Read More

ଆରପାରିରେ ‘ମିଛ ମାୟା ଭରା ଏ ସାରା ଦୁନିଆଁ’ର କଣ୍ଠଶିଳ୍ପୀ ଅର୍ଜୁନ ସାମଲ

ଓଡ଼ିଶାର ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଗତକାଲି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ … Read More

ପୂର୍ଣ୍ଣ ବଜେଟ ଆଗତ କରିବେ ସରକାର!

ନିକଟରେ ଅନେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବା ପରେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅସନ୍ତୁଷ୍ଟ ଭୋଟରଙ୍କୁ ମନାଇବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ପରିବର୍ତ୍ତେ ପୂର୍ଣ୍ଣକାଳୀନ ବଜେଟ୍ … Read More

ପଦ୍ମଶ୍ରୀ’କୁ ଗୀତାଙ୍କ ପ୍ରତ୍ୟାଖ୍ୟାନ

ଭୁବନେଶ୍ଵର, (ଓଟି): ପ୍ରବାସୀ ଭାରତୀୟ ଲେଖକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟା ତାଙ୍କ ଉଦ୍ଦେଶ୍ୟରେ ସଦ୍ୟ ଘୋଷିତ ପଦ୍ମଶ୍ରୀ ଉପାଧିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେହେତୁ ସାଧାରଣ ନିର୍ବାଚନ ନିକଟତର ହେଉଛି, ସେ ଏହି ପୁରସ୍କାରକୁ ଭିତ୍ତିକରି … Read More

ଫେବ୍ରୁଆରିରେ ଓଡ଼ିଶା ଆସିବେ ପ୍ରିୟଙ୍କା

ଜାତୀୟ କଂଗ୍ରେସ ସଭାପତି ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଣିକି ପ୍ରତିମାସରେ କଂଗ୍ରେସ ସଭାପତି ଓଡ଼ିଶା ଆସିବେ। ଅବଶ୍ୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ପ୍ରଚାର ଅଭିଯାନରେ ମଙ୍ଗ ଧରିବେ। ଆସନ୍ତା ଫେବ୍ରୁଆରି … Read More