ନେହା କକ୍କଡ଼୍ – ୩ଦିନରେ ୩୦ଲକ୍ଷ ଭ୍ୟୁ

ଆଜିକାଲି ସିଙ୍ଗର୍ ନେହା କକ୍କଡ଼୍ ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି । ବୟଫ୍ରେଣ୍ଡ୍ ହିମାଂଶ କୋହଲିଙ୍କ ସହିତ ବ୍ରେକ୍ଅପ୍ ହେଉ କିମ୍ବା ଡ୍ୟାନ୍ସ ଭିଡିଓ, ନେହାଙ୍କ ଚର୍ଚ୍ଚା ଏବେ ସବୁଠାରୁ ଅଧିକ । ନେହା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ … Read More

ବଲିଉଡରେ ମିଷ୍ଟର୍ ପର୍‌ଫେକ୍ଟଙ୍କ ସୁପୁତ୍ର

ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଷ୍ଟାର୍ କିଡ୍ସଙ୍କ ଗହଳି ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଅନେକ ଦର୍ଶକଙ୍କୁ ଆକୃଷ୍ଟ କରିସାରିଥିବାବେଳେ ଆଉ କେତେଜଣଙ୍କ ଅଭିନୀତ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି । ଏହି ଧାରାରେ ଏବେ ମିଷ୍ଟର୍ ପରଫେକ୍ଟ ଅମୀରଙ୍କ ସୁପୁତ୍ର … Read More

କ୍ଷମତା ହାସଲ ପାଇଁ ବିଜେପିକୁ ସିବିଆଇ ଭରଷା

୨୦୧୯ରେ ଓଡିଶାରେ ସରକାର ଗଠନର ସ୍ବପ୍ନ ଦେଖୁଥିବା ବିଜେପି ଶେଷରେ ସିବିଆଇକୁ ଅସ୍ତ୍ର କରିଛି। ଗତ ପ୍ରାୟ ଦେଢ ବର୍ଷ ହେଲା ଶିଥିଳ ହୋଇପଡିଥିବା ସିବିଆଇ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଏପରିକି ବିଜେଡିର … Read More

କେବେ ବଦଳିଲା ବଜେଟ‍୍‌ ଆଗତ ସମୟ : କାହିଁକି ସଂଧ୍ୟାରେ ଆଗତ ହେଉଥିଲା ବଜେଟ‍୍‌

୧ ଫେବୃଆରିରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବର୍ତ୍ତମାନ ସରକାରର ଅନ୍ତିମ ବଜେଟ‍୍‌ ଆଗତ କରିବେ। ଭାରତର ବଜେଟ‍୍‌ ଗତ କିଛି ବର୍ଷ ହେଲା ଦିନ ୧୧ଟାବେଳେ ଆଗତ କରାଯାଉଛି। କିନ୍ତୁ ଏହା ଆଗରୁ ବଜେଟ‍୍‌ ସଂଧ୍ୟା ୫ଟାବେଳେ ଆଗତ କରାଯାଉଥିଲା। … Read More

ଜାଣନ୍ତୁ ପରାଧିନ ଭାରତରେ ପ୍ରଥମ ବଜେଟ କିଏ ଆଗତ କରିଥିଲେ

ସମଗ୍ର ଭାରତ ପାଇଁ ପ୍ରଥମ ବଜେଟ‍୍‌ ଜଣେ ଇଂରେଜ ଆଗତ କରିଥିଲେ। ୧୮ ଫେବୃଆରି ୧୮୬୦ରେ ଜେମ୍ସ ୱିଲସନ ପ୍ରଥମ ବଜେଟ‍୍‌ ଆଗତ କରିଥିଲେ। ଜେମ୍ସ ବ୍ରିଟିଶ ଭାଇସରାୟ କାଉନସିଲର (ଆର୍ଥିକ) ସଦସ୍ୟ ଥିଲେ। ଅପରପକ୍ଷରେ ସ୍ୱାଧିନତା ପୂର୍ବରୁ ଭାରତର ଅନ୍ତରୀଣ … Read More

ସବୁବେଳେ ଚର୍ଚ୍ଚାରେ ଥିବା ୫ଟି ବଜେଟ‍୍‌

କୌଣସି ଦେଶର ବଜେଟ‍୍‌ ସେହି ଦେଶର ଅର୍ଥବ୍ୟବସ୍ଥାର ଚିତ୍ରକୁ ଦର୍ଶାଇଥାଏ। ବଜେଟରେ ସକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଚିତ୍ର ପ୍ରଦାନ କରିଥାଏ ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହିତ ଜନସାଧାରଣଙ୍କ ପାଇଁ ଲାଭ ପ୍ରଦାନ କରିଥାଏ। ବର୍ତ୍ତମାନ … Read More

ନିରଞ୍ଜନଙ୍କୁ ପ୍ରକାଶଙ୍କ ଚ୍ୟାଲେଞ୍ଜ

କଟକ ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଆଜି ନିଜ ଅଞ୍ଚଳରେ ସେ ଆସନ୍ତୁ ଚାଲିବା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ସକାଳୁ ପିର ବଜାରଠାରୁ ଆରମ୍ଭ ହୋଇ ସାଲେପୁର ମୁଖ୍ୟ ବଜାର ପର୍ଯ୍ୟନ୍ତ … Read More

୫ବର୍ଷ ଦିଅ; ଓଡିଶାକୁ ଏକ ନମ୍ବର କରିବୁ: ଅମିତ ଶାହା

ଆଜି ଓଡିଶା ଆସିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ … Read More

ଅଯୋଧ୍ୟା ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ : ଅଣବିବାଦୀୟ ଜମିକୁ ଭାରତ ସରକାରଙ୍କୁ ଫେରସ୍ତ କରାଯାଉ

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନ ପୂର୍ବରୁ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରି ଅଯୋଧ୍ୟାରେ ବିବାଦୀୟ ସ୍ଥଳୀକୁ ଛାଡ଼ି ଅନ୍ୟ ଜାଗା … Read More

କାହା ସ୍ୱାର୍ଥରେ ପୁଲିସ

ସର୍ବସାଧାରଣଙ୍କ ସହ ନିତି ପ୍ରତିଦିନ କାରବାର ହୋଇଥିବା “ପୁଲିସ ବଳ” ସମ୍ପର୍କରେ ଦୀର୍ଘ ୧୫୦ବର୍ଷ ତଳର ଏବଂ ପୁରୁଣା ଆଇନ ବଦଳରେ ଏକ ନୂଆ ଆଇନ ପ୍ରଣୟନ ପୂର୍ବରୁ ଏ ସମ୍ପର୍କରେ ଜନମତ ସଂଗ୍ରହ କରିବା, ଏପରିକି ନାଗରିକ ସମାଜ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବମାନଙ୍କୁ ବି·ରକୁ ନେବା ଏବଂ ବିରୋଧୀଦଳମାନଙ୍କୁ ବିଶ୍ୱାସକୁ ନିଆନଯିବା ଏବଂ ସର୍ବୋପରି ସଂବିଧାନର ଧାରା-୧୪୨ ଅନୁସାରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଦିଶାବଳୀ ଦେଇଥିଲେ ସେ ସବୁକୁ ରାଜ୍ୟ ସରକାର ଅବଜ୍ଞା କରି ମନୋମୁଖୀ ଏକ ଆଇନ ନିଜର ସଂଖ୍ୟା ଗରିଷ୍ଠତା ଝୁଙ୍କ୍‍ରେ ରାଜ୍ୟ ବିଧାନ ସଭାରେ ୨୦୧୫ ମସିହାରେ ପାରିତ କରାଇନେଇଥିଲେ ।