ଯୋଗୀଙ୍କୁ ଶଶି ଥରୁରଙ୍କ ତାତ୍ସଲ୍ୟ; ସଙ୍ଗମରେ ସମସ୍ତେ ଉଲଗ୍ନ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ କୁମ୍ଭମେଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ମନ୍ତ୍ରୀମାନେ ବୁଡ଼ ପକାଇବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଯୋଗୀ ଓ ତାଙ୍କ ମନ୍ତ୍ରୀମାନଙ୍କ ବୁଡ଼ପକା ଘଟଣାକୁ ନେଇ ଟ୍ୱିଟରରେ … Read More

ପ୍ରିୟଙ୍କାଙ୍କ ସାମ୍ନାରେ ଚ୍ୟାଲେଞ୍ଜ କ’ଣ ଜାଣନ୍ତୁ …

ଉତ୍ତର ପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଯୁକ୍ତ କରାଯିବା ପରେ ଦଳର କର୍ମକର୍ତ୍ତାଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି। ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ପରେ ଏକପାଖିଆ ହୋଇ ପଡ଼ିଥିବା କଂଗ୍ରେସ ପୁଣି ସୁଦୃଢ଼ ସ୍ଥିତି ଆଡ଼କୁ ଗତି … Read More

ବାରିପଦାରେ ବିକାଶର ପସରା ଖୋଲିଲେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ … Read More

ଭୂମିହୀନ କୃଷି ପରିବାରର ଜୀବିକା ସହାୟତା

କାଳିଆ ଯୋଜନାର ଦ୍ଵିତୀୟ ଭାଗ ପ୍ପଭୂମିହୀନ କୃଷି ପରିବାରର ଜୀବିକା ସହାୟତାଡ୍ଗକୁ କାର୍ଯ୍ୟକାରୀ କରିବାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବନ ଜୀବିକା ସହାୟତା ମାଧ୍ୟମରେ ପଶୁପାଳନ ଓ ଉଦ୍ୟାନ କୃଷି ଫସଲ … Read More

ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା କବଚ ବାଇକ ଆମ୍ବୁଲାନ୍ସ

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣା ଯୋଜନାକୁ ଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ସୁରକ୍ଷା କବଚ ଯୋଜନାର ବ୍ୟବସ୍ଥା କରିଛନ୍ତି । ଏଥିରେ ୫.୫୦ ଲକ୍ଷ ମା ଓ ଶିଶୁ ଉପକୃତ ହେବେ । … Read More

ଚୋରକୁ ଗୋଡ଼ାଇ ଧରିଲେ ମହିଳା କଣ୍ଡକ୍ଟର

ଏକ ଗ୍ୟାସ୍‌ ବୋଝେଇ ଅଟୋରୁ ସିଲିଣ୍ଡର ଚୋରି କରୁଥିବା ବେଳେ ମୋ’ ବସ୍‌ର ମହିଳା କଣ୍ଡକ୍ଟର ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଛନ୍ତି । ତାକୁ ନିସ୍ତୁକ ମାଡ଼ମାରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଚୋରର ନାମ … Read More

କାହିଁକି ଅରୁଣଙ୍କୁ ସିବିଆଇ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା ….

ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି ? ପ୍ରକୃତରେ କଣ ସିବିଆଇ ତାଙ୍କ ବିରୁଦ୍ଧରେ କିଛି ପ୍ରମାଣଯୋଗ୍ୟ ତଥ୍ୟ ପାଇଛି, ନା ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ନିଜ ପୁରୁଣା ରାଗ ଓ … Read More

କେଉଁ ଆଙ୍ଗୁଠିରେ ତିଳକ କଲେ କ’ଣ ଲାଭ ହୋଇଥାଏ, ଜାଣନ୍ତୁ

ସାଧାରଣତଃ କୌଣସି ଶୁଭକାର୍ଯ୍ୟ ସମୟରେ କିମ୍ବା ପୂଜା ପରେ ମଥାରେ ତିଲକ୍ ଲଗାଇବାର ପରମ୍ପରା ରହିଛି । ଚନ୍ଦନ, ସିନ୍ଦୁର ଓ ହଳଦୀରେ ତିଲକ୍ କରାଯାଇଥାଏ । ତିଲକ ଲଗାଇବା ସମୟରେ କେଉଁ ଆଙ୍ଗୁଠି ବ୍ୟବହାର କଲେ, କ’ଣ ଲାଭ ମିଳିଥାଏ, … Read More

ଉପବାସ କରନ୍ତୁ, ସୁସ୍ଥ ରୁହନ୍ତୁ

ଯେ କୌଣସି ଧର୍ମ ହେଉ ନା କାହିଁକି, ସବୁଥିରେ ଉପବାସ ରହିବାକୁ ଏକ ବିଶେଷ ମହତ୍ୱ ପ୍ରଦାନ କରାଯାଇଛି । ବିଭିନ୍ନ ବ୍ରତ ଓ ଓଷା ମାଧ୍ୟମରେ ଉପବାସ ରହିଲେ ଆତ୍ମା ପବିତ୍ର ହେବା ସହିତ ଭକ୍ତ ଭଗବାନଙ୍କ ଆହୁରି ନିକଟରତ … Read More

ସାରାଅଲ୍ଲୀ ଖାନ୍‌ଙ୍କ ବୟଫ୍ରେଣ୍ଡଙ୍କୁ ଜାଣନ୍ତୁ

ଫିଲ୍ମ ‘କେଦାରନାଥ୍’ରୁ ବଲିଉଡ୍ରେ ପାଦ ଥାପିଥିବା ସାରାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଧୀରେ ଧୀରେ ବଢିବାରେ ଲାଗିଛି । ରଣବୀର୍ଙ୍କ ଅଭିନୀତ ୧୦୦କୋଟି କ୍ଲବ୍ରେ ସାମିଲ୍ ହୋଇଥିବା ‘ସିମ୍ବା’ରେ ସାରାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଥିଲା । ବଲିଉଡ୍ର ନୂଆ ଚେହେରା … Read More