ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ

ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାରେ ମିଳିଥିବା ଟଙ୍କା ଫେରାଇ ଅଣାଯିବ ବୋଲି ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ … Read More

ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ : ବିଜେପି-କଂଗ୍ରେସକୁ ଝଟକା

୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ଏବଂ ଝୁଲା ଲୋକସଭା ସୃଷ୍ଟି ହେବ। ଉତ୍ତରପ୍ରଦେଶରେ ଏନ୍‌ଡିଏକୁ ବଡ଼ କ୍ଷତି ସହିବାକୁ ହେବ। ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ ଅନୁଯାୟୀ ୨୦୧୪ ନିର୍ବାଚନରେ ଏନ୍‌ଡିଏ ୭୪ଟି ଆସନ ୟୁପିରେ ଜିତିଥିବା … Read More

ଟିଟଲାଗଡ଼ରେ ରାସ୍ତାରେ ବୁଲୁଛି ଚିତା

ଟିଟଲାଗଡ଼ରେ ଚିତା ବାଘ । ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ  ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ ୩୦ ତାରିଖ ରାତି ପ୍ରାୟ ଦଶଟା ପାଖାପାଖି ଏକ ଚିତା ବାଘ ବଡ଼ମାଳ କାରଖାନା ପରିସରରେ ପଇଁତରା ମାରୁଥିବା ଦେଖାଦେଇଛି … Read More

ହଟିଲା ପୁରୁଣା ସାଙ୍କେତିକ ପ୍ରଣାଳୀ

ରେଳବାଇ ଇଲାକାରେ ଥିବା ଶେଷ ପୁରୁଣା କାଳିଆ ସାଙ୍କେତିକ ପ୍ରଣାଳୀକୁ ହଟାଇ ନିଆଯାଇଛି । ପୂର୍ବତଟ ରେଳପଥର ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ପୂର୍ବ ପ୍ରଚଳିତ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ … Read More

ଶାହା ଆଗେ ଆଗେ; ରାହୁଲ ପଛେ ପଛେ

ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରିବା ପାଇଁ ବିଜେପି ଓ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସେତିକି ତତ୍ପର ହୋଇଉଠିଲେଣି। ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଆସନ୍ତା ୩ ତାରିଖରେ ପୁଣିଥରେ ଓଡ଼ିଶା … Read More

ବିଜେପି ବିଧାୟକଙ୍କ ବୟାନ : ମୋଦି ଜାତିବାଦୀ ରାଜନୀତି କରୁଛନ୍ତି

ଭାରତୀୟ ଜନତା ପାର୍ଟିର ବିଧାୟକ ରାଜବୀର ସିଂହ ଆଜି ଏକ ବଡ଼ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିବାଦୀ ରାଜନୀତି କରୁଛନ୍ତି। ବିଜେପି ବିଧାୟକ ରାଜବୀରଙ୍କ କହିବା କଥା ‘ସେ ଜାତିବାଦୀ ରାଜନୀତି କରନ୍ତି ନାହିଁ; … Read More

ବିଜେପି ଟାର୍ଗେଟରେ ଆଇପିଏସ‍୍‌ ଅଧିକାରୀ

ଭାରତୀୟ ଜନତା ପାର୍ଟି ବୁଧବାର ୨ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କରିଛି। ଉନ୍ନୟନ କମିସନର ତଥା ଗୃହ ସଚିବଙ୍କୁ ଭେଟି ବିଜେପି ଆଇଜି ଅମିତାଭ ଠାକୁର ଏବଂ ଡିଆଇଜି ଆଶିଷ ସିଂହ, ଗଞ୍ଜାମ ଏସପିଙ୍କ ବଦଳି ଦାବି … Read More

ଅଜବ : ରାହୁଲଙ୍କଠାରୁ ଦାବି କଲେ ଫ୍ରି-ସେକ୍ସ ପ୍ରତିଶ୍ରୁତି

ଆଗାମୀ ଲୋକସଭା ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ବିଭିନ୍ନ ପ୍ରକାରର ନିର୍ବାଚନୀ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ରାହୁଲଙ୍କ ଏହି ଢ଼ଙ୍ଗକୁ ଲକ୍ଷ୍ୟ କରି ପ୍ରଖ୍ୟାତ ସାମାଜିକ କର୍ମୀ ମଧୁ କିଶ୍ୱାର ଅଜବ ପ୍ରତିଶ୍ରୁତି ଦେବାକୁ … Read More

୩ ଯାଏ ଲାଗି ରହିବ ଶୀତର ଲହରୀ

ଓଡିଶାରେ ୩ ଯାଏ ଲାଗି ରହିବ ଶୀତର ଲହରୀ। ବିଶେଷ କରି ଉକୂଳ ସମେତ ଅଭ୍ୟନ୍ତରୀଣ ଓଡିଶାରେ ଶୀତ ପୁଣି ବଢ଼ିଛି। ଏନେଇ ଲୋକଙ୍କୁ ସଚେତନ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାତିର ତାପମାତ୍ରା ହ୍ରାସ ପାଉଥିବାରୁ … Read More

ଭୁବନେଶ୍ୱର-କଟକରେ ୫% ଅପରାଧ ବଢ଼ିଛି

କମିଶନରେଟ୍ ପୁଲିସର ସମସ୍ତ ପ୍ରୟାସ ପରେ ବି ଅପରାଧ ଉପରେ ଲଗାମ ଲାଗି ପାରୁନି। ଅପରାଧ କମିବା ପରିବର୍ତ୍ତେ କଟକ, ଭୁବନେଶ୍ଵରରେ ବଢି ଚାଲିଛି। ପୁଲିସର ସୂଚନା ଅନୁସାରେ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ଅପରାଧ ମାତ୍ରା ୫ … Read More