ବାସହୀନଙ୍କୁ ମାଗଣା ରାତ୍ରୀଯାପନ: ସିଏମ୍ସି କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍
ଭୁବନେଶ୍ଵର, (ଓଟି): କଟକ ମ୍ୟୁନିସିପାଲ କର୍ପୋରେସନ୍ କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ୍ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ବାସହୀନଙ୍କ ଲାଗି ଆବଶ୍ୟକ ଆଶ୍ରୟ ସୁବିଧା ଯୋଗାଇବାରେ ସିଏମ୍ସି ବିଫଳ ହେଉଛି ବୋଲି ଆସିଥିବା ଅଭିଯୋଗର ଶୁଣାଣି କରି କମିଶନ ଏହି … Read More











