ଖେଳର ନାମ ରାଜନୀତି; ମଇଦାନ ଓଡ଼ିଶା
ଏବେ ରାଜ୍ୟରେ ରାଜନୀତି ଖେଳ ପ୍ରତିଯୋଗୀତା ଜୋରଦାର ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତାରେ କଂଗ୍ରେସ, ବିଜେପି, ବିଜେଡ଼ି ସବୁଠାରୁ ଆଗରେ ଅଛନ୍ତି। ନିଜ ନିଜ ଟିମର ମନୋବଳ ବୃଦ୍ଧି କରିବା ପାଇଁ ବରିଷ୍ଠ ଖେଳାଳୀମାନେ ବାରମ୍ୱାର ଓଡ଼ିଶା ଆସୁଥିବା ପରିଲକ୍ଷିତ ହେଉଛି। … Read More











