ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର’ ଘୋଷଣା
ରିଲାଏନ୍ସ ଜିଓ ପକ୍ଷରୁ ସାମସଙ୍ଗ ସହିତ ସ୍ୱତନ୍ତ୍ର ସହବନ୍ଧନ ସହ ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର ଘୋଷଣା କରାଯାଇଛି। ଫେବୃଆରୀ ୫ ରୁ ଆରମ୍ଭ ହୋଇଥିବା ଏହି ନୂଆ ଅଫର ଦ୍ୱାରା ଯେକୌଣସି ଜିଓ ଉପଭୋକ୍ତାମାନେ ଏବେ ନୂତନ … Read More











