କାହାକୁ ମିଳିବ ଧର୍ମଶାଳାରେ ବିଜେଡି ଟିକେଟ: ବିଧାୟକଙ୍କ କୁଶ ପୁତ୍ତଳିକା ଦାହ
ଯାଜପୁର,(ମାନସ ରଞ୍ଜନ ବିଶ୍ଵାଳ): ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡିର ଦାବିଦାର କିଏ ହେବେ? କିଏ ପାଇବେ ଦଳୀୟ ଟିକେଟ୍ । ଅନେକ ଆଶାୟୀଙ୍କ ଭିତରେ ବିଧାୟକଙ୍କ ଭବିଷ୍ୟତ ଉପରେ ଲାଗିଛି ପ୍ରଶ୍ନବାଚୀ। ଏପରିକି ତାଙ୍କ ବିରୋଧରେ … Read More











