ବାବୁଙ୍କ ଅଫିସରେ ଯୌନ କେଳଙ୍କାରୀ: ଚ୍ୟାମ୍ବରରେ ଲାଗିବ ସିସିଟିଭି

ଚେନ୍ନାଇ: ଏଣିକି ବାବୁମାନଙ୍କ ଚ୍ୟାମ୍ବରରେ ସିସିଟିଭି କ୍ୟାମେରା ଲାଗିବ। କିଏ ଆସିଲା ଓ କିଏ ଗଲା ଆଉ ବାବୁ ତାକୁ କେମିତି ବ୍ୟବହାର କଲେ ତାହାର ରେକର୍ଡ଼ ହେବ। ଏନେଇ ମାଡ୍ରାସ୍‌ ହାଇକୋର୍ଟ ତାମିଲ୍‌ନାଡ଼ୁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। କହିଛନ୍ତି … Read More

ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଦୁଇଦିନ ପୂର୍ବରୁ ମିଳିଥିଲା ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲ୍‌ୱାମାଠାରେ ହୋଇଥିବା ଆତ୍ମଘାତୀ ଆତଙ୍କୀ ଆକ୍ରମଣ ପୂବର୍ର୍ରୁ ସୁରାକ୍‌ ପାଇଥିଲା ରାଜ୍ୟ ପୁଲିସ। ଏନେଇ ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଇଥିଲା। ହେଲେ ଏଥିପ୍ରତି ସେମିତି କୌଣସି ଧ୍ୟାନ ଦିଆଯାଇ ନଥିଲା ବୋଲି ଏନ୍‌ଡିଟିଭି ନିଜର ପୋର୍ଟାଲ୍‌ରେ ପ୍ରକାଶ … Read More

ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଆଦିଲ୍‌ ସେହି ପିଶାଚର ନାଁ

ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍‌ୱାମାଠାରେ ହୋଇଥିବା ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ଯିଏ ନର ରାକ୍ଷାସ ପାଲଟିଥିଲା ତା’ ନାଁ ହେଲା ଆଦିଲ୍‌ ଅହମ୍ମଦ ଡର୍‌। ଗତବର୍ଷ ସେ ପାକିସ୍ତାନ ଭିତ୍ତିକ ଜୈଶ ଇ ମହମ୍ମଦ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା। … Read More

ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ପାକ୍‌କୁ ସମର୍ଥନ କରି ଟ୍ବିଟ୍‌ କଲେ ଏଏମ୍‌ୟୁ ଛାତ୍ର

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କୀ ଆକ୍ରମଣକୁ ନେଇ ଟ୍ବିଟରରେ ଅନେକ ଆଲୋଚନା ହୋଇଛି । ଦେଶ ସପକ୍ଷରେ ଏକାଠି ଠିଆ ହେବା ପାଇଁ ଅନେକ ନିବେଦନ କରୁଥିବାବେଳେ କେହି କେହି ଜୈଶ ଇ ମହମ୍ମଦକୁ ସମର୍ଥନ କରି ଟ୍ବିଟ୍‌ କରିଛନ୍ତି। ଆଉ କେହି … Read More

ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ୪୪ ନିହତ, ଏନ୍‌ଆଇଏ ଟିମ୍‌ ଓ ଗୃହମନ୍ତ୍ରୀଙ୍କ କଶ୍ମୀର ଗସ୍ତ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ଣରେ ଶ୍ରୀନଗର-ଜମ୍ମୁ ରାଜପଥର ପୁଲ୍‌ୱାମା ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ଦ୍ଵାରା ୪୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ୨ ଜଣ ରାସ୍ତା ସୁରକ୍ଷା ତଥା ସଫେଇ କର୍ମଚାରୀ ହୋଇଥିବା ବେଳେ ୪୨ଜଣ … Read More

ସୋଆରେ ହେବ ଅଲ୍ ଇଣ୍ଡିଆ ୟୁନିଭର୍ସିଟିସ୍ ଆନୁଆଲ୍ ମିଟ, ମୁଖ୍ୟ ପ୍ରସଙ୍ଗ ରହିବ “ଅଟୋନୋମି ଫର୍ ଏକ୍ସିଲେନ୍ସ”

ଭୁବନେଶ୍ୱର, (ଓଟି) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଠାରେ ଅସନ୍ତା ଫେବୃୟାରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆସୋସିଏସନ୍ ଅଫ ଇଣ୍ଡିଆନ୍ ୟୁନିଭର୍ସିଟିର (ଏଆଇୟୂ)ର ୯୩ତମ ବାର୍ଷିକ ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ … Read More

ପୁଅ ଅଭିନେତା ହେବା ପାଇଁ ବାପା ବିକି ଦେଇଥିଲେ ଘର ଓ ଗାଡ଼ି, ଜାଣନ୍ତୁ କିଏ ସେହି ଅଭିନେତା

ଆଜିର ସମୟରେ ସେ ବଲିଉଡର ଜଣେ ନାମୀଦାମୀ ଅଭିନେତା । କିନ୍ତୁ ତାଙ୍କର ଏହି ସଫଳତା ପଛରେ ରହିଛି ଏକ କରୁଣ କାହାଣୀ । ପୁଅର ସ୍ୱପ୍ନ ପୁରଣ ପାଇଁ ବାପା ନିଜର ଘର ଓ ଗାଡ଼ି ବିକି ଦେଇଥିଲେ । … Read More

ରିଭ୍ୟୁ ଅଫ୍ ‘ଗଲିବୟ’

ଫ୍ରାଇଡେ ରିଲିଜର ସିନେମାଘରକୁ ଆସିଛି ‘ଗଲିବୟ’ । ରଣବୀର୍ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଜୋୟା ଅଖତର ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ମୁମ୍ବାଇର ବସ୍ତିଗଳିରେ ରହୁଥିବା ଜଣେ ଯୁବକର ସଙ୍ଗୀତ ପ୍ରତିଭାକୁ … Read More

‘ଟୋଟାଲ୍ ଧମାଲ୍’ର ଭୋଜପୁରୀ ଟ୍ରେଲର୍

ମାଧୁରୀ ଦିକ୍ଷିତ, ଅନିଲ୍ କପୁର୍, ଅଜୟ ଦେବଗନ୍ ଓ ରିତେଶ୍ ଦେଶମୁଖ୍ ଷ୍ଟାରର୍ ‘ଟୋଟାଲ୍ ଧମାଲ୍’ ଖୁବ୍ଶୀଘ୍ର ସିନେମାଘରକୁ ଆସିବ । ଗତ ମାସରେ ଏହାର ହିନ୍ଦୀ ଟ୍ରେଲର୍ ରିଲିଜ୍ କରାଯାଇଥିଲାବେଳେ ଏବେ ଏହାର ଭୋଜପୁରୀ ଟ୍ରେଲର୍ ରିଲିଜ୍ ହୋଇଛି । … Read More

ମରଣ ମୁହଁରେ ଆମ ସାହିତ୍ୟ ଓ ପରମ୍ପରାର ପ୍ରଚାରକ ସଖୀ କଣ୍ଢେଇ

ଢୋଲକର ତାଳେ ତାଳେ ରାଧାକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରଚୀନ କବିଙ୍କ ଦ୍ୱାରା ରଚିତ ପଦ୍ୟାବଳୀ ଗାଇବା ସହ ରାଧାକୃଷ୍ଣଙ୍କ କଣ୍ଢେଇ ଦୁଇଟିକୁ ନିଜ ହାତ ପାପୁଲିରେ ଧରି ସୁନ୍ଦର ଭାବେ ନଚାନ୍ତି । ସଖୀକଣ୍ଢେଇ ଦୁଇଟିର ନିମ୍ନ ଭାଗରେ ଲାଗିଥିବା କପଡ଼ା ଭିତରେ କଳାକାର ନିଜ ପାପୁଲି ରଖି ଅଙ୍ଗୁଷ୍ଠି ମାଧ୍ୟମରେ କଣ୍ଢେଇଙ୍କର ହାତ, ମୁଣ୍ଡ ଓ ଅନ୍ୟନ୍ୟ ଅଙ୍ଗକୁ ଏତେ ସୁନ୍ଦର ଭାବେ ଚାଳିତ କରନ୍ତି ଯେ କଳାକାରଙ୍କ ଆଙ୍ଗୁଠିି ଦ୍ୱାରା କଣ୍ଢେଇ ଦୁଇଟି ନାଚୁଥିବା ଦର୍ଶକମାନେ ସହଜରେ ଜାଣିପାରନ୍ତି ନାହିଁ । ନୁହେଁକି ଆକର୍ଷଣୀୟ? ଏହା ଦୀର୍ଘଜୀବୀ ହେବା ଅନୁଚିତ କି?