ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ

ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଗ୍ଧେୟା ନାୟଡ଼ୁଙ୍କ ଭାଷଣ ସଂକଳନକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ମୁଖାର୍ଜୀ … Read More

କପିଲ ଶର୍ମା ଶୋରୁ ତଡ଼ା ଖାଇଲେ ସିଦ୍ଧୁ

ପୁଲୱାମା ଆକ୍ରମଣ ଉପରେ ବୟାନ ଦେଇ ହଟହଟା ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତାଙ୍କୁ କମେଡି ଶୋ ଦ କପିଲ ଶର୍ମାଙ୍କ ଶୋରୁ ବାହାର କରି ଦିଆଯାଇଛି। ଚ୍ୟାନେଲ ଏହି ବିଷୟରେ ପ୍ରଡକ୍ସନ ହାଉସ ସହ କଥା ହୋଇଛି । ଚ୍ୟାନେଲ … Read More

ସହିଦଙ୍କ ପରିବାର ପାଇଁ ଓଡ଼ିଶା ଆଇପିଏସଙ୍କ ଦିନକର ଦରମା

ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ … Read More

ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା

କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛି ପରିବାର। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ … Read More

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ ଗୁଜରାଟ ବଜାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ … Read More

ଶନିବାର ଦିନ ଖାଆନ୍ତୁନାହିଁ ଏହି ଜିନିଷ, ଲାଗିପାରେ ଶନିଦୋଷ

ଶାସ୍ତ୍ରରେ ପ୍ରତିଦିନର ଖାଦ୍ୟ ପାଇଁ କିଛି ନିୟମ ରହିଛି । ଏହି ନିୟମକୁ ମାନି ଚଳିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ସବୁ ନୀତିନିୟମ ମାନି ଚଳିବା ସମ୍ଭବ ନୁହେଁ … Read More

ଦାନ୍ତର ସେନ୍ସିଟିଭିଟି ଦୂର କରିବା ପାଇଁ ଘରୋଇ ଉପାୟ

ଅନେକ ସମୟର ଦାନ୍ତରେ ସେନ୍ସିଟିଭିଟି ସମସ୍ୟା ଦେଖାଦେଇଥାଏ । କିଛି ଥଣ୍ଡା ଜିନିଷ ଖାଇଲେ ଦାନ୍ତ ଅଧିକ ଥଣ୍ଡା ଲାଗିବା କିମ୍ବା ଗରମ ଜିନିଷ ଖାଇଲେ ଦରଜ ହେବା ସମସ୍ୟାକୁ ସେନ୍ସିଟିଭିଟି କୁହାଯାଏ । ଏହି ସମସ୍ୟାକୁ କିଛି ଘରୋଇ ଉପଚାର … Read More

ଥରେ ଚାର୍ଜ କଲେ ୫୦ଦିନ ଚାଲିବ ସ୍ମାର୍ଟଫୋନ୍, ଜାଣନ୍ତୁ ଏହାର ଆହୁରି କିଛି ବିଶେଷତା

ପ୍ରତ୍ୟେକ ସ୍ମାର୍ଟଫୋନ୍ କମ୍ପାନୀ ନିଜ ଉତ୍ପାଦକୁ ଅନ୍ୟ କମ୍ପାନୀଠାରୁ ଉକୃଷ୍ଟ ବୋଲି ପ୍ରମାଣିତ କରିବା ପାଇଁ କିଛି ନା କିଛି ନୂଆ ଫିଚର୍ ସହିତ ମାର୍କେଟ୍କୁ ଛାଡ଼ୁଛନ୍ତି । ଏହି ଧାରାରେ ଏବେ ବଜାରକୁ ଖୁବ୍ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ୍ … Read More

ଅଜୟଙ୍କ ପକ୍ଷରୁ କୃଷ୍ଣାଙ୍କୁ ମିଳିଲା ୧କୋଟି, ଭିଡିଓ ଭାଇରାଲ୍

ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ରେ ବଲିଉଡ୍ ତାରକାମାନେ ନିଜର ଫିଲ୍ମ ପ୍ରମୋସନ୍ କରିବା ଦେଖିବାକୁ ମିଳିଥାଏ । ଏହି ଧାରାରେ ନିକଟରେ ‘ଟୋଟାଲ୍ ଧମାଲ୍’ ଟିମ୍ ଆଗାମୀ ଏପିସୋଡରେ ନଜର ଆସିବେ । ଏହାର … Read More

ପାକିସ୍ତାନ ଏବେ ଆତଙ୍କୀସ୍ତାନ

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣରେ ୪୪ଜଣ ଯବାନଙ୍କ ପ୍ରାଣବଳୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More