ଡାକ୍ତରଙ୍କୁ ନିଶ୍ଚିତ ପଦୋନ୍ନତି

ଭୁବନେଶ୍ଵର, (ଓଟି): ଓଡ଼ିଶା ମେଡିକାଲ୍‌ ଓ ସ୍ଵାସ୍ଥ୍ୟ ସେବା କ୍ୟାଡରେ ନିଯୁକ୍ତ ଡାକ୍ତରଙ୍କ ପାଇଁ ଶୁଭ ସୂଚନା। ସେମାନଙ୍କ ବହୁଦିନର ଦାବିକୁ ରାଜ୍ୟ ସରକାର ପୂରଣ କରିଛନ୍ତି। କ୍ୟାଡର ରୁଲ୍‌ରେ ଡାକ୍ତରମାନେ ଏଣିକି ନିଜ ଚାକିରି କାଳ ଭିତରେ ୩ଟି ନିଶ୍ଚିତ … Read More

ଓଡ଼ିଶା ବନ୍ଦ : ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

ନବନିର୍ମାଣ କୃଷକ ସଂଗଠନର ଆହ୍ଵାନରେ ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଲୋକମାନେ ପ୍ରଭାବିତ ହେବେ। ମାଟ୍ରିକ୍‌ ପରୀକ୍ଷାର … Read More

ନବୀନଙ୍କୁ ଯୋଗୀଙ୍କ ଟାର୍ଗେଟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କାଳିଆ ଯୋଜନାକୁ ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ। ଓଡ଼ିଶା ସରକାରଙ୍କ ଯୋଜନା ଆରମ୍ଭରୁ ଭ୍ରଷ୍ଟାଚାର ହେଲାଣି। ନବୀନଙ୍କ ଯୋଜନାର ସ୍ଥାୟିତ୍ୱ ନାହିଁ ବୋଲି … Read More

ଶ୍ରୀମନ୍ଦିରକୁ ଆତଙ୍କବାଦୀ ବିପଦ

ଆତଙ୍କବାଦୀଙ୍କ ପକ୍ଷରୁ ଶ୍ରୀମନ୍ଦିର ଉପରେ ବିପଦ ଥିବା ନେଇ ଗୃହ ମନ୍ତ୍ରାଳୟରୁ ଚିଠି ଆସିଛି। ଅନ୍ୟପଟେ ନିୟମିତ ବ୍ୟବଧାନରେ ଏହିପରି ଚିଠି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆସିଥାଏ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷ ପାଇଁ ପ୍ରଶାସନ … Read More

ଓଡିଶା ବନ୍ଦ ଜାରି ରହିବ : ଅକ୍ଷୟ କୁମାର

ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ତାହା ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ … Read More

ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ

ସୁଖ-ଦୁଃଖ, ଲାଭ-କ୍ଷତି, ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରିବା ସହ ସକାମ କର୍ମ (ଯେଉଁ କାମ ବିଶେଷ ଫଳ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ) ନକରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରାମର୍ଶ ଦେଇ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଛନ୍ତି । କିନ୍ତୁ … Read More

ଶ୍ଲୋକା ଓ ଆକାଶଙ୍କ ପ୍ରିୱେଡିଙ୍ଗ୍ ସେଲିବ୍ରେସନ୍

ଭାରତର ସୁବଠାରୁ ବିତ୍ତଶାଳୀ ଅମ୍ବାନୀ ପରିବାରରେ ଏବେ କେବଳ ଖୁସିର ମାହୋଲ୍ ଲାଗିରହିଛି । ମୁକେଶ ଅମ୍ବାନୀଙ୍କ ଅଲିଅଳୀ ଝିଅ ଈଶାଙ୍କ ରାଜକୀୟ ବିବାହ ଉତ୍ସବ ନିକଟ ଅତୀତରେ ସରିଥିବାବେଳେ ଏବେ ଈଶାଙ୍କ ଭାଇ ଆକାଶଙ୍କ ବିବାହର ପୂର୍ବ ପ୍ରସ୍ତୁତି ଖୁବ୍ … Read More

‘ଗଲିବୟ’ର ବକ୍ସ ଅଫିସ୍ ବ୍ୟବସାୟ

ଗତ ଭାଲେଣ୍ଟାଇନ୍ ଡେ’ ରେ ସିନେମାଘରକୁ ଆସିଥିଲା ରଣବୀର୍ ଓ ଆଲିଆଙ୍କ ଅଭିନୀତ ‘ଗଲିବୟ’ । ଓପନିଙ୍ଗ୍ ଡେ’ରେ ଭାଲେଣ୍ଟାଇନ୍ ଡେ’ର ଭରପୁର ଫାଇଦା ମିଳିଥିଲା ଏହି ଫିଲ୍ମକୁ । ପ୍ରଥମ ଦିନ ଏହାର ବକ୍ସ ଅଫିସ୍ ବ୍ୟବସାୟ ଥିଲା ୧୯ … Read More

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ନେହା

ଗତ କିଛିଦିନ ହେଲା ବଲିଉଡ୍ ଗାୟିକା ନେହା କକ୍କଡ଼ଙ୍କ ବ୍ରେକ୍ଅପ୍ ଖବର ଚର୍ଚ୍ଚାରେ ରହିଥିବାବେଳେ ଏବେ ଆଉ ଏକ ଖବର ପାଇଁ ନେହା ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ନିକଟରେ ପୁନିତ୍ ମାଲ୍‌ହୋତ୍ରାଙ୍କ ଭାଲେଣ୍ଟାଇନ୍ ପାର୍ଟିରେ ନେହାଙ୍କୁ ଦେଖିବାକୁ ମିଳିଥିଲା … Read More

ଟିକଟ ଚିନ୍ତାରେ ବହୁ ସାଂସଦ

ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଏହା ଯେ ମାର୍ଚ୍ଚ ମାସରେ ଯେକୌଣସି ତାରିଖରେ ହେବାର ସମ୍ଭାବନା ରହିଛି। ନିର୍ବାଚନ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଅବଗଣନା ଆରମ୍ଭ ହୋଇଗଲାଣି। କଂଗ୍ରେସ … Read More