‘କେଶରୀ’ର ଟ୍ରେଲର୍ ଆଉଟ୍

ବଲିଉଡ୍ ଖିଲାଡ଼ି ଅକ୍ଷୟ କୁମାର ଓ ପରିଣୀତି ଚ୍ରୋପାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘କେଶରୀ’ର ଟ୍ରେଲର୍ ରିଲିଜ୍ ହୋଇଛି। ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁକ୍ତିଲାଭକୁ ସିନେପ୍ରେମୀ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରି ବସିଛନ୍ତି । ଏହାର କାହାଣୀ … Read More

ହାତକୁ ଦି ହାତ ହେଲେ ନୀତି ମୋହନ

କିଛିଦିନ ତଳେ ବଲିଉଡ୍ ସିଙ୍ଗର୍ ନୀତି ମୋହନ୍ଙ୍କ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ ସିନେ ମହଲର ଚର୍ଚ୍ଚାରେ ଥିଲା । ଏବେ ଖବର ଆସିଛି ଯେ ‘ମଣିକର୍ଣ୍ଣିକା’ ଫିଲ୍ମର ଅଭିନେତା ନିହାର ପାଣ୍ଡ୍ୟାଙ୍କ ସହ ନୀତି ହାତକୁ ଦି ହାତ ହୋଇଛନ୍ତି । ବିବାହ … Read More

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ … Read More

ସୁନେତ୍ରକୁ ତ୍ୱରାନ୍ୱିତ କର

ଭୁବନେଶ୍ୱର,(ଓଟି): ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର)କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି ।ସଚିବାଳୟ ଠାରେ ଯୋଜନାର ସମୀକ୍ଷା କରି ସଚିବ ଏଭଳି … Read More

ସାମସଙ୍ଗ ଏବଂ ଜିଓ ସହବନ୍ଧନ : ୨୨ରେ ମିଳିବ ସାମସଙ୍ଗ ଗାଲାକ୍ସି ଏମ

ଗ୍ରାହକ ମାନଙ୍କୁ ସବୁବେଳେ ନୂତନ ସୁବିଧା ଓ ସେବା ଯୋଗାଇଆସିଥିବା ରିଲାଏନ୍ସ ଜିଓ ପକ୍ଷରୁ ଏବେ ସାମସଙ୍ଗ ସହବନ୍ଧନରେ କେବଳ ଜିଓ ଉପଭୋକ୍ତାମାନଙ୍କ ପାଇଁ  ନୂତନ ଭାବେ ବଜ଼ାରକୁ ଆସିଥିବା ଗାଲାକ୍ସି ଏମ ୨୦ ଏବଂ ଗାଲାକ୍ସି ଏମ ୧୦  ସ୍ମାର୍ଟଫୋନର … Read More

ପାକ୍‌ ମିଡିଆରେ ଓଡ଼ିଶା: ସ୍ଵାମୀ ପଛେ ମରୁ, ସଉତୁଣି ବିଧବା ହେଉ

ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ଆଗରେ ବନ୍ଧା ହୋଇଗଲା ଦେଶର ସ୍ଵାର୍ଥ। ଶତ୍ରୁପକ୍ଷ ରାଷ୍ଟ୍ରକୁ ବି ଫୁଟେଜ୍‌ ପଠାଇବାକୁ ପଛ ଘୁଞ୍ଚା ଦେଲେନି ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ। ନିଜର ଅଜ୍ଞାନ ହେଉ ବା ଅହଙ୍କାରର ପ୍ରତିଫଳନ, ସେ କିନ୍ତୁ ଭାରତର ପ୍ରତିଚ୍ଛବିକୁ … Read More

ଟାଇମ୍ସ ମେଗା ପୋଲ : ପୁଣି ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ କରାଯାଇଥିଲା। ଏହି ପୋଲର ଫଳାଫଳ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି … Read More

‘କାଳିଆ’ ସବୁଠୁ ଭଲ; ପିଏମ୍‌ କିଷାନ୍‌କୁ ସବୁଜ ସଙ୍କେତ

ଭୁବନେଶ୍ଵର, (ଓଟି): ବରଗଡ଼ଠାରେ କାଳିଆ ଚାଷୀ ସମାବେଶକୁ ଉଦ୍‌ବୋଧନ ଦେଇ ପୁଣିଥରେ ‘କାଳିଆ’ ଯୋଜନାକୁ କୃଷକଙ୍କ କଲ୍ୟାଣ ନିମନ୍ତେ ସବୁଠାରୁ ଉତ୍କୃଷ୍ଟ ଯୋଜନା ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଯୋଜନାରେ କ୍ଷୁଦ୍ର, ମାନମାତ୍ର ଚାଷୀଙ୍କ ସମେତ ଭୂମିହୀନ, ଭାଗଚଷୀଙ୍କ … Read More

ମୟୂରଭଞ୍ଜରେ ସର୍ବାଧିକ ‘କାଳିଆ’ ହିତାଧିକାରୀ

ଭୁବନେଶ୍ଵର, (ଓଟି): ଦ୍ଵିତୀୟ ପର୍ଯ୍ୟାୟରେ ‘କାଳିଆ’ ଯୋଜନା ବାବଦ ଅର୍ଥ ପ୍ରେରଣ ପରେ ରାଜ୍ୟରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୩୦ ଲକ୍ଷ ୪୦ ହଜାର ୩୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା … Read More

ଓଡ଼ିଶା ବନ୍ଦ: ବିଭିନ୍ନ ସ୍ଥାନରେ ପ୍ରଭାବ

ଭୁବନେଶ୍ଵର, (ଓଟି): ନବ ନିର୍ମାଣ କୃଷକ ସମିତି ଡାକରାରେ ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଚାଷୀ ଓ ଚାଷୀ ସଂଗଠନର କର୍ମକର୍ତ୍ତାମାନେ ରାଜରାସ୍ତା ଅବରୋଧ କରିଥିବା ଦେଖାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ପୁଲିସ … Read More