ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି

ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍‌ସାଇଟ୍‌ ତାଲିକାକରଣ  ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। … Read More

ଲୋକସଭା ଲଢ଼ିବେ ଡକ୍ଟର ମନମୋହନ ସିଂହ

ଚଳିତ ବର୍ଷ ଜୁନ୍‌ମାସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ରାଜ୍ୟସଭା କାର୍ଯ୍ୟକାଳ ସଂପୂର୍ଣ୍ଣ ହେଉଛି। ଏବେ ଆଉ ରାଜ୍ୟସଭାକୁ ଯିବାର ସମ୍ଭାବନା ନଥିବାରୁ ତେଣୁ ସେ ପ୍ରଥମ ଥର ପାଇଁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଖବର … Read More

ଦେବାଶିଷଙ୍କ ତଣ୍ଟିଆମରା: କାମ ଦେଉନି ମଉସାଙ୍କ କ୍ଳିନଚିଟ

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ କଟକ ଏବଂ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହୋଇସାରିଛି। କଟକରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଛି ଦେବାଶିଷଙ୍କ ଗିରଫ ଦାବିରେ। ଭୁବନେଶ୍ୱର ଏବଂ ଅନ୍ୟ କେତେକ ସ୍ଥାନରେ ଅସମ୍ଭବ ନୀରବତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା … Read More

ପୋଡ଼ା ତେଲରେ ଉଡ଼ିବ ଜାହାଜ

ଏଣିକି ରୋଷେଇଘରର ପୋଡ଼ା ତେଲ ଆଉ ଅଲୋଡ଼ା ହେବ ନାହିଁ କି ଆପଣଙ୍କୁ ଲୋଭରେ ଆଉଥରେ ବ୍ୟବହାର କରିବାକୁ ବାଧ୍ୟ କରାଇବ ନାହିଁ। କାରଣ ହେଉଛି ଏହି ତେଲରେ ଯାହାଜ ଉଡ଼ିପାରିବ!, ଅର୍ଥାତ୍‌ ଆପଣଙ୍କ ଉଡ଼ାଯାହାଜ ଯାତ୍ରା ଏଣିକି ରୋଷେଇଘରର ପୋଡ଼ା … Read More

ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କର

ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତିରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ଆସକ୍ତିରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି … Read More

ଜଗତ୍‍ସିଂହପୁର ଲୋକସଭା:ବିଜେଡି ଖୋଜୁଛି ନୂଆ ମୁହଁ

ଜଗତ୍‍ସିଂହପୁର ଲୋକସଭା ଆସନପାଇଁ ବିଜେଡି ଏଥର ନୁଆଁ ମୁହଁ ଖୋଜୁଛି । ୧୯୯୯ ମସିହାର ସାଧାରଣ ନିର୍ବାଚନ ପରଠାରୁ ଏହି ଲୋକସଭା ଆସନରୁ କୌଣସି ସାଂସଦ ଦ୍ୱିତୀୟଥର ପାଇଁ ଜିଣିନଥିବାବେଳେ ବର୍ତ୍ତମାନର ସାଂସଦ ଡାକ୍ତର କୁଳମଣି ସାମଲଙ୍କୁ ଦଳ ପୁଣିଥରେ ଟିକଟ … Read More

ନିର୍ବାଚନ ସମୟରେ ୬ ରାଜ୍ୟକୁ ନକ୍ସଲ ଭୟ

ନିର୍ବାଚନ ସମୟରେ ଓଡିଶା, ପଶ୍ତିମବଙ୍ଗ, ଝାରଖଣ୍ଡ, ଛତିଶଗଡ ସହ ଆନ୍ଧ୍ର ଓ ତେଲେଙ୍ଗାନାକୁ  ନକ୍ସଲ ଚିନ୍ତା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପୁର୍ବରୁ ଏହିସବୁ ରାଜ୍ୟରେ ପୋଲିସର କସରତ ଆରମ୍ଭ କରିଛି। ତେଣୁ ଏହିସବୁ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ନିର୍ବାଚନ … Read More

ଟିକସରୁ କର୍ମଚାରୀଙ୍କ ଦରମା ପେନସନ ଅଧିକ

ଟିକସ ଓ ଅଣଟିକସ ବାବଦରେ ଓଡିଶାର ବାର୍ଷିକ ଆୟ ଯେତେ ହେଉଛି କର୍ମଚାରୀଙ୍କ ବେତନ, ଭତ୍ତା ଓ ପେନ୍‍ସନ ବାବଦରେ ବ୍ୟୟ ପରିମାଣ ତାହାଠାରୁ ବଳିଯାଉଛି । ୨୦୧୦-୧୧ ବେଳକୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଓ ଅଣଟିକସ ବାବଦ ଆୟ … Read More

ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ ମାନିଲା

ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଓଡିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୂରି ବୁଲିଥିଲା । ନବରଙ୍ଗପୁର ଓ କାମାକ୍ଷାନଗର ଅଞ୍ଚଳରୁ … Read More

ପୂର୍ବାଂଚଳର ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ ସୋଆ

ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟକୁ ଚଳିତବର୍ଷ ନିମନ୍ତେ ପୂର୍ବାଂଚଳର ସର୍ବାଧିକ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସ୍ନାଲ ଏଜୁକେସନ୍ ସମିଟ-୨୦୧୯ ଅବସରରେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ”ରେ ସମ୍ମାନୀତ ହୋଇଛି … Read More