ସଲ୍ଲୁ ଭାଇଜାନଙ୍କ ‘ନୋଟ୍ବୁକ୍’ ଟ୍ରେଲର୍ ରିଲିଜ୍
ବଲିଉଡର ମୋଷ୍ଟ୍ ୱାଣ୍ଟେ୍ଡ୍ ବ୍ୟାଚେଲର୍ ସଲ୍ଲୁମିଆଁଙ୍କ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଆଗାମୀ ଦିନରେ ଆଉ ଏକ ଲଭ୍ଷ୍ଟୋରୀ ପରଦା ଉପରକୁ ଆସିବ । ପ୍ରତିଥର ଭଳି ଏହି ଫିଲ୍ମ ମାଧ୍ୟମରେ ସଲ୍ଲୁ ଆଉ ଜଣେ ନୂଆ ଚେହେରାକୁ ବ୍ରେକ୍ ଦେବାକୁ ଯାଉଛନ୍ତି … Read More











