ସର୍ଜିକାଲ ଷ୍ଟ୍ରାଇକ୍-୧ ରେ ପ୍ରମାଣ ମାଗିଥିବା ନେତା ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ କଲେ ପ୍ରଶଂସା

ଭାରତୀୟ  ସେନା ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍-୧କୁ ନେଇ ମୋଦି ସରକାରଙ୍କୁ ପ୍ରମାଣ ମାଗୁଥିବା ଲୋକେ ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ ଖୋଲାଖୋଲି ଭାବରେ ପ୍ରଶଂସା କରିଛନ୍ତି। ନିର୍ବାଚନୀ ବର୍ଷ ଥିବାରୁ ଏବେ ନା କେହି ମୋଦି ସରକାର  କିମ୍ବା … Read More

ପାକିସ୍ତାନ ଉପରେ ଭାରତର ଅଘୋଷିତ ଆକ୍ରମଣ : ଇମ୍ରାନ୍

ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାର ୧୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିବା … Read More

ବାଲାକୋଟ କ୍ୟାମ୍ପରେ ଥିବା ୩୫୦ ଆତଙ୍କୀ ସଫା!

କ୍ୟାମ୍ପରେ ଥିଲେ ୪୨ ଆତ୍ମଘାତୀ ଆତଙ୍କୀ ଓ ୨୫ କମାଣ୍ଡର ବାଲାକୋଟରେ ଜୈଶ କ୍ୟାମ୍ପ ଉପରେ ପ୍ରଚଣ୍ଡ ଆକ୍ରମଣ ସମୟରେ ଏଠାରେ ଥିବା କ୍ୟାମ୍ପ ଗୁଡ଼ିକରେ ପ୍ରାୟ ୩୫୦ ଜଣ ଆତଙ୍କବାଦୀ ସଫା ହୋଇଥିବାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ … Read More

୧୦ ଦିନରେ ସର୍ଜିକାଲ ଷ୍ଟ୍ରାଇକ ପ୍ରସ୍ତୁତି

ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ନିକଟରେ ବୋମା ବର୍ଷା କରି ପୁଲୱାମା ଆକ୍ରମଣର ଭାରତ ପାକିସ୍ତାନକୁ କଡା ଯବାବ ଦେଇଛି। ଭାରତର ୧୨ ମିରାଜ ବିମାନ ସମୁଦାୟ ୧୦୦୦ କିଲୋରୁ ଅଧିକ ବୋମା ବର୍ଷା କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରି ଦେଇଛି। … Read More

ଜୈଶ୍‍ର ଷଡ଼ଯନ୍ତ୍ର ପଣ୍ଡ, ପାକ୍‍ ଗୂଇନ୍ଦା ବଞ୍ଚାଇଦେଲା ମାସୁଦ୍‍ ଆଝାର୍‍କୁ

ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ୨.୦ ଦ୍ୱାରା ପଣ୍ଡ ହୋଇଛି ଜୈଶ୍‍ ଇ ମହମ୍ମଦ ( ଜେଇଏମ୍‍)ର ଭାରତରେ ଆତଙ୍କୀ ଆକ୍ରମଣ ଯୋଜନା। ପାକିସ୍ତାନର ବାଲାକୋଟଠାରେ ଏକ ଶଗୁଆନ୍‍ ଜଙ୍ଗଲ ଭିତରେ ଚାଲୁଥିବା ଏହାର ସର୍ବ ବୃହତ୍‍ ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିଛି ଭାରତୀୟ … Read More

୧୨ ଦିନପରେ ଭାରତ ନେଲା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ

୩୦୦ ଆତଙ୍କବାଦୀ ନିପାତ, ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ … Read More

ବାଲେଶ୍ୱରରେ ସର୍ବାଧିକ ମହିଳା ଉଦ୍ୟୋଗୀ

ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ୪୦ହଜାର ଟପିଥିବାବେଳେ ଗତ ୨୮ବର୍ଷ ମଧ୍ୟରେ ଏମାନେ ରାଜ୍ୟରେ ବିଭିନ୍ନ ପ୍ରକାର ଶିଳ୍ପ ସ୍ଥାପନା କରିଛନ୍ତି। ସବୁଠାରୁ ଅଧିକ ୩୫୫୨ ଜଣ ମହିଳା ଉଦ୍ୟୋଗୀ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି … Read More

ଆଳୁ ମିଶନରେ ୩୦୦ କୋଟି ବରବାଦ : କଂଗ୍ରେସ

ଚାଷୀ ଓ ଉଦ୍ୟୋଗପତିମାନଙ୍କୁ କିଭଳି ପ୍ରତାରଣା କରାଯାଉଛି ତାହାର ଉଦାହରଣ ହେଉଛି ରାଜ୍ୟ ଆଳୁ ମିଶନର ବିଫଳତା । ଏ ବାବଦରେ ପ୍ରାୟ ୩୦୦ କୋଟି ଟଙ୍କା ବରବାଦ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ୨୦୧୪ରେ ଦଳୀୟ ନିର୍ବାଚନ ଘୋଷଣାପତ୍ରରେ … Read More

ଟମାଟୋ ପରେ ଏବେ ପାନ ପାଇଁ ହଇରାଣ ପାକିସ୍ତାନ

ଜୈସ-ଇ-ମୁହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା ପୁଲୱାମା ଆକ୍ରମଣ ପରେ ପାକିସ୍ତାନବାସୀଙ୍କର ଦୈନନ୍ଦିନ ଜୀବନ ଉପରେ କୁପ୍ରଭାବ ଦ୍ରୁତ ଗତିରେ ପଡ଼ିବାରେ ଲାଗିଛି। ଟମାଟୋ ପରେ ଏବେ ପାନ ପାଳି। ପାକିସ୍ତାନକୁ ଚାରଆଡୁ ଘେରିସାରିଲାଣି ଭାରତ। ପ୍ରଥମେ ଟମାଟୋ ବନ୍ଦ କରିବା ପରେ ଏବେ … Read More

ପରୀକ୍ଷା କେନ୍ଦ୍ର ଜଗି ପାରୁନି; ଅପାରଗ ପୁଲିସ ବୁଥ କଣ ଜଗିବ

ମାଟ୍ରିକ ପ୍ରଶ୍ନପତ୍ର ପୁଣି ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବା ଓଡିଶା ପୁଲିସର ପାରିବା ପଣିଆ ଉପରେ … Read More